ଦେଖନ୍ତୁ Ollywood ଭିଡିଓ !ଘଟିଲା ବଡ ଦୁର୍ଘଟଣା ବୁଲିବାକୁ ଯାଇଥିବା ସମୟରେ ଝରଣା ତଳକୁ ଖସି ପଡିଲେ ଅଭିନେତ୍ରୀ ଏଲିନା…

ଓଡ଼ିଆ ହିରୋଇନ୍ ଏଲିନା ଙ୍କ ସହିତ ଘଟିଲା ଏକ ବଡ଼ ଦୁର୍ଘଟଣା। ଝରଣା ରେ ଯାଉଥିବା ସମୟରେ ପାଦ ଖସି ଯାଇଥିଲା ଏବଂ ଝରଣା ପାଣି ରେ ପଡ଼ି ଯାଇଥିଲେ ଏଲିନା। ଯାହାଙ୍କ ଦୁର୍ଘଟଣା ଦେଖିବା ପାଇଁ ମିଳିଛି ଆଉ ଏଥିରେ ଏଲିନା ଙ୍କ ଗୋଡ଼ ରେ ମାଡ଼ ହୋଇଥିବାର ସୂଚନା ମିଳିଛି। ତେବେ ଏଲିନା ଆଟଲାଣ୍ଟିଲିନା ବୁଲିବାକୁ ଯାଇଥିଲେ ।ଆଉ ସେଠାରେ ଜଙ୍ଗଲ ପାଖ ଝରଣା ରେ ବୁଲୁଥିବା ସମୟରେ ଖସି ଯାଇଥିଲା ତାଙ୍କ ଗୋଡ଼। ଆଉ ଯାହାଫଳରେ ସେ ପାଣିରେ ପଡ଼ି ଯାଇଥିବାର ନଜର ଆସିଥିଲେ। ଯାହାକି ସୂଚନାଯୋଗ୍ୟ ଯେ ଏଲିନାଙ୍କ ବାମ ପାର୍ଶ୍ଵରେ ବହୁତ ଜୋରରେ ମାଡ଼ ହୋଇଛି ଏବଂ ଯାହାଫଳରେ କି ସେ ଚଲାବୁଲା କରିବାରେ ତାଙ୍କର ଅସୁବିଧା ହେଉଛି। କିନ୍ତୁ ଏଲିନା ଏହାକୁ ଏନଜୟ୍ ଇଟ୍ କହି ନିଜର ଇନଷ୍ଟାଗ୍ରାମ୍ ରେ ପୋଷ୍ଟ କରିଥିବାର ନଜର ଆସିଛନ୍ତି।

ତେବେ ଏଲିନା ଙ୍କର ଏଭଳି ଦୁର୍ଘଟଣା ଆକସ୍ମିକ ଅଟେ ଏବଂ ଏହା ହଠାତ୍ ନ ଜାଣି ପାରିବାରୁ ଗୋଡ଼ ଖସି ଯାଇଥିଲା। ଦେଖିବାକୁ ମିଳିଥିଲା କି ଏଲିନା ଏକ ଗଛ ଡାଳ ଧରି ସେଠାକୁ ଯାଇଥିଲେ ଏବଂ ଯାଉଥିବା ସମୟରେ ହଠାତ୍ ତାଙ୍କର ଗୋଡ଼ ଖସି ଯାଇଥିଲା। ଯାହାଫଳରେ କି ଏଲିନା ଭାରସାମ୍ୟ ହରାଇ ସେଠାରେ ସେ ପଡ଼ି ଯାଇଥିଲେ ଏବଂ ପଡ଼ିଯିବା ପରେ ତାଙ୍କର ବାମ ପାଖ ପାର୍ଶ୍ଵରେ ମାଡ଼ ହୋଇଛି ବୋଲି ସୂଚନା ମିଳିଛି।

ତେବେ ଏଲିନା ଏବେ ବାହାରେ ଅଛନ୍ତି ଏବଂ ସେ ବୁଲାବୁଲି କରୁଥିବାର ନଜର ଆସିଛନ୍ତି। ତେବେ ବାହାରେ ବୁଲୁଥିବା ସମୟରେ ଏଭଳି ଏକ ଦୁର୍ଘଟଣା ଘଟିଛି। ଯାହାଫଳରେ କି ଏଲିନା ତଳକୁ ଖସି ପଡ଼ିଯିବା ସହିତ ତାଙ୍କର ଗୋଡ଼ ରେ ମାଡ଼ ହୋଇଥିଲା।

କିନ୍ତୁ ସୂଚନାଯୋଗ୍ୟ ଏଲିନା ଏବେ ଭଲ ଅଛନ୍ତି। ଏଲିନା ଏବେ ଭଲ ଥିବାରୁ ତାଙ୍କୁ ତାଙ୍କ ସମର୍ଥକମାନେ ହୁସିଆର ରହିବା ପାଇଁ ମଧ୍ୟ କହିଛନ୍ତି ଏବଂ ତାଙ୍କ ଫ୍ୟାନ୍ ମାନଙ୍କ ମନରେ କିଛି ମାତ୍ରାରେ ଦୁଃଖ ଖେଳି ଯାଇଥିଲେ ମଧ୍ୟ ଏଲିନା ଏବେ ଠିକ୍ ଅଛନ୍ତି ବୋଲି ଖୁସି ଅଛନ୍ତି ତାଙ୍କ ଫ୍ୟାନ୍ ମାନେ। ତେବେ ଏଭଳି ଆଜବ କାଣ୍ଡ ଦେଖିବା ପାଇଁ ମିଳିଥିଲା ଜଙ୍ଗଲ ମଧ୍ୟରେ , ଯେଉଁଥିରେ ଏଲିନା ପଡ଼ି ଯାଇଥିବାର ଦେଖିବାକୁ ମିଳିଥିଲା ଏବଂ ତାଙ୍କୁ ତାଙ୍କ ସହଯୋଗୀ ସାହାଯ୍ୟ କରୁଥିବା ସହିତ ତାଙ୍କ ହାତରୁ ଫୋନ୍ ଏବଂ ଚଷମା ନେବା ପରେ ଏଲିନା ସେଠାରୁ ଉଠି ଆସିଥିଲେ। ଆଉ ଏବେ ସେ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment