Swastik Tv News Odisha

ଦେଖନ୍ତୁ Exclusive ଭିଡ଼ିଓ : ଚାହୁଁ ଚାହୁଁ ଭାସି ଗଲେ, ଆଉ ତା ପରେ…

0

ପ୍ରାକୃତିକ ଦୁର୍ବିପାକ କେତେବେଳେ ଘଟିବ ତାହା କେହି କହି ପାରିବେ ନାହିଁ। ଆଜିକାଲି ବିଭିନ୍ନ ପ୍ରକାର ହାଇଟେକ ଟେକନ୍ନଲୋଜି ଦ୍ୱାରା ପୂର୍ବ ସୂଚନା ମିଳି ଥିଲେ ସୁଦ୍ଧା ପ୍ରକୃତିକୁ କେହି ବି ରୋକି ପାରିବେ ନାହିଁ। ଯେମିତି କି କେତେବେଳେ ବନ୍ୟା ହେବ, ବାତ୍ୟା ଓ ବର୍ଷା ତାହା ଆମେ ଆତି ସହଜରେ ଜାଣି ପାରୁଛୁ। ତେବେ ଏସବୁ ଦୁର୍ବିପାକ ମଧ୍ୟରୁ ବର୍ଷା ହେଉଛି, ଅନେକ ଭୟାନକ ସାବ୍ୟସ୍ତ ହୋଇଥାଏ। ପ୍ରବଳରୁ ଅତି ପ୍ରବଳ ଭାବରେ ବର୍ଷା ହେଲେ ସେଥିପାଇଁ ସବୁ ଗାଡ଼ିଆ, ପୋଖରୀ ଓ ନଦୀରେ ଭରପୁର ହୋଇ ଯାଇଥାଏ। ପାଣିର ସେହି ଭୟଙ୍କର ପାଣିକୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ। ସେହି ଭୟଙ୍କର ପାଣିରେ ମଧ୍ୟ ଅନେକ ଲୋକ ମାନଙ୍କର ଜୀବନ ବିପଦରେ ରହିଥାଏ। ତେବେ ବନ୍ଧୁଗଣ ନଦୀର ପ୍ରବଳ ପାଣି ସ୍ରୋତରେ ଜଣେ ଯୁବକ ଭାସି ଯାଉଥିଲେ କିନ୍ତୁ ଭଗବାନଙ୍କ କୃପାରୁ ଜୀବନ ବଞ୍ଚି ଯାଇଥିଲା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଲଘୁଚାପ ହେବା ଫଳରେ ଆନ୍ଧ୍ରପ୍ରଦେଶ ପ୍ରବଳରୁ ଅତି ପ୍ରବଳ ଭାବରେ ବର୍ଷା ହେଉଛି। ପ୍ରବଳ ବର୍ଷା ହେବା ଫଳରେ ସବୁ ନଦୀ ନାଳ ଓ ରାସ୍ତା ଘାଟରେ ପାଣି ସମ୍ପୂର୍ଣ୍ଣ ଭାବରେ ଭରପୁର ହୋଇ ରହିଛି। ଯାହା ଫଳରେ ଯେମିତି ସବୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଘାଟରେ ସବୁ ଯାନ ବାହନ ଓ ଯାତାୟତ ସବୁ କିଛି ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ଯାଇଛି। ଏଥି ସହିତ ଲୋକ ମାନେ ଯିବା ଆସିବା କରି ପାରୁ ନାହାଁନ୍ତି। ସେଠାକାର ଲୋକ ମାନେ ଏହି ବର୍ଷା ପାଣିକୁ ଦେଖି ବହୁତ ଭୟ ଭୀତ ହୋଇ ଯାଉଛନ୍ତି।

ତେବେ ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳରେ ପାଣି ବଢି ଯାଇଛି। ସେହି ନଦୀର ପାଣି ଅତି କ୍ଷିପ୍ର ଗତିରେ ବହି ଚାଲିଛି। ଯାହାକୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ। କିଛି ଲୋକ ମାନେ ସାଙ୍ଗ ହୋଇ ନଦୀ ନିକଟକୁ ଯାଇ ଥିଲେ। କିଛି ଲୋକ ମାନଙ୍କ ମଧ୍ୟରୁ ଜଣେ ଯୁବକ ଅଚାନକ ଭାବରେ ସେହି ପାଣି ସ୍ରୋତରେ ଭାସି ଯାଉ ଥିଲେ। ଏହା ଦେଖି ସେଠାରେ ଥିବା ଅନ୍ୟ ଲୋକ ମାନେ ଭୟ ଭୀତ ହୋଇ ଯିବା ସହିତ ଖୁବ ଜୋର ସୋର ଭାବରେ ଚିତ୍କାର କରୁଥିଲେ।

ତେବେ କୌଣସି ବ୍ୟକ୍ତି ସେହି ଯୁବକ ଜଣଙ୍କୁ ବଞ୍ଚାଇବାକୁ ଉପାୟ ପାଇ ପାରି ନଥିଲେ। କିନ୍ତୁ ଯୁବକ ଜଣଙ୍କ ଓ ନିଜ ବୁଦ୍ଧି ବଳରେ ସେହି ପ୍ରବଳ ଜଳ ସ୍ରୋତରୁ ଧୀରେ ଧୀରେ ଆସି ନଦୀ ଉପରେ ପହଁଛି ଯାଇ ଥିଲେ। ଭଗବାନଙ୍କ କୃପାରୁ ଯୁବକ ଜଣଙ୍କ ନିଜ ଜୀବନକୁ ବଞ୍ଚାଇ ପାରିଥିଲେ। ତେବେ ବାନ୍ଧୁଗଣ ଆପଣ ମାନେ ନଦୀ ଓ ନାଳରେ ପାଣି ବଢି ଯାଇଥିଲେ, କେବେ ହେଲେ ଯାଆନ୍ତୁ ନାହିଁ, ନହେଲେ ଆପଣ ମାନେ ଏଭଳି ବିପଦର ସମ୍ମୁଖିନ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.