Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ପୁଣି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ସ୍କୁଲ ଦିଦି ଙ୍କ ଭିଡ଼ିଓ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି

0

ପୁଣି ଥରେ ଦେଖିବାକୁ ମିଳିଛି ଏମିତି ଏକ ଭିଡିଓ ଯାହା ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଏହା ହେଉଛି ଜଣେ ସ୍କୁଲ୍ ଦିଦିଙ୍କ ଭିଡିଓ। ଯିଏକି ପିଲା ମାନଙ୍କ ସହିତ ଡାନ୍ସ କରୁଥିବାର ନଜର ଆସିଛନ୍ତି। ତେବେ ଏହି ଭିଡିଓ ରେ ସ୍କୁଲ୍ ଦିଦି ପିଲା ମାନଙ୍କ ସହିତ କିପରି ସମ୍ବଲପୁରୀ ଗୀତରେ ଜବରଦସ୍ତ ଡାନ୍ସ କରୁଛନ୍ତି ତାହା ଥରେ ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ଚାହିଁ ରହିଯିବେ। ଦିଦିଙ୍କ ର ଏଭଳି ଭାବରେ ପିଲା ମାନଙ୍କ ଗହଣରେ ଭିନ୍ନ ଅନ୍ଦାଜ ରେ ଝୁମି ଝୁମି ଡାନ୍ସ କରୁଥିବାର ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।ଆପଣ ଅନେକ ସମୟରେ ଅନେକ କିଛି ଡାନ୍ସ ଭିଡିଓ ଦେଖିବାକୁ ପାଉଥିବେ।

ସବୁ ଡାନ୍ସ ଭିଡିଓ ଗୁଡିକ କିପରି ମଜାଦାର ହୋଇଥାଏ, ତାହା ବି ଅନୁଭବ କରି ପାରୁଥିବେ। ତେବେ ନୃତ୍ୟ ଏକ ଏମିତି କଳା ଯାହା ନିରସ ଜୀବନରେ ରସ ଭରି ଦେଇଥାଏ। ନାଚ ଦେଖିଲେ ମନ ଭିତରେ ଏକ ଭିନ୍ନ ପୁଲକ ଭରି ଯାଇଥାଏ। ଅନେକ ସମୟରେ ଆମେ ଅନେକ କିଛି ଡାନ୍ସ ର ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥାଉ। ସେହିପରି ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଦେଖିଥିବେ। ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ଭରି ରହିଥାଏ।

ସେହିପରି ଏଠାରେ ଦିଦିଙ୍କୁ ଦେଖି ନାଚୁଥିବା କୁନି ପିଲା ମାନଙ୍କର ଭିଡିଓ ଦେଖିଲେ ସେହିପରି ଖୁସି ଅନୁଭବ ହେଉଛି।କୁନିପିଲା ମାନେ କିପରି ଏଠାରେ ନାଚୁଛନ୍ତି ଦିଦିଙ୍କୁ ଦେଖି ତାହା ଥରେ ଦେଖନ୍ତୁ।ସେମାନଙ୍କ ନାଚରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳୁଛି। ଏହା ଏକ ଏମିତି ଡାନ୍ସ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।ଏଠାରେ ଦିଦିଙ୍କ ସହିତ ପିଲାମାନେ ପୁରା ଯୋସ୍ ରେ ନାଚକୁ ଦେଖାଇ ଚାଲିଛନ୍ତି।

ସେମାନେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ବାସ୍ତବରେ ଆକର୍ଷଣୀୟ। ତାଙ୍କ ମୁହଁରେ ଗୀତର ଭାବ ଏବଂ ଅନୁଭବ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି। ତେବେ ଏହି ଭିଡିଓ କୁ ଆପଣ ଥରେ ଦେଖିଲେ ଜାଣି ପାରିବେ ଯେ ଏହି ଡାନ୍ସ ଟି କେତେ ଜବରଦସ୍ତ ହୋଇଛି।ପିଲା ମାନଙ୍କ ସହିତ ଶିକ୍ଷୟିତ୍ରୀ ଜଣଙ୍କ ସମ୍ବଲପୁରୀ ଗୀତରେ ଅଣ୍ଟା କୁ ଭାଙ୍ଗି ଯେମିତି ନାଚ ଦେଖାଉଛନ୍ତି ତାହା ବହୁତ୍ ସୁନ୍ଦର ଲାଗୁଛି।ଏହି ଭିଡିଓ କୁ ଥରେ ଦେଖନ୍ତୁ, ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.