Swastik Tv News Odisha

ଦେଖନ୍ତୁ ଭିଡ଼ିଓ – ମୃତ୍ୟୁ ପୂର୍ବର Live ଦୃଶ୍ୟ ! ଭିଡ଼ିଓଟି ଦେଖିଲେ ଗୋଡ ତଳୁ ମାଟି ଖସି ଯିବ ଥରୁଟିଏ ନିଶ୍ଚୟ ଦେଖନ୍ତୁ, ଦୟାକରି ଅଧିକରୁ ଅଧିକ ସେୟାର କରନ୍ତୁ…

0

ସମଗ୍ର ଦେଶରେ କୋରନା ମହାମାରୀ ଭଙ୍କର ରୂପ ଧାରଣ କରିବାରେ ଲାଗିଛି , ଏଥିରେ ଅନେକ ଲୋକମାନେ ପ୍ରାଣ ହରାଉଛନ୍ତି । କୋରନା ମହାମାରୀକୁ ଦୂର କରିବା ପାଇଁ ସରକାରଙ୍କ ଅନେକ ପ୍ରେଚାଷ୍ଟା ସତ୍ତ୍ୱେ ମଧ୍ୟ ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ଅନେକ ବ୍ୟକ୍ତିମାନେ ଚିକିତ୍ସାର ଅବହେଳା ଯୋଗୁଁ ବା ଅମ୍ଳଜାନର ଅଭାବ ଯୋଗୁଁ ପ୍ରାଣ ହରାଉଛନ୍ତି । କୋରନା ସଂକ୍ରମଣ ମଣିଷ ଜୀବନକୁ କଲବଲ କରି ମାରି ଚାଲିଛି । ଅନେକ ସଂକ୍ରମିତ ବ୍ୟକ୍ତିମାନେ ମଧ୍ୟ ହସ୍ପିଟାଲ ପହଞ୍ଚିବା ମାତ୍ରେ ମୃତ୍ୟୁ ବରଣ କରୁଛନ୍ତି , ଏପରି ଅନେକ ଖବର ପ୍ରତିଦିନ ଆପଣ ନ୍ୟୁଜ ବା ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି ।

କୋରନା ସଂକ୍ରମିତ ଲୋକମାନେ ନିଜର ଆତ୍ମୀୟ ପରିଜନ ମାନଙ୍କୁ ହରାଇ ବହୁତ ଦୁଃଖ ପ୍ରକାଶ କରୁଛନ୍ତି । ଯାହାର ଭିଡିଓ ଦେଖିବା ପରେ ଆପଣ ମାନେ ମଧ୍ୟ ନିଜକୁ ସମ୍ଭାଳି ପାରିବେ ନାହିଁ , କାରଣ ସେହି ମୃତ୍ୟୁର ଦୃଶ୍ୟ ଏତେ କରୁଣ ଦାୟକ ଅଟେ । କୋରନା ସଂକ୍ରମଣ ସମୟରେ ଏମିତି କିଛି ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିବା ମାତ୍ରେ ଆପଣ ମାନେ ମଧ୍ୟ ବିଚଳିତ ହୋଇଯିବେ । ଏହି ସଂକ୍ରମଣରୁ ନିଜକୁ ବଞ୍ଚାଇବା ପାଇଁ ସର୍ବଦା ପ୍ରୟାସ ଜାରି ରଖିଛନ୍ତି , ମଣିଷ ମନରେ ସର୍ବଦା ଗୋଟିଏ କଥା ରହି ଆସିଛି ଯେ କୋରନା ହାରିବ ଏବଂ ଏହି ଲଢେଇରେ ମଣିଷ ହିଁ ଜିତିବ ।

ବର୍ତ୍ତମାନ ସମୟରେ ପୁଣିଥରେ ଉତ୍ତରପ୍ରଦେଶରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖିବା ମାତ୍ରେ ଆପଣ ମଧ୍ୟ ଲୁହକୁ ଅଟକାଇ ପାରିବେ ନାହିଁ , ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ । ସୂଚନା ଅସୁସାରେ ଜଣେ ପୁଅ ସାମ୍ନାରେ ଅତି ଦୟନୀୟ ଭବାରେ ବାପାର ମୃତ୍ୟୁ ଘଟିଛି , ତେବେ ଉତ୍ତରପ୍ରଦେଶର ଝାନ୍ସିରୁ ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏକ ହସ୍ପିଟାଲରେ କୋରନା ଆକ୍ରାନ୍ତଙ୍କ ଚିକିତ୍ସା ଅଭାବରୁ ସେ ବହୁତ କଷ୍ଟ ଓ ଯନ୍ତ୍ରଣା ପାଇଁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ପରିବାର ଲୋକେ ହସ୍ପିଟାଲର କର୍ମଚାରୀ ମାନଙ୍କୁ ଅନେକ ଅନୁରୋଧ କରିଥିଲେ ମଧ୍ୟ କାହାର ବି ଦେଖା ମିଳି ନଥିଲା ।

ରୋଗୀ ଯନ୍ତ୍ରଣା ପାଉଥିବା ସମୟରେ ସେଠାରେ କୌଣସି ଡାକ୍ତର ବା ନର୍ସ ମାନଙ୍କର ଦେଖାମିଳି ନଥିଲା । ଚିକିତ୍ସା କରିବା ତ ଦୂର କଥା ପରିବାର ଲୋକମାନଙ୍କୁ ଏତେଲା ର ଧମକ ମିଳିଥିଲା । ପରିବାର ଲୋକଙ୍କ ସାମ୍ନାରେ ତାଙ୍କ ବାପଙ୍କ ଜୀବନ ଚାଲିଯାଇଥିଲା କିନ୍ତୁ ସେମାନେ କିଛି କରିପାରିଲେ ନାହିଁ । ପରିଶେଷରେ ଆକ୍ରାନ୍ତ ଜଣକ ଛଟପଟ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଯାହାର ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ପରିବାର ଲୋକମାନେ ସେୟାର କରିଥିଲେ । ଏଭଳି ଦୃଶ୍ୟ ଦେଖି ଲେକମାନେ ମଧ୍ୟ ନିଜର କୋହ ବା କାନ୍ଦକୁ ଅଟକାଇ ପାରି ନଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.