Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ମୋ ମାମୁଁ ମୋତେ ପ୍ରେଗନେଣ୍ଟ କଲେ, ଆଉ ମୋ ବାପା ମୋତେ ପରିସ୍ରା ଖୁଆଇଲେ….

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ଦୁଷ୍କର୍ମ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ମନୁଷ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି। ବଡ଼ ଲୋକଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ କାହାରିକୁ ମଧ୍ୟ ଛାଡୁ ନାହିଁ। ସମାଜରେ ଲୋକ ମାନେ ବାପା ଝିଅ, ଭାଇ ଭଉଣୀ ଓ ମାମୁଁ ଭାଣିଜୀର ରକ୍ତ ସମ୍ପର୍କ ଭୁଲି ରାକ୍ଷସ ପାଲଟି ଯାଉଛନ୍ତି। ଯୌନ ରାକ୍ଷସ ମାନେ ସବୁବେଳ ଘୁରି ବୁଲୁଛନ୍ତି, ସମୟ ସୁବିଧା ଦେଖି ବୋହୂ ଓ ଝିଅଙ୍କୁ ଦୁଷ୍କର୍ମ କରିବା ପାଇଁ ପଛାଉ ନାହାନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ଜଣେ ଝିଅଟିକୁ ନିଜ ମାମୁଁ ଗର୍ଭବତୀ କରାଇବା ସହ ଘୋଡା ପରିସ୍ରା ପିଆଉ ଥିବାର ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଜଣେ ଝିଅଟିର ବୟସ ମାତ୍ର ୧୨ ବର୍ଷ ହୋଇଥାଏ ଓ ସେ ସପ୍ତମ ଶ୍ରେଣୀରେ ପଢୁ ଥାଏ। ସେହି ସମୟରେ ତାର ମାମୁଁ ତାଙ୍କ ଘରକୁ ଯିବା ଆସିବା କରୁ ଥାଆନ୍ତି। ଏହାର ସୁଯୋଗ ନେଇ ସେ ନିଜ ଭାଣିଜୀ ପ୍ରତି ଖରାପ ନଜର ରଖିବା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖୀଥାଏ। ତାର କିଛି ଦିନ ପରେ ଝିଅଟି ଗର୍ଭବତୀ ହୋଇଥିଲା, ଏହି କଥା ଜାଣି ଝିଅଟିର ବାପା ଓ ମାଆ ଆବର୍ସନ କରାଇ ଥିଲେ।

ତେବେ ସମାଜରେ ଲୋକ ମାନେ ନିନ୍ଦା କରିବେ ବୋଲି ନିଜ ଝିଅଟିକୁ ନେଇ, ତା ମାମୁଁ ପାଖରେ ଛାଡି ଆସିଲେ। ଏବଂ ଯୁବକଟି ଅଶ୍ରୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାକୁ ପ୍ରତିଦିନ ମାଡ଼ ପିଟ କରୁ ଥାଆନ୍ତି। ଏଥି ସହ ଡ୍ରେସ ଖୋଲି ବାହାର ଲୋକଙ୍କ ଘରେ ମଧ୍ୟ ମାରନ୍ତି। ଝିଅଟି ସହି ନ ପାରିବାରୁ ଘର ଛାଡି ପଳାଇ ଆସିଥିଲା, ତାକୁ ଖୋଜା ଖୋଜା କରି ତା ବାପ ଘରେ ନେଇ ଛାଡି ଆସିଲା। ସେଠୀ ତାକୁ ଘୋଡା ପରିସ୍ରା ପିଆଇବା ସହ ଗୋବର ପାଣିରେ ଗାଧୋଇ ଦେଲେ। ଏହି ଘଟଣାଟିକୁ ନେଇ ଝିଅଟି ବିଶ୍ୱ ମାନବାଧିକାରୀ ସଙ୍ଘକୁ ସାହାଯ୍ୟ ପାଇଁ ଅନୁରୋଧ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.