Swastik Tv News Odisha

ଦେଖନ୍ତୁ ଭିଡ଼ିଓ : Live ଭିଜୁଆଲ ! CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

0

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଚୋରିର ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ। କାରଣ ଏପରି ଚୋରି ହେବାର ଦୃଶ୍ୟ ହୁଏତ ଆପଣ କେବେ ଆଗରୁ ଦେଖି ନଥିବେ।ତେବେ ନିହାତି ଭାବରେ ଆପଣ ତ ଅନେକ ସମୟରେ ଅନେକ କିଛି ଡକାୟତି ର ଘଟଣା ଦେଖିବାକୁ ପାଉଥିବେ। କିଛି ଚୋରି ଏମିତି ରହିଛି ଯାହାକୁ ବିଶ୍ୱାସ କରିବା ସହଜ ନୁହେଁ। କିଛି ଏମିତି ଅସାଧୁ ଲୋକ ରହିଛନ୍ତି ଯେଉଁମାନେ ସୁଯୋଗ ଦେଖି କିଛି ଏଭଳି ଡକାୟତି କରନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ବିଶ୍ୱାସ କରି ହୁଏନାହିଁ।ଏଭଳି ଘଟଣା ତ ଆପଣ ଅନେକ ସମୟରେ ଆପଣଙ୍କ ଚତୁଃପାର୍ଶ୍ଵରେ ଦେଖିବାକୁ ପାଉଥିବେ।

ଯାହାକୁ ଦେଖିଲେ ଆପଣ ବି ଭୟଭୀତ ହୋଇ ପଡ଼ୁଥିବେ। ତେବେ ସମାଜର ଏଭଳି ଦୃଶ୍ୟ ଏଭଳି ଆତଙ୍କରାଜ ସାଧାରଣ ଜନତା ଙ୍କୁ ଭୟଭୀତ କରୁଛି ନିଶ୍ଚିତ। କେତେବେଳେ କିଛି ଜିନିଷ ହରାଇବା ଭୟରେ ତ ପୁଣି କେତେବେଳେ ଜୀବନ ଚାଲିଯିବା ଭୟରେ ଆମେ ବାହାରକୁ ବାହାରିଲେ ବି ବିଚଳିତ ହୋଇ ପଡୁଛୁ। ତେବେ ଏକଥା ଆମେ ଏହିପାଇଁ କହୁଛୁ ଯେ କିପରି ଭାବରେ ସମାଜରେ ପ୍ରତିଦିନ ଏପରି ଅନେକ ଚୋରି ଡକାୟତି ର ଘଟଣା ସାମ୍ନାକୁ ଆସିବାରେ ଲାଗିଛି ଯେଉଁଠି କେତେବେଳେ କାହାର ପରିଚୟ ମିଳୁଛି ତ ପୁଣି କାହାର ମିଳି ପାରୁନାହିଁ।ଆଉ ଏହିଭଳି ଭାବରେ କେତେବେଳେ ବ୍ୟକ୍ତିଗତ ସଂପତ୍ତି ଲୁଟ ହୋଇ ଯାଉଛି ତ ପୁଣି କେତେବେଳେ ସର୍ବସାଧାରଣଙ୍କ ସଂପତ୍ତି।

ତେବେ ଅଳ୍ପ ସମୟରେ ଡକାୟତି ର ସମ୍ମୁଖୀନ ହୋଇ କିଏ ମୂଲ୍ୟବାନ ସମ୍ପତ୍ତି କୁ ହରାଉଛି ତ ପୁଣି କାହାର ଜୀବନ ଚାଲି ଯାଉଛି।ତେଣୁ ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏପରି ଅଜବ ଚୋରି ର ଘଟଣା ମାନ ଦେଖିବା ପାଇଁ ମିଳୁଛି। ଯେଉଁପାଇଁ ଆମେ ସଚେତନ ରହିବା ଆବଶ୍ୟକ। ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି। ଯେଉଁ ଘଟଣାର ଭିଡିଓ ଏବେ ବେଶ୍ ସେୟାର ହେବାରେ ଲାଗିଛି।ଏହି ଭିଡିଓ ରେ ଯାହା ଦେଖିବାକୁ ମିଳିଛି ତାହା ସହଜରେ କେହି ଭାବିବି ପାରିବେନି କି ବିଶ୍ୱାସ କରି ପାରିବେ ନାହିଁ।

ଏଠାରେ ଦୁଇଜଣ ବ୍ୟକ୍ତି କିପରି ଭାବରେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ମୁହଁରେ କଳା କନା ଗୋଡେଇ ଏଟିଏମ୍ ମେସିନ କୁ କୌଶଳ କ୍ରମେ ଭାଙ୍ଗି ସେଥିରୁ ସବୁ ଟଙ୍କା ଲୁଟି ନେଉଛନ୍ତି ତାହା ଦେଖିବାକୁ ମିଳିଛି। ଆଉ ସଟର ପକାଇ ସେମାନେ ଭିତରେ ଡ଼କାୟତି କରୁଥିବା ବେଳେ ବାହାରୁ ଆଉ ଜଣେ ବ୍ୟକ୍ତି ଜଗିଛନ୍ତି। ଟଙ୍କା ଲୁଟିବା ପରେ ସେମାନେ ସେଠାରୁ ପଳାଇ ଯାଉଛନ୍ତି।ଏହି ଭିଡିଓ କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଏପରି ଭାବରେ ଚୋରି କରିବାର ତରିକା ହୁଏତ ଆପଣ ଆଗରୁ ଦେଖି ନଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.