Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ଏହି ପିଲାର କଥା ଶୁଣିଲେ ଆପଣ ବି ହସି ହସି ଗଡିଯିବେ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ପୁଣି ଥରେ ଜଣେ ସ୍କୁଲ୍ ଛାତ୍ରର ଗଣିତ ଜ୍ଞାନ କିପରି ରହିଛି ତାହାକୁ ଦେଖାଇବୁ। ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ସମୟକ୍ରମେ ଦେଖିବାକୁ ପାଉଥିବେ।ଏବେ ଏକ କୁନି ପିଲାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ କୁ ଯିଏ ବି ଦେଖୁଚି ସେ ଖୁସି ହେବା ସହିତ ନିଶ୍ଚିତ କିଛି ପ୍ରତିକ୍ରିୟା ପ୍ରକାଶ କରୁଛି। ଆପଣ ତ ଜାଣିଛନ୍ତି କୁନି ପିଲା ମାନଙ୍କର ପ୍ରତିଟି ଭିଡିଓ ଏମିତି ମନୋରଞ୍ଜନ ପୂର୍ଣ୍ଣ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି।

ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଅନେକ ଲୋକ ପିଲା ମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।ଆପଣ ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ। ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବା ସହିତ ପିଲାଟିର ଗଣିତ ଉପରେ ଥିବା ଜ୍ଞାନକୁ ଦେଖି ଆଶ୍ଚର୍ୟ୍ଯ ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର ଅଟେ।

ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ। ସେଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି ଏକ ଏମିତି ମଜାଳିଆ ବା କୌତୁକିଆ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି।ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ।ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ପିଲାକୁ କଣ କଣ ପାଠ ଶିଖିଛି ବୋଲି ପଚାରିବାରୁ ସେ ଏକ ଦୁଇ ତିନି କରି ସଂଖ୍ୟା ଡାକୁଛି। କିନ୍ତୁ ୧୩ ପରେ ଆଉ ଆଗକୁ ଯାଇ ପାରୁନାହିଁ ପୁଣି ପ୍ରଥମରୁ ଡାକୁଛି ଆଉ ଭୁଲ କରି ଦେଉଛି।

ଚତୁର୍ଥ ଶ୍ରେଣୀରେ ପଢୁଥିବା ଏହି ପିଲାଟି ୧,୨ ଜାଣି ନଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ବି ହେଉଛନ୍ତି।ତେବେ ଅନେକ ଜଣ ଏହାକୁ ଦେଖି ପ୍ରତିକ୍ରିୟାରେ କହୁଛନ୍ତି ଏତେ ଦିନ ସ୍କୁଲ୍ ବନ୍ଦ ରହି ଖୋଲିବା ପରେ ପିଲାଙ୍କ ଏପରି ଅବସ୍ଥା ହୋଇଚି।ତେବେ ସୋସିଆଲ ମିଡିଆରେ ଏବେ ଏହି ପିଲାର ଭିଡିଓ ବେଶ୍ ସେୟାର ହେବାରେ ଲାଗିଛି। ଆପଣ ବି ଥରେ ପିଲାଟିର ଏହି ଆକର୍ଷଣୀୟ ଗଣିତ ଜ୍ଞାନକୁ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.