Swastik Tv News Odisha

ଦେଖନ୍ତୁ Shocking ଭିଡିଓ – ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଗୁଡି ସହ ଉଡିଗଲେ ଏହି ବୟସ୍କ ବ୍ୟକ୍ତି, ଆଉ ତା’ପରେ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ବେଳେବେଳେ ସାମ୍ନାକୁ କିଛି ଏମିତି ଘଟଣା ଆସିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ଚର୍ଚ୍ଚା ଏବଂ ସମାଲୋଚନା ର ବିଷୟ ପାଲଟିଯାଏ। ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ। ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ।

ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ସେହିପରି ଏକ ଘଟଣା ସଂପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ୟ୍ଯ ହୋଇଯିବେ ଏବଂ ଏହା ନିଶ୍ଚିତ ଭାବିବେ ଯେକଣ ଏମିତି ବି ହୋଇପାରେ। ତେବେ ଆସନ୍ତୁ ଜାଣିବା ସେହିପରି ଏକ ଭାଇରାଲ ଘଟଣା ସଂପର୍କରେ ଯାହା ଏବେ ସମସ୍ତ ଙ୍କୁ ଚକିତ କରିଛି। ଯେଉଁ ଘଟଣା ଘଟିଛି ଶ୍ରୀଲଙ୍କାର ଜାଫନା ରେ।

ଏଠାରେ ଗୁଡ଼ି ଉଡ଼ାଉ ଉଡାଉ ଘଟିଲା ଏକ ଅଜବ ପ୍ରକାରର ଘଟଣା। ସୂଚନା ଅନୁସାରେ ଏଠାରେ ପୋଙ୍ଗଲ ଉପଲକ୍ଷେ ଚାଲିଥିଲା ଗୁଡ଼ି ଉଡାଇବା ର ପ୍ରତିଯୋଗିତା। ହଠାତ ଗୁଡ଼ି ଉଡାଇବା ସମୟରେ ଗୁଡ଼ି ଟି ବ୍ୟକ୍ତି ଜଣଙ୍କୁ ୩୦ ଫୁଟ ଉପରକୁ ଟାଣି ନେଇଛି। ତେବେ ଏହି ଗୁଡ଼ି ଟିର ଆକୃତି ଏବଂ ଓଜନ ଯଥେଷ୍ଟ ଅଧିକ ଥିଲା ବୋଲି ଜଣା ପଡିଛି। ଏହାପରେ କିଛି ସମୟ ଧରି ଆକାଶରେ ଓହଳି ରହିଥିଲେ ସେହି ବ୍ୟକ୍ତି ଜଣଙ୍କ। ତେବେ ଯେତେବେଳ ଗୁଡ଼ିଟି ତଳକୁ ଆସିଥିଲା ସେତେବେଳ ଡୋରି ଛାଡି ତଳକୁ ପଡ଼ି ଯାଇଥିଲେ ବ୍ୟକ୍ତି ଜଣଙ୍କ। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ତେବେ ଶ୍ରୀଲଙ୍କାର ଜାଫନା ରେ ଘଟିଥିବା ଏପରି ଘଟଣା ଯାହା ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ପ୍ରାୟତଃ ଆଗରୁ କେହି ଦେଖି ନଥିବେ ଯେ ଏକ ଗୁଡ଼ି ଜଣେ ବ୍ୟକ୍ତିଙ୍କୁ ଉପରକୁ ଉଡାଇ ନେଇପାରେ। ପୁଣି ଏହି ଗୁଡିଟି ବ୍ୟକ୍ତି ଜଣଙ୍କୁ ୩୦ ଫୁଟ ଉପରକୁ ଟାଣି ନେଉଛି। ଆକାଶରେ କିପରି ଭାବରେ ସେ ଗୋଡ଼ ହଲାଉ ଅଛନ୍ତି ତାହା ଆପଣ ଏହି ଭିଡିଓ ନଦେଖିଲେ ଜାଣି ପାରିବେ ନାହିଁ।ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.