ଦେଖନ୍ତୁ Shocking ଭିଡ଼ିଓ : ହେ ଭଗବାନ ! ଖୁସି ପୂର୍ବରୁ ଏ କଣ କଲ, ଭିଡ଼ିଓ ଦେଖିଲେ ଗୋଡ ତଳୁ ମାଟି ଖସି ଯିବ….

ହଁ ଦର୍ଶକ ବନ୍ଧୁ କଥା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ, ଆମେ ଅନେକ ସମୟରେ ଟ୍ରେନ ରେ ଦୁର୍ଘଟଣା ଘଟିଥିବା ଲୋକଙ୍କୁ ବଞ୍ଚିବା ଖୁବ କମ ଦେଖିଛୁ, ଓ ଯେଉଁମାନେ ଏହି ଦୁର୍ଘଟଣା ରେ ବଞ୍ଚିଯାଇଛନ୍ତି ସେମାନଙ୍କର କୌଣସି ନା କୌଣସି ଅଙ୍ଗ ନଷ୍ଟ ହବା କଥା ମଧ୍ୟ ଜାଣିଛୁ, ହେଲେ ଆମେ ଯେଉଁ ଦୁର୍ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ସମ୍ପୂର୍ଣ ଭିନ୍ନ|

କଥା ରେ ଅଛି ଦର୍ଶକ ବନ୍ଧୁ ରଖେ ହରି ତୋ ମାରେ କିଏ, ଏମିତି ଏକ ଦୁର୍ଘଟଣା ରୁ ବର୍ତ୍ତଇଯାଇଛନ୍ତି ମହିଳା ଜଣକ, ଘଟଣା ଟି ଘଟିଛି ମୁକୁନ୍ଦ ବାଡ଼ି ରେଲୱେ ଷ୍ଟେସନ ଠାରେ, ଜନଶତାବ୍ଦୀ ଏକ୍ସପ୍ରେସ ଆସୁଥିବା ସମୟରେ, ମହିଳା ଜଣଙ୍କ ରେଲୱେ ଟ୍ରାକ ପାର ହୋଉଥିଲେ ଠିକ ଏତିକି ବେଳେ ମୁକୁନ୍ଦ ବାଡ଼ି ରେଲୱେ ଷ୍ଟେସନ ରୋହଣି ଆରମ୍ଭ ପାଇଁ ଟ୍ରେନ ଟି ତାହାର ଯାତ୍ରା ଧୀରେ ଧୀରେ କରୁଥିଲା, ଏହି ସମୟରେ ମହିଳା ଜଣଙ୍କ ରେଲୱେ ଟ୍ରାକ ପାର ହେଉଥିଲୁ ଓ ସେତିକି ବେଳେ ଟ୍ରେନ ଟି ଆସିଯାଇଥିଲା ଓ ମହିଳା ଜଣଙ୍କ କିଛି କରି ନ ପାରି ଟ୍ରାକ ମଝିରେ ଫୋସିଜାଇଥିଲ ଓ ତାପରେ ଟ୍ରେନ ତଳେ ସେ ରହିଯାଇଥିଲେ ଓ ଭାଗ୍ୟ ବଶତଃ ଟ୍ରେନ ଟି ତାର ଗତି ଧୀରେ କରି ସେଠାରେ ରହିଯାଇଥିଲା, ଫଳ ରେ ମହିଳା ଜଣଙ୍କ ସେଇ ଟ୍ରେନ ତଳେ ରହିଯାଇଥିଲ ଓ ପାଟି କରି ସେଠାରେ ଥିବା ଲୋକଙ୍କୁ ତାଙ୍କର ଜୀବନ ବଞ୍ଚାଇବା ପାଇଁ କହି ଜୋରେ ଚିତ୍କାର କରିଥିଲେ, ଓ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଦୌଡ଼ି ଯାଇଥିଲେ ଓ ମହିଳା ଜଣଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ଓ ମହିଳା ଜଣଙ୍କୁ ଘଟଣା ସ୍ଥଳ ରେ ବଞ୍ଚାଇ ଥିଲେ |

ଘଟଣା ରୁ ଯାହା ଜଣା ପଡିଛି ମୁକୁନ୍ଦ ବାଡ଼ି ରେଲୱେ ଷ୍ଟେସନ ଠାରେ ଲୋକଙ୍କ ଯିବା ଆସିବା ପାଇଁ କୌଣସି ସୁବିଧା ନାହିଁ, ବହୁତ ଧରି ପ୍ରଶାସନ ଙ୍କୁ କହିବା ପରେ ମଧ୍ୟ ସେଠାରେ ଗୋଟିଏ ଆଂଡର ଗ୍ରାଉଣ୍ଡ ପୋଲ ତିଆରି କରିବା ପାଇଁ ପ୍ରଶାସନ କୌଣସି ପ୍ରକାର ର ସାହାଯ୍ୟ କରୁନାହାନ୍ତି ବୋଲି କହିଛନ୍ତି ରେଲୱେ ବିଭାଗର ଅଧିକାରୀ ଜଣକ, ସେ ଏକଥା ମଧ୍ୟ କହିଛନ୍ତି ଆଗରୁ ଏହି ପୋଲ ନ ଥିବାରୁ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇସାରିଲାଣି ହେଲେ ଏପର୍ୟ୍ଯନ୍ତ ପ୍ରଶାସନ ର ନିନ୍ଦ ଭାଙ୍ଗୁନି ବୋଲି କହିଛନ୍ତି, ପ୍ରଶାସନ ର ଏହି ଭଳି ଅବହେଳା ପାଇଁ ଆଜି ଗୋଟିଏ ଜୀବନ ଯାଉ ଯାଉ ବଞ୍ଚି ଯାଇଛି |

ତାହାଲେ ଜାଣିଲେ ତ ଦର୍ଶକ ବନ୍ଧୁ କିପରି ଭାବରେ ମହିଳା ଜଣକ ଟ୍ରେନ ତଳୁ ନିଜ ର ଜୀବନ ଯାଉ ଯାଉ ଫେରି ପାଇଛନ୍ତି, ତେଣୁ ଘଟଣା ପାଇଁ ସମ୍ପୂର୍ଣ ରୂପେ ସରକାର ଦାୟୀ ନ ରହିଲେ ବି, ସେଠାରେ ଗୋଟିଏ ଆଣ୍ଡାର ଗ୍ରାଉଣ୍ଡ ବ୍ରିଜ ପାଇଁ ସ୍ଥାନୀୟ ଲୋକଙ୍କ ଦାବି ରହିଛି ଯାହା ଦ୍ଵାରା ବହୁ ଜୀବନ ମାନ ବଞ୍ଚି ପାରିବ | ଏମିତି ନୂଆ ନୂଆ ଖବର ପାଇଁ ଆମ ଲେଖାକୁ ପଢନ୍ତୁ ଓ ଅଧିକ ରୁ ଅଧିକ ସେଆର କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment