Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ବ୍ଲାକ କୋବ୍ରାକୁ ଗ୍ଲାସରେ ପାଣି ପିଆଇଲେ ବ୍ୟକ୍ତି, ଭିଡିଓ ଏବେ ଖୁବ ଭାଇରାଲ ହେଉଛି… 3 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ସାପର ନା ଶିଣିବା ମାତ୍ରକେ ମନରେ ଏକ ପ୍ରକାର ଡର ଆସିଥାଏ , ସେ ସାପର ବିଷ ଥାଉ ବା ନଥାଉ ଦେଖିଦେଲେ ଆତଙ୍କିତ ହୋଇପଡେ ମଣିଷ । ପ୍ରତ୍ୟେକ ମଣିଷକୁ ସାପ ଚୋଟ ର ଡର ଆଉ ତା ବିଷର ଜ୍ୱାଳାରେ ମୃତ୍ୟୁକ ଭୟ ସମସ୍ତଙ୍କୁ ଘାରି ରହିଛି । ନିଜ ଜୀବନ ପ୍ରତି ସମସ୍ତଙ୍କର ଲୋଭ ରହିଛି , ତେଣୁ ଗୋଟିଏ ଶୋଷିଲା ସାପକୁ କିଏ ବା ପାଣି ପିଆଇବା ପାଇଁ ଯିବ । ତେବେ ଏହି ଦୁଃସାହସିକ କାମ କେବଳ ସ୍ନେକ ହେଲ୍ପ ଲାଇନ କର୍ମକର୍ତା ମାନେ ହିଁ କରି ପାରିବେ ।

ସାପକୁ ଆୟତ୍ତ କରିବା ପାଇଁ ସେମାନଙ୍କୁ ସଠିକ୍ ଟ୍ରିଟ୍ ଜଣାଥାଏ , କିନ୍ତୁ ବର୍ତ୍ତମାନ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି , ଯେଉଁଥିରେ ଜଣେ ବ୍ୟକ୍ତି ବିଷଧର କୋବ୍ରାକୁ ହାତରେ ପାଣି ପିଆଉଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା ସେହି ଭିଡିଓ ସମ୍ପର୍କ ରେ ।

ଏଠାରେ ଜଣେ ବ୍ୟକ୍ତି ବିଷଧର କୋବ୍ରାକୁ ଗ୍ଲାସରେ ପାଣି ପିଆଉଛନ୍ତି , ଏହି ଭିଡିଓ ରେ ଆପଣ ମାନେ ନିଶ୍ଚୟ ଦେଖା ପାରୁଥିବେ ସେହି ଦୃଶ୍ୟକୁ । ଭିଡିଓ ରେ ସାପ ପାଖକୁ ପ୍ରଥମେ ପାଣି ଗ୍ଲାସକୁ ନିଆଯାଉଛି , ତାପରେ ଏହି ବିଷଧର କଳାନାଗ ଗ୍ଲାସ ରୁ ପାଣି ପିଉଛି । ଦେଖିବାକୁ ଆବଶ୍ୟ ଭିଡିଓ ଟି ଭୟଙ୍କର ଲାଗୁଛି କିନ୍ତୁ ଭିଡିଓ ଟି ମଧ୍ୟ ସେତିକି କ୍ୟୁଟ ହୋଇଛି ।

ବିଷଧର ହେଲେ ମଧ୍ୟ ତାର ବି ଜୀବନ ଅଛି , ଆଉ ତାକୁ ବଞ୍ଚିବା ପାଇଁ ଖାଦ୍ୟ ଓ ପାନୀୟ ର ଆବଶ୍ୟକତା ରହିଛି । ଆପଣ ମାନେ ଭିଡିଓ ରେ ଦେଖି ପାରୁଥିବେ ବିଷଧର ହେଲେ ମଧ୍ୟ ପାଣି ପିଉଥିବା ସମୟରେ ସେ କେମିତି ଶାନ୍ତ ଅଛି । ଗ୍ଲାସକୁ ଧରିଥିବା ମଣିଷ ଉପରେ ଆକ୍ରମଣ କରୁ ନାହିଁ , ଏହା ବ୍ଲାକ ନେକ ସ୍ପିଟିଙ୍ଗ କୋବ୍ରା ଯାହାର ଗୋଟିଏ ଚୋଟରେ ମାତ୍ର କେଇ ସେକେଣ୍ଡ ଭିତରେ ମଣିଷର ମୃତ୍ୟୁ ହୋଇଯାଏ । ତେଣୁ ଏହି ଭିଡିଓ ଅନେକ ଲୋକମାନଙ୍କୁ ବହୁତ ଆଶ୍ଚର୍ଯ୍ୟ କରାଉଛି , ଏହାକୁ ଦେଖି ଭିୟୋରସ୍ ମାନେ ମଧ୍ୟ ଅନେକ କମେଣ୍ଟ କରିଛନ୍ତି ।

ସାପର ଏହି ଭାଇରାଲ ଭିଡିଓକୁ ରୟାଲ ପାଇଥନ୍ସ ନାମର ଇନଷ୍ଟାଗ୍ରାମ ପେଜ୍ ରେ ସେୟାର ମଧ୍ୟ କରାଯାଇଛି । ତେବେ କ୍ୟାପସନରେ ଶୋଷିଲା କୋବ୍ରାକୁ ପାଣି ପିଆ ଯାଉଥିବାର ମଧ୍ୟ ଲେଖାଯାଇଛି । ଏହି ଭିଡିଓକୁ ଗତ ସପ୍ତାହରେ ପୋଷ୍ଟ କରାଯାଇଥିଲା , ଏବେ ପର୍ଯ୍ୟନ୍ତ ଲକ୍ଷେ 22 ହଜାରରୁ ଅଧିକ ୟୁଜର୍ସ ଏହାକୁ ଦେଖି ସାରିଲେଣି । ଲୋକମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ଏଭଳି ଆଶ୍ଚର୍ଯ୍ୟ ଜନକ କାର୍ଯ୍ୟ ଦେଖି ବ୍ୟକ୍ତି ଜଣଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.