Swastik Tv News Odisha

ଦେଖନ୍ତୁ CCTV ଭିଡ଼ିଓ : ଜୀବନକୁ ବାଜି ଲଗାଇ ଟ୍ରେନ ତଳୁ ଯୁବକଙ୍କୁ ଉଦ୍ଧାର କଲେ TTE ! ପୂରା ଦୃଶ୍ୟଟି ଦେଖିଲେ ଛାତି ଥରି ଉଠିବ…

0

ବନ୍ଧୁଗଣ ଆମ ଚତୁଃପାର୍ଶ୍ଵରେ ବେଳେବେଳେ ଏମିତି କିଛି ଘଟଣା ଘଟି ଯାଇଥାଏ ଯାହା ସମସ୍ତଙ୍କୁ ଏକ ଦୁଃଖଦ ପରିବେଶ ଭିତରକୁ ଠେଲି ଦେଇଥାଏ। ଏହା ଏମିତି ଦୁଃଖ ଦେଇ ଯାଇଥାଏ ଯାହାକୁ ଭୁଲିବା କଷ୍ଟକର ହୋଇ ପଡେ। ତେବେ କିଛି ଦୁର୍ଘଟଣା ବା ଅଘଟଣ ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ। ଯେଉଁପାଇଁ ଜଣେ ଆଗରୁ ଆଦୌ ପ୍ରସ୍ତୁତ ନଥାଏ। ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।

ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ।କିଛି ଘଟଣା ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ। ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ।

ସେହିପରି ଏଠାରେ ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଏପରି ଘଟଣା ହୁଏତ ଆପଣ ଆଗରୁ ଅନେକ ସମୟରେ ଦେଖିଥିବେ। ଟ୍ରେନ୍ ରେ ଯାତ୍ରା କରିବା ସମୟରେ ଆମକୁ ଅନେକ ସଚେତନତା ଏବଂ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ସାମାନ୍ଯ କିଛି ଅସାବଧାନତା ପାଇଁ କିଛି ଘଟଣା ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ। ଏଠାରେ ଯେମିତି ଜଣେ ବ୍ୟକ୍ତି ଟ୍ରେନ୍ ଛାଡି ଦେବା ପରେ ଟ୍ରେନ୍ କୁ ଚଢ଼ୁଥିବା ସମୟ ରେ ହଠାତ୍ ଗଳି ପଡୁଛନ୍ତି। ଆଉ ସେହି ସମୟରେ ଜଣେ ଟି ଟି ଆଇ ତାଙ୍କୁ ଧରି ପକାଉ ଅଛନ୍ତି।

ହଠାତ୍ ଯାତ୍ରୀ ଜଣଙ୍କ ପଡ଼ି ଯାଉ ଥିବାର ଦେଖି ସେହିପଟେ ଆସୁଥିବା ଟିଟିଆଇ ଜଣଙ୍କ ହଠାତ୍ ଦୌଡ଼ି ଯାଇ ତାଙ୍କୁ ଜାବୁଡ଼ି ଧରି ତଳେ ପଡ଼ି ଯିବା ପରେ ଜୋର୍ କରି ଧରି ରଖୁଛନ୍ତି।ଏହି ଘଟଣାଟି ମୁମ୍ବାଇର ଏକ ଷ୍ଟେସନ ରେ ଘଟିଛି। ଟ୍ରେନ୍ ପ୍ଲାଟଫର୍ମ ରୁ ଅତିକ୍ରମ କରିବା ପରେ ଯାଇ ତାଙ୍କୁ ସେ ଛାଡୁଛନ୍ତି। ତେବେ ତାଙ୍କର ଏପରି କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଛି। ଅଳ୍ପକେ ସେ ଟ୍ରେନ୍ ଟ୍ରାକ କୁ ନପଡ଼ି ରହି ଯାଇଛନ୍ତି ଏବଂ ତାଙ୍କର ବହୁ ମୂଲ୍ୟବାନ ଜୀବନ ରକ୍ଷା ପାଇଛି।ତେବେ ଆପଣ କେବେବି ଏମିତି କାମ କରନ୍ତୁ ନାହିଁ। ଚଳନ୍ତା ଟ୍ରେନ୍ କୁ ଉଠିବାର ସାହାସ ଆଦୌ କେବେ କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.