Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ନଦୀରେ ବୁଡ଼ି ଯାଉଥିଲା ମଣିଷକୁ ଉଦ୍ଧାର କଲା ହାତୀ ,ଦେଖନ୍ତୁ କେମିତି…

0

ସମୟ ଏବେ ଏମିତି ସବୁ ଘଟଣା ସୋସିଆଲ ମିଡ଼ିଆରେ ସହଜ ରେ ଲୋକ ମାନଙ୍କ ପାଖରେ ପହଂଚି ପାରିଥାଏ। ଆଉ ଅନେକ ଘଟଣା ଏମିତି ସଂଗେ ସଂଗେ ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ଏବେ ସେହିପରି ଏକ ଘଟଣା ଯାହା ଦେଖିବା ପରେ ମୁଣ୍ଡରେ ହାତ ଦେବେ। ଏହିଠାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ଏଠାରେ ସୋସିଆଲ ମିଡ଼ିଆରେ ଗୋଟିଏ ପଶୁ ହୋଇ ଯାହା କରିଛି ତାହା ଜଣେ ମଣିଷ ମଧ୍ୟ କରି ପାରିବ ନାହିଁ ଯାହା ଏଠାରେ ଦେଖିବାକୁ ମିଳିଛି।

ଜଣେ ମଣିଷ ଏମିତି କେହି କେବେ କରି ଜଥିବେ ଯାହା ଜଣେ ଜୀବ ଭାବରେ କରିଛି ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଧରିଛି। ଆଉ ଏମିତି କିଛି ଏକ ହାତୀ କରିଛି ଯାହା ସୋସିଆଲ ମିଡ଼ିଆରେ ଏବେ ଜୋର ରେ ଭାଇରଲ ହୋଇଛି।।ଆଉ ସେହି ହାତୀ ଏବେ ସମାଜ କୁ ପ୍ରେରଣା ସୃଷ୍ଟି କରିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଏହି ଭିଡ଼ିଓ ଟିରେ ଗୋଟିଏ ହାତୀ ଏମିତି କିଛି କରୁଛି ଯାହା ପାଇଁ ଜଣଙ୍କର ଜୀବନ ମଧ୍ୟ ବଂଚି ଯାଇଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ସେହି ହାତୀ ଏହିଠାରେ ଯାହା କରିଛି ତାହା ସମସ୍ତ ଙ୍କୁ ଚମକାଇ ଦେଇଛି। ଆଉ ସେହି ସମୟରେ ଜଣେ ଲୋକ ନଦୀ ଭିତରେ ପାଣି ରେ ଭାସି ଯିବା ପରେ ସେ ଜୀବନ ମରଣ ସହିତ ଖେଳୁଛି ଯାହା ଏଠାରେ ଦେଖିବାକୁ ମିଳିଛି।

ଆଉ ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାଵରେ ଭାଇରଲ ହେବାରେ ଲାଗିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଆଉ ସେହି ବ୍ୟକ୍ତି ଜଣଙ୍କ ନିଜର ଜୀବନ ପାଇଁ ସମସ୍ତଙ୍କୁ ଡାକିଥିବାର ଦୃଶ୍ୟ ମଧ୍ୟ ନଜର କୁ ଆସିଛି ଯାହା ର ଜୀବନ ପାଣି ଭିରରେ ପଳେଇବାର ଅଛି ହେଲେ ସେହି ସମୟରେ ଜଣେ ପଶୁ ଯାହା କରି ଦେଖାଇଛି ତାହା ସାରା ମଣିଷ ସମାଜ କୁ କିଛି ଶିକ୍ଷା ଦେଇଛି। ଏହି ଭିଡ଼ିଓ ଟିରେ ଜଣେ ଲୋକ ପାଣି ରେ ବୁଡି ଯାଉଥିବାର ଦୃଶ୍ୟ ନଜରକୁ ଆସିଛି ଆଉ ଯେଉଁଠାରେ ଗୋଟିଏ ହାତୀ ଦେଖିବା ପରେ ସେହି ଲୋକଟିକୁ ବଞ୍ଚେଇବା ଲାଗି ସଂଗେ ସଂଗେ ଦଉଡି ପଳେଇ ଆସିଛି।

ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି। ଆଉ ସେହି ହାତୀ ଟି ବ୍ୟକ୍ତିଟିର ଜୀବନ ପାଇଁ ଆସି ତାକୁ ପାଣି ରୁ ଉଦ୍ଧାର କରିଛି ଯାହା ଆପଣ ମାନେ ମଧ୍ୟ ସେଠାରେ ଦୃଶ୍ୟ ନଜରକୁ ଆସିଛି ଯାହା ସବୁ କ୍ୟାମେରା ରେ କଏଡ଼ ହୋଇଛି। ଆଉ ଗୋଟିଏ ହାତୀ ପାଖରେ ଯାହା ରହିଛି ତାହା ମଣିଷ ପାଖରେ ମଧ୍ୟ ରହିନାହିଁ ଯାହା ସାଧାରଣ ରେ କୁହା ଯାଇପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.