Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ସାମାନ୍ୟ ପଇସା ପାଇଁ ଏହି ଛୋଟ ଛୁଆ ମାନେ କରିଦେଲେ ଏମିତି, ଦେଖିଲେ ମୁଣ୍ଡ ଖରାପ ହୋଇଯିବ…60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ବେଳେବେଳେ ସାମ୍ନାକୁ ଆସିଥାଏ କିଛି ଏଭଳି ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବାକୁ ବାଧ୍ୟ କରିଥାଏ। କାରଣ ଏଭଳି ବିସ୍ମୟକର ଘଟଣା ଖୁବ୍ କମ୍ ଦେଖିବାକୁ ମିଳିଥାଏ। ସେହିଭଳି କିଛି ଘଟଣା, ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇ ଯାଇଥାନ୍ତି।ଏବେ ସାମ୍ନାକୁ ଆସିଛି ଏକ ଏମିତି ଘଟଣା ଯାହା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।ଏହା ସତ ଯେ ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

ଆପଣ ତ ଜାଣିଛନ୍ତି ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ଶୁଣିଲା ପରେ ଏହାକୁ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ସେହିଭଳି ଏକ ଭାଇରାଲ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ଯାହାକୁ ଦେଖିଲେ ଆପଣ ଚକିତ ହେବା ସହ ଆପଣ ଏହା ଭାବିବା ପାଇଁ ବାଧ୍ୟ ହେବେ ଯେ କଣ ଏମିତି ବି ଘଟିପାରେ। କିଛି ଖୁଚୁରା ଟଙ୍କା ପାଇଁ କଣ ଏମିତି ବି ବିପଦ ଜନକ ପଦକ୍ଷେପ ଗ୍ରହଣ କରା ଯାଇପାରେ। ତେବେ ଯେଉଁ ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ କିଛି ପିଲା କିପରି ଭାବରେ ପୋଲ ଉପର କୁ ଚଢ଼ି ତା ଉପରୁ ଯମୁନା ନଦୀକୁ ଡିଆଁ ମାରୁଛନ୍ତି। କାରଣ ଏହି ନଦୀରେ ଲୋକେ ପକାଇଥିବା ଖୁଚୁରା ଟଙ୍କା କୁ ନେବା ପାଇଁ। ସେମାନେ ଯେଉଁଭଳି ଭାବରେ ଏହି କାମ କରୁଛନ୍ତି ତାହା ବାସ୍ତବରେ ସହଜ ନୁହଁ ଏବଂ ଏଥିରେ ଜୀବନ ମଧ୍ଯ ଯାଇପାରେ।

ସେମାନେ ଯେତିକି ଉପରୁ ନଦୀକୁ ଡିଆଁ ମାରୁଛନ୍ତି ତାହା ଅତିକମ୍ ରେ ୫୦ ଫୁଟ ରୁ କମ୍ ଉଚ୍ଚତା ହେବ ନାହିଁ।ଏହି ଭିଡିଓ ହେଉଛି ଉତ୍ତରପ୍ରଦେଶ ର ଆଗ୍ରାର। ଏଠାରେ ଲୋକେ ଏହି ନଦୀରେ ଖୁଚୁରା ଟଙ୍କା ଏବଂ ଅଲଗା ଜିନିଷ ଅର୍ପଣ କରିଥାନ୍ତି। ଆଉ ଏହାପରେ ଏସବୁ କୁ ନେବା ପାଇଁ ପିଲାମାନେ ପାଣିକୁ ଡେଇଁ ଚୁମ୍ବକ ଦୌଡ଼ି ସାହାଯ୍ୟରେ ଏସବୁ କୁ ସଂଗ୍ରହ କରନ୍ତି। ତେବେ ଏହିଭଳି କାମ ଅନେକ ସମୟରେ ଦେଖିବାକୁ ମିଳୁଥିଲେ ସୁଦ୍ଧା ଏଥିପ୍ରତି କେହି ନଜର ଦେଉ ନାହାଁନ୍ତି କିମ୍ୱା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ମଧ୍ଯ ନାହିଁ। ଏହିଭଳି ବିପଦଜନକ କାମରୁ ସେମାନଂକୁ ଦୂରେଇ ରଖିବା ପାଇଁ ବୁଝାଇବା ନିହାତି ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.