Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ସାଙ୍ଗ ମାନଙ୍କ ସହିତ ଏମିତି ପାଳନ କଲେ ଜନ୍ମ ଦିନ, ଟିକିଏ ଅସାବଧାନତା ପାଇଁ ଚାଲିଗଲା Youth ଙ୍କ ଜୀବନ…ହୋସ ଉଡେଇ ଦେବା ଭଳି ଭିଡ଼ିଓ

0

କଥାରେ ଅଛି, ଜୀବନ ଅଛି ତୋ ମୃତ୍ୟୁ ଅଛି। ମୃତ୍ୟୁ କାହାକୁ କେତେବେଳେ କେଉଁ ମୁହୂର୍ତ୍ତରେ କବଳିତ କରିବ ତାହା କହିବା ଅସମ୍ଭବ। ସେଥିପାଇଁ କୁହାଯାଏ, ସୂତା ଖିଅରେ ମଣିଷ ଜୀବନ, କେତେବେଳେ ବି ଛିଣ୍ଡି ହୋଇ ଯିବ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡି ଥାଏ। ମୃତ୍ୟୁ ଯେତେବେଳେ ଆସେ ସେତେବେଳେ କହିକି ଆସି ନଥାଏ ଓ ବେଳେ ବେଳେ ମୃତ୍ୟୁ ମଧ୍ୟ ଅଚାନକ ଭାବରେ ଆସି ଯାଇଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରନ୍ତି ନାହିଁ। ସମୟ ଆଗରେ ସମସ୍ତେ ହାର ମାନି ଥାଆନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ସାଙ୍ଗ ମାନେ ମିଶି ଜନ୍ମ ଦିନ ପାଳନ କରୁ ଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଗଲା ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ରାଜଧାନୀ ଦିଲ୍ଲୀରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ପୂର୍ବ କାଳରେ ଲୋକ ମାନେ ନିଜ ଜନ୍ମ ଦିନକୁ ପାଳନ କରୁ ନଥିଲେ। କିନ୍ତୁ ସମୟ ପରିବର୍ତ୍ତନ ହେବା ଫଳରେ ସବୁ କିଛି ମଧ୍ୟ ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି। ବର୍ତ୍ତମାନର ଆଧୁନିକ ଯୁଗରେ ଏବେ ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ଲୋକ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜନ୍ମ ଦିନ ଧୂମଧାମରେ ପାଳନ କରା ଯାଇଛି। ଏହି ନିୟମ ବର୍ତ୍ତମାନ ସମୟରେ ବହୁତ ଚାଲିଛି।

ତେବେ ୬ ଜଣ ଯୁବକ ନିଜ ସାଙ୍ଗ ଜନ୍ମ ଦିନ ପାଳନ କରିବ ପାଇଁ ବାଇକ ଏବଂ ସ୍କୁଟି ରଖି ରାସ୍ତା ଉପରେ ଅଟକିଲେ। ଗାଡି ଉପରେ କେକ୍ ରଖି ଜଣେ ସାଙ୍ଗ କେକ୍ କାଟିଲେ ଓ କେକ୍ କଟା ହୋଇ ସାରିବା ପରେ ନିଜ ସାଙ୍ଗ ମଜା ମସ୍ତି କରିବା ପାଇଁ ମୁହଁରେ କେକ୍ ଲଗାଇ ତାକୁ ମଜାରେ ପିଟା ପିଟି କରିଲେ। ଏମିତି କରି ସାରିବା ପରେ ସାଙ୍ଗ ମାନେ କେହି କିଛି ବୁଝିବା ପୂର୍ବରୁ ଯେଉଁ ସାଙ୍ଗର ଜନ୍ମ ଦିନ ହଠାତ ତାଙ୍କର ମୃତ୍ୟୁ ବରଣ ହୋଇଗଲା। ସେମାନେ ଏହି ଘଟଣା ଜାଣିବା ପରେ ପରେ ସଙ୍ଗେ ସଙ୍ଗେ ନେଇ ମେଡ଼ିକାଲରେ ପହଁଛି ଯାଇ ଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ଡେରିରେ ଆଣିଛ କହି ଫେରାଇ ଦେଇଥିଲେ। ଏହି ଘଟଣାଟି ସେଠାରେ ଲାଗି ଥିବା ସିସିଟିଭି ଫୁଟେଜରେ କଏଦ ହୋଇ ଯାଇ ଥିଲା। ଏହି ଘଟଣାଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.