Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ନଦୀରେ ଭାସିଯାଉଥିଲେ ଯୁବକ, ଜୀବନ କୁ ବାଜିଲଗାଇ ଉଦ୍ଧାର କଲେ ITBP ଯବାନ…

0

,ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏବେ ଏକ ଘଟଣା ସାମ୍ନା କୁ ଆସିଛି ଯେଉଁଠି ଯବାନ ମାନେ ଯାହା କରିଛନ୍ତି ତାହା କୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସେହି ଘଟଣା ରେ କଣ ଘଟିଛି। ଏଠାରେ ଏକ ଘଟଣା ନଜରକୁ ଆସିଛି ଯେଉଁଠି ଇଣ୍ଡୋ ତିବେତନ ଯବାନ ମାନେ ତାଙ୍କର ସାହାସିକତା ଦେଖାଇଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ଜୋର ଧରିଛି।

ଏହି ସମୟ ରେ ITBP ର ଯବାନ ମାନେ ନିଜର କାର୍ଯ୍ୟ କୁ ସାରା ଦୁନିଆ କୁ ଦେଖାଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ସମୟରେ ଭାରତ ର ଯବାନ ମାନେ ନିଜର ଜୀବନ କୁ ବାଜି ରେ ଲଗେଇ ଦେଇ ଥାଆନ୍ତି ଯାହାକୁ ନେଇ ବହୁତ ସମୟ ରେ ପ୍ରଶଂସା ମଧ୍ୟ ହୋଇ ଥାଆନ୍ତି। ଆଉ ସେମାନଙ୍କର ଏହିଭଳି କାର୍ଯ୍ୟ ପାଇଁ ଆମେ ମାନେ ଆଜି ଯାଏ ସୁରକ୍ଷିତ ଭାବରେ ରହିଛୁ। ସେମାନେ ବିଭିନ୍ନ ପ୍ରକାର ପରିସ୍ଥିତି ରେ ସଂଗେ ସଂଗେ ସହଯୋଗ ର ହାତ ବଢ଼ାଇ ଥାଆନ୍ତି ଯାହା ତାଙ୍କୁ ପ୍ରଶିକ୍ଷଣ କରା ଯାଇଥାଏ।

ତାଙ୍କର ସେହିଭଳି କାର୍ଯ୍ୟ ପାଇଁ ତାଙ୍କୁ ଅଧିକାଂଶ ସମୟରେ ଲୋକ ମାନେ ପ୍ରଶଂସା କରି ଥାଆନ୍ତି ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ସେହି ଯବାନ ମାନେ ସୀମା ଅଞ୍ଚଳରେ ରେ ଅନ୍ୟ ଦେଶର ଶତ୍ରୁ ମାନଙ୍କ ସହିତ ଲଢେଇ କରି ଥାଆନ୍ତୁ ଆଉ ଆମ ମାନଙ୍କୁ ସୁରକ୍ଷା ଦେଇ ଥାଆନ୍ତି। ଏବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି ଯେଉଁଠି ଯବାନ ମାନେ ନିଜର ଜୀବନ କୁ ଏହିଭଳି ଭାବରେ ବାଜିରେ ଲଗେଇ ଦେଇ ଥାଆନ୍ତି ଯାହାର ଦୃଶ୍ୟ ଆପଣ ମାନେ ଦେଖିବାକୁ ପାଇଥିବେ। ଆଉ ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଯେ ପ୍ରବଳ ବର୍ଷା ହେବା ଦ୍ଵାରା ବନ୍ୟା ଆସିଯାଇଛି ଯାହା ଏବେ ଜାଣିବାକୁ ମିଳିଛି। ଏହି ବର୍ଷା ହେବା ଦ୍ୱାରା ନଦୀରେ ପ୍ରଖର ସ୍ରୋତ ଆସିଛି ଯାହା ଦ୍ୱାରା ବନ୍ୟା ଭଳି ପରିସ୍ଥିତି ଉପୁଜୁଛି।

ଆଉ ସେହି ପାଣିରେ ଗୋଟିଏ କାର ଭାସି ଯାଇଛି ଏବଂ ଏହି କାର ଭିତରେ ତିନି ଜଣ ବ୍ୟକ୍ତି ଥିଲେ ଯାହା ଏଠାରେ ସୁଚନା ମିଳିଛି। ସେମାନଙ୍କୁ ବଞ୍ଚେଇବା ଲାଗି ସଂଗେ ସଂଗେ ITBP ର ଯବାନ ମାନଙ୍କୁ ନିୟୋଜିତ କରା ଯାଇଥିଲା। ସେମାନେ ସଂଗେ ସଂଗେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ସେମାନ୍ୱ ଏହି ୩ ଜଣ ଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରିଛନ୍ତି ଯାହା ଜାଣିବାକୁ ମିଳିଛି। ଆଉ ଦୁଇ ଜଣ ଙ୍କର ନିଖୋଜ ରହିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.