Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ଏହି ପିଲାର କଥା ଶୁଣିଲେ ଆପଣ ବି ହସି ହସି ଗଡିଯିବେ…60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି….

0

ବର୍ତ୍ତମାନ ହେଉଛି ଟେକ୍ନୋଲୋଜିର ଯୁଗ ଏହାର ଏକ ବଡ଼ ଦାନ ହେଉଛି ଆଜିକାଲିର ସୋସିଆଲ ମିଡ଼ିଆ। ତେବେ ସୋସିଆଲ ମିଡ଼ିଆ ସମାଜରେ ଏକ ବଳିଷ୍ଠ ମାଧ୍ୟମ ଭାବରେ ସ୍ଥାନ ଗ୍ରହଣ କରିଛି। ଛୋଟ ଛୁଆ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅଙ୍ଗାଅଙ୍ଗୀ ଭାବରେ ଏଥିରେ ଜଡିତ ହେଉଛନ୍ତି। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗିଥାଏ। ଛୋଟ ପିଲା ମାନଙ୍କ ନିକଟରେ ଅନେକ କଳା ଓ ଜ୍ଞାନ ଭରି ହୋଇ ରହିଥାଏ। ସେମାନେ ବେଳେ ବେଳେ ଏଭଳି କିଛି କାର୍ଯ୍ୟ ବା ଏଭଳି କଥା କହି ଥାଆନ୍ତି, ଯାହାକି ସବୁବେଳେ ପାଇଁ ସେମାନେ ଚର୍ଚ୍ଚାରେ ରହିବ ସହିତ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳିଥାଏ। ତେବେ ନିକଟରେ ଏଭଳି କିଛି ଭିଡ଼ିଓ ବର୍ତ୍ତମାନ ସମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଭିଡ଼ିଓ ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ। ତାହା ହେଉଛି ଜଣେ ପିଲାଟି କିଛି ପ୍ରଶ୍ନର ଉତ୍ତର ଏଭଳି ଭାବରେ ଦେଉଛି, ଯାହାକି ଶୁଣିବା ମାତ୍ରେ ହୋସ ଉଡିଯିବ। ତେବେ ଆସନ୍ତୁ ସେହି ପିଲାଟି କିଭଳି ଭାବରେ ଉତ୍ତର ଦେଉଛି ଜାଣିବା;

ସୂଚନା ଅନୁସାରେ, ଜଣେ ପିଲାଟି ଯିଏ କି ଚତୁର୍ଥ ଶ୍ରେଣୀରେ ପାଠ ପଢୁ ଥାଏ ଓ ସେହି ପିଲାଟିକୁ ଅଗଷ୍ଟ ୧୫ କେତେ ତାରିଖରେ ପଡେ ପଚାରିବାରୁ ଜୁଲାଇ ମାସରେ ପଡି ଥାଏ ବୋଲି କହୁଛି। ଏହା ପରେ ତାକୁ ଜାନୁଆରୀ ୨୬ କେଉଁ ମାସରେ ପଚାରିବାରୁ ମାର୍ଚ୍ଚ ମାସରେ ପଡେ ବୋଲି କହୁଅଛି ଓ ଏଥି ସହିତ ପିଲାଟିକୁ ପଚରା ଯାଉଛି ଯେ, ଜାନୁଆରୀ ୨୬ କେଉଁ ବାରରେ ଓ କେତେ ତାରିଖରେ ପଡେ, ପିଲାଟି ନଭେମ୍ବର ୧୦ ତାରିଖରେ ଓ ରବିବାର ପଡି ଥାଏ ବୋଲି କହୁଅଛି। ଏମିତିକି ସେ କେଉଁ ସ୍କୁଲରେ ପଢେ ପଚାରିବାରୁ ସେ ପାଖ ସ୍କୁଲରେ ପଢେ ବୋଲି କହୁଛି।

ତେବେ ପିଲାଟିର ଏଭଳି କହିବାର ଶୈଳୀ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟିକୁ ଲକ୍ଷାଧିକ ଲୋକ ମାନେ ଦେଖି ସାରିଲେଣି। ଏହି ଭିଡ଼ିଓଟି ଖୁବ ଜୋର ମଧ୍ୟ ସେୟାର ହେବାରେ ଲାଗିଛି। ପିଲାଟିର ଏଭଳି ଭାବରେ ଉତ୍ତର ଦେଉ ଥିବାରୁ ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏଥି ସହିତ ଲୋକ ମାନେ ଏହି ଭିଡ଼ିଟିଓକୁ ଦେଖି ହସି ହସି ଗଡି ଯାଉଛନ୍ତି। ଯଦି କୌଣସି ବ୍ୟକ୍ତି ମନ ଦୁଃଖ ବି କରିଥାଏ, ପିଲାଟିର ଏହି ଭିଡ଼ିଓ ଦେଖି ନିଶ୍ଚିତ ଭାବରେ ଖୁସି ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.