Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ଡାକ୍ତରଙ୍କୁ ମାରିକି ମରିବି…ଲୁଟିନେଲା କଳିଙ୍ଗ ହସ୍ପିଟାଲ ; ୪୦ ଦିନରେ ୮ ଲକ୍ଷ ଗଲା, ଜୀବନ ବି ଗଲା…ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଶୁଣିବାକୁ ମିଳୁଛି।ସମାଜରେ ମନୁଷ୍ୟ ମାନେ ବହୁତ ମାତ୍ରାରେ ଅନ୍ୟାୟ କାର୍ଯ୍ୟ କରି ଚାଲୁଛନ୍ତି ଓ ସେଥିପାଇଁ ସେମାନେ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ବେଳେ ବେଳେ ଏଭଳି କାର୍ଯ୍ୟରେ ମଧ୍ୟ ଡାକ୍ତରଙ୍କ ହାତ ମଧ୍ୟ ରହିଥାଏ। ଡାକ୍ତରଙ୍କୁ ଲୋକ ମାନେ ଦ୍ୱିତୀୟ ଭଗବାନ ବୋଲି ମାନି ନେଇ ଥାଆନ୍ତି, କିନ୍ତୁ ସେହି ମାନେ ହିଁ ଏଭଳି କାର୍ଯ୍ୟ କରି ଥାଆନ୍ତି। ଜୀବନର ଲୋଭ ଦେଖାଇ ଗରିବ ଲୋକ ମାନଙ୍କ ଠାରୁ ଟଙ୍କା ଆଦାୟ କରି ଥାଆନ୍ତି। ଏମିତିକି ଜୀବନରୁ ମାରି ଦେବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେଇ ନଥାଆନ୍ତି।ଏଭଳି କାର୍ଯ୍ୟ କରିଲେ ସାଧାରଣ ଲୋକ ମାନଙ୍କର ବିଶ୍ୱାସ ଓ ଭର୍ସା ରହିବ ନାହିଁ। ତେବେ ବନ୍ଧୁଗଣ କଳିଙ୍ଗ ହସ୍ପିଟାଲ ୪୦ ଦିନରେ ୮ ଲକ୍ଷ୍ୟ ଟଙ୍କା ନେଇ ଯାଇଛନ୍ତି। ତେବେ ଆସନ୍ତୁ ସେ ଏତେ ଗୁଡିଏ ଟଙ୍କା କଣ ପାଇଁ ନେଇଛନ୍ତି ସେହି ବିଷୟରେ ଜାଣିବା;

ସୂଚନା ଅନୁସାରେ, ଜଣେ ଯୁବକଙ୍କର ପ୍ରଥମେ ଜ୍ୱର ହୋଇଥିଲା, ସେଥିପାଇଁ ତାଙ୍କ ପରିବାର ଲୋକ ମାନେ କରୋନା ଟେଷ୍ଟ କରିବା ପାଇଁ କିମ୍ସ ହସ୍ପିଟାଲକୁ ନେଇ ଯାଇ ଥିଲେ ଓ ସେଠାରୁ ତିନି ଦିନ ପରେ ରିପୋର୍ଟ ପଜେଟିଭ ଆସିଲା। ତାଙ୍କର କରୋନା ଟେଷ୍ଟ କରା ଯିବା ପାଇଁ ମେଡ଼ିକାଲ ନେବା ପାଇଁ ଯୋଜନା ଚାଲିଥିଲା କିନ୍ତୁ କୌଣସି ମେଡିକାଲ ଖାଲି ନଥିବାରୁ, ସେଥିପାଇଁ ତାଙ୍କୁ ନିକଟସ୍ଥ କଳିଙ୍ଗ ମେଡିକାଲକୁ ନେଇ ଯାଇ ଥିଲେ।

ସେଠାରେ ଡାକ୍ତର ରୋଗୀଙ୍କୁ ଦେଖି ସବୁ କିଛି ଠିକ ଅଛି ବୋଲି କହିଥିଲେ ଓ ମାତ୍ର ତିନି, ଚାରି ଦିନ ଭିତରେ ସବୁ କିଛି ଠିକ ହୋଇଯିବ। କିନ୍ତୁ ତିନି, ଚାରି ଦିନ କହି ତାଙ୍କୁ ପୁରା ୪୦ ଦିନ ମେଡ଼ିକାଲରେ ରଖି, ତାଙ୍କ ପରିବାର ଲୋକ ମାନଙ୍କ ଠାରୁ ୮ ଲକ୍ଷ୍ୟ ଟଙ୍କା ନେଇ ଯାଇ ଥିଲେ। ଏମିତିକି ତାଙ୍କର କିଡନୀ ଖରାପ ଅଛି ବୋଲି କହିଥିଲେ। ଯେତେବେଳେ ସବୁ ରିପୋର୍ଟ ମଗା ଯାଇ ଥିଲା, ସେତେବେଳେ ସେମାନେ କୌଣସି ବି ରିପୋର୍ଟ ଦେଇ ନଥିଲେ। ଯୁବକ ଜଣଙ୍କ ମେଡିକାଲକୁ ଗଲାବେଳେ ସେ ଚାଲି ଚାଲି ଯାଇ ଥିଲେ କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ତ୍ୟ ଅବସ୍ଥା ଗୁରୁତ୍ବର କରି ଦେଇଥିଲେ।

ସେଥିପାଇଁ ତାଙ୍କୁ ଘରକୁ ନେବା ପାଇଁ କୁହା ଯାଇ ଥିଲା, ବାକି ଟଙ୍କା ନଦେଲେ, ରୋଗୀକୁ ଛାଡିବେ ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ପ୍ରଥମେ ତାଙ୍କୁ ୬ ଲକ୍ଷ୍ୟ ଟଙ୍କା ଦିଆ ଯାଇ ଥିଲା। ତାଙ୍କ ପରିବାର ଲୋକ ମାନେ ଭୟରେ ଆଉ ବାକି ଟଙ୍କା ଯୋଗାଡ କରି, ଯୁବକଙ୍କୁ ଘରକୁ ଆଣିଥିଲେ। ତାଙ୍କୁ ଘରକୁ ଆଣି କିମ୍ସ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ଦେଖି ମୃତ ବୋଲି ଘୋଷଣା କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.