ଦେଖନ୍ତୁ Very interesting moments ଯେତେବେଳେ ସୁନ୍ଦରୀ ଚୁଲବୁଲି ମାଆ ଙ୍କୁ ମାଗୁଛି କ୍ଷୀର, ଆଉ ତା ପରେ…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କାରଣ ଏପରି ଦୃଶ୍ୟ ହୁଏତ ଆପଣ ବହୁତ୍ କମ୍ ଦେଖିଥିବେ କିମ୍ୱା ଦେଖିବାକୁ ପାଇ ନଥିବେ। ଲୋକ ମାନଙ୍କର ଜୀବଜନ୍ତୁ ପ୍ରତି କିପରି ସ୍ନେହ ମମତା ଏବଂ ଭଲପାଇବା ରହିଥାଏ ତାହା ଆପଣ ଏହି ଘଟଣାର ଭିଡିଓ ଦେଖିଲେ ସ୍ପଷ୍ଟ ହୋଇଯିବେ। ତେବେ ଯେଉଁ ବ୍ୟକ୍ତି ମାନେ କହୁଛନ୍ତି କି ବର୍ତ୍ତମାନର ଦୁନିଆରେ ମଣିଷ ଏବଂ ଜୀବଜନ୍ତୁ ମାନଙ୍କ ମଧ୍ୟରେ ସୁସମ୍ପର୍କ ସମ୍ଭବପର ନୁହେଁ ସେମାନଙ୍କ ପାଇଁ ଏହି ଭିଡିଓ ଏକ ଉଦାହରଣ ସଦୃଶ ଅଟେ।
କାରଣ ଏଠାରେ ସେହିଭଳି କିଛି ଘଟଣା ଘଟିଛି।

ଇତର ପ୍ରାଣୀ ମାନେ ହେଉଛନ୍ତି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ବିଶେଷ। ସେମାନଙ୍କୁ ନେଇ ଏହି ମାନବ ସମାଜ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିଜର ସ୍ଥିତି କୁ ବଜାୟ ରଖି ପାରିଛି ଜୀବ ଜଗତରେ।ଇତର ପ୍ରାଣୀ ମାନଙ୍କର ମଧ୍ୟ ମଣିଷ ପ୍ରତି ଦୟା, ସ୍ନେହ, କରୁଣା ଓ ଭଲପାଇବା ରହିଥାଏ, ଏକଥା କୁ ଆଦୌ ଅସ୍ବୀକାର କରି ହେବ ନାହିଁ। ଯଦି ଏଥିପ୍ରତି ଆପଣଙ୍କର ସନ୍ଦେହ ଥାଏ ତେବେ ଥରୁଟିଏ ଏହି ଭିଡିଓ ଟିକୁ ଦେଖି ନିଅନ୍ତୁ ଆପଣ ଠିକ୍ ବୁଝି ପାରିବେ।କେବଳ ମଣିଷ ପ୍ରତି ମଣିଷର ନୁହଁ ବରଂ ଏବେବି ଇତର ଜନ୍ତୁ ଏବଂ ପଶୁ ପକ୍ଷୀ ମାନଙ୍କ ପ୍ରତି ମଣିଷର ସମ୍ପର୍କ ବେଶ୍ ନିବିଡ଼।

ଏଥିପାଇଁ ଅନେକ ପଶୁ ପକ୍ଷୀ ପ୍ରେମୀ ଘରେ ଏମାନଙ୍କୁ ରଖି ଅର୍ଥାତ୍ ନିଜ ପସନ୍ଦର ପ୍ରାଣୀକୁ ରଖି ସେମାନଙ୍କ ର ଯତ୍ନ ଉଚିତ୍ ଭାବରେ ନିଅନ୍ତି।ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତି, ସେମାନଙ୍କ ସହ ଖେଳନ୍ତି ଏବଂ ଖୁସି ମଜା କରି ନିଜ ର ବ୍ୟସ୍ତ ବହୁଳ ଜୀବନରେ ଖୁସିର ପୁଲକ ଆଣିବାକୁ ଚେଷ୍ଟା କରନ୍ତି। ଅନେକ ଲୋକ ଜୀବ ମାନଙ୍କ ପ୍ରତି ବେଶ୍ ଉଦାରତା ମନୋଭାବ ପୋଷଣ କରନ୍ତି ଏବଂ ସେମାନଙ୍କ ପ୍ରତୀ ସେମାନଙ୍କ ଉଦାରତା ଏବଂ ଦୟାଭାବ ଦେଖାଇ ଥାଆନ୍ତି। ଯେମିତି ଏହି ଭିଡିଓ ରେ ଦେଖିବାକୁ ମିଳିଛି।ଏକ ପୋଷା ମାଙ୍କଡ଼ ଯାହାର ନାମ ସୁନ୍ଦରୀ ସିଏ ତାର ମାଆ ପାଖରେ କିପରି ଭାବରେ କ୍ଷୀର ପିଇବା ପାଇଁ ଅଳୀ କରୁଛି ତାହା ଥରେ ଦେଖନ୍ତୁ।

ଏକ ମଣିଷ ଛୁଆ ଠାରୁ ବି ଅଧିକ ସେ ଗେଲ ହେଉଛି ଏହି ମହିଳା ଜଣଙ୍କ ପାଖରେ। ଆଉ ଶେଷରେ ମହିଳା ଜଣଙ୍କ ତାଙ୍କୁ କ୍ଷୀର ବୋତଲରେ କ୍ଷୀର ପୂରାଇ ଦେଉଛନ୍ତି ପିଇବାକୁ। ଆଉ ଚୁଲବୁଲି ସୁନ୍ଦରୀ ଭାରି ଖୁସିରେ କ୍ଷୀର ବୋତଲକୁ ଧରି ପିଇବାରେ ଲାଗୁଛି।ଏହି ଘଟଣା ଦେଖିବା ପରେ ଆପଣ ସ୍ପଷ୍ଟ ହୋଇଯିବେ ଯେ ବାସ୍ତବରେ ମଣିଷ ପଶୁପକ୍ଷୀକୁ କେତେ ଭଲପାଏ ଏବଂ ସ୍ନେହ କରେ। ତେବେ ଏହି ସୁନ୍ଦର୍ ଦୃଶ୍ୟ ଦେଖିଲେ ବାସ୍ତବରେ ବହୁତ୍ ଖୁସି ଲାଗୁଛି। ପଶୁ ଟିଏ ହୋଇ ମଣିଷ ସହ ତାର ସମ୍ପର୍କ ଯେଉଁଭଳି ରହିଛି ତାକୁ ଆପଣ ଏହି ଭିଡିଓ ରେ ଦେଖିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

1 thought on “ଦେଖନ୍ତୁ Very interesting moments ଯେତେବେଳେ ସୁନ୍ଦରୀ ଚୁଲବୁଲି ମାଆ ଙ୍କୁ ମାଗୁଛି କ୍ଷୀର, ଆଉ ତା ପରେ…”

Leave a Comment