Swastik Tv News Odisha

ଦେଖନ୍ତୁ ଭିଡ଼ିଓ : Live ଭିଜୁଆଲ ! cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

0

କିପରି ଭାବରେ ଚୋରି, ଡକାୟତି ଭଳି ଅନେକ ଅସାମାଜିକ ଘଟଣା ଆଜିର ଦୁନିଆରେ ବୃଦ୍ଧି ପାଇବାରେ ଲାଗିଛି ତାହା ତ ଆପଣ ଅନେକ ଘଟଣାରୁ ଦେଖିବାକୁ ପାଉଥିବେ। କିଛି ଏପରି ଆସାଧୁ ଲୋକ ରହିଛନ୍ତି ଯେଉଁମାନେ ଅନ୍ୟର କ୍ଷତି କରି, ଅନ୍ୟକୁ ଅସୁବିଧାରେ ପକାଇ, ଅନ୍ୟଠୁ ଲୁଟ କରି ବିନା ପରିଶ୍ରମ ରେ ସର୍ଟକଟ ରେ ଅନେକ କିଛି ହାସଲ କରିବାକୁ ଚାହାଁନ୍ତି। ଚୋରି କରି, ଡକାୟତି କରି ସେମାନେ ଏହି ମାଧ୍ଯମରେ ଧନକୁ ଉପାର୍ଜିତ କରି ଖୁସି ହୁଅନ୍ତି। ଆପଣ ତ ଅନେକ ସମୟରେ କିଛି ଏହିପରି ଡକାୟତି ର ଘଟଣା ଦେଖିବାକୁ ପାଉଥିବେ। କିଛି ଚୋରି ଏମିତି ରହିଛି ଯାହାକୁ ବିଶ୍ୱାସ କରିବା ସହଜ ନୁହେଁ।

କିଛି ଏମିତି ଅସାଧୁ ଲୋକ ରହିଛନ୍ତି ଯେଉଁମାନେ ସୁଯୋଗ ଦେଖି କିଛି ଏଭଳି ଡକାୟତି କରନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ବିଶ୍ୱାସ କରି ହୁଏନାହିଁ ଯାହା ବହୁତ୍ ଭୟାନକ ବି ହୋଇଥାଏ। ଏଭଳି ଘଟଣା ତ ଆପଣ ଅନେକ ସମୟରେ ଆପଣଙ୍କ ଚତୁଃପାର୍ଶ୍ଵରେ ଦେଖିବାକୁ ପାଉଥିବେ। ଯାହାକୁ ଦେଖିଲେ ଆପଣ ବି ଭୟଭୀତ ହୋଇ ପଡ଼ୁଥିବେ।ତେବେ ସମାଜର ଏଭଳି ଦୃଶ୍ୟ ଏଭଳି ଆତଙ୍କରାଜ ସାଧାରଣ ଜନତା ଙ୍କୁ ଭୟଭୀତ କରୁଛି ନିଶ୍ଚିତ। କେତେବେଳେ କିଛି ଜିନିଷ ହରାଇବା ଭୟରେ ତ ପୁଣି କେତେବେଳେ ଜୀବନ ଚାଲିଯିବା ଭୟରେ ଆମେ ବାହାରକୁ ବାହାରିଲେ ବି ବିଚଳିତ ହୋଇ ପଡୁଛୁ।

ତେବେ ଏକଥା ଆମେ ଏହିପାଇଁ କହୁଛୁ ଯେ କିପରି ଭାବରେ ସମାଜରେ ପ୍ରତିଦିନ ଏପରି ଅନେକ ଚୋରି ଡକାୟତି ର ଘଟଣା ସାମ୍ନାକୁ ଆସିବାରେ ଲାଗିଛି ଯେଉଁଠି କେତେବେଳେ କିଏ ଡକାୟତି କରି ଧରା ପଡୁଛି ତ ପୁଣି କିଏ ଖସି ପଲାଉଛି।
ଅଳ୍ପ ସମୟରେ ଡକାୟତି ର ସମ୍ମୁଖୀନ ହୋଇ କିଏ ମୂଲ୍ୟବାନ ସମ୍ପତ୍ତି କୁ ହରାଉଛି ତ ପୁଣି କାହାର ଜୀବନ ଚାଲି ଯାଉଛି। ଯେଉଁପାଇଁ ଆମେ ସଚେତନ ରହିବା ଆବଶ୍ୟକ। ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି। ଯେଉଁ ଘଟଣାର ଭିଡିଓ ଏବେ ବେଶ୍ ସେୟାର ହେବାରେ ଲାଗିଛି।ଏହି ଭିଡିଓ ରେ ଯାହା ଦେଖିବାକୁ ମିଳିଛି ତାହା ସହଜରେ କେହି ଭାବିବି ପାରିବେନି କି ବିଶ୍ୱାସ କରି ପାରିବେ ନାହିଁ।

ଏଠାରେ କିଛି ଚୋର ମୁହଁରେ କଳା କନା ଗୋଡେଇ ଏକ ଭ୍ୟାନ ରେ ଆସି ଏକ ଅଳଙ୍କାର ମଲ ଭିତରକୁ କିପରି ଗାଡ଼ିରେ ଧକ୍କା ଦେଇ ଦେଇ ଭାଙ୍ଗି ପଶିଯାଇ ଲୁଟ୍ କରୁଛନ୍ତି ତାହା ଦେଖିବାକୁ ମିଳିଛି। ଲୁଟ୍ ପରେ ଦୁର୍ବୃତ୍ତ ମାନେ ଖସି ପଲାଉଥିବା ସମୟରେ ଅଳଙ୍କାର ଦୋକାନର ଜଣେ ଲୋକ ଏକ ବଡ଼ ଖଣ୍ଡା ନେଇ ଚୋରଙ୍କୁ ଗୋଡ଼ାଇ ଧରିଥିଲେ ଏବଂ ପରେ ପୋଲିସ୍ ସମସ୍ତଙ୍କୁ ଧରିବାରେ ସଫଳ ହୋଇଛି। ସର୍ବ ସମ୍ମୁଖରେ ଏଭଳି ସାହସିକତା ର ସହ ଡକାୟତି କରିବାର ତରିକା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.