Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ଏହି ପିଲାର ନାଚ ଦେଖି Hritik Roshan ମଧ୍ୟ ଫେଲ ମାରିବ, ପୋଲିସ DCP ବନିଗଲେ ଫ୍ୟାନ, ସୋସିଆଲ ମିଡ଼ିଆରେ ନିଆଁ ଭଳି viral ହେଉଛି

0

ପୂର୍ବରୁ ଯେଉଁ ମାନେ ଗାଁ ଗହଳିରେ ରହି ଥାଆନ୍ତି, ତାଙ୍କ ଭିତରେ ଯେଉଁ ପ୍ରତିଭା ବା କଳା ରହିଥାଏ ସେମାନେ ଲୋକ ଲୋଚନକୁ ଆଣି ପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଅନେକ କିଛି ଦେଖିବା ପାଇଁ ଓ ଶୁଣିବା ପାଇଁ ମିଳିଥାଏ। ବର୍ତ୍ତମାନ ସମୟରେ ସମୟରେ ସୋସିଆଲ ମିଡିଆରେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ଏଥି ସହିତ ସେମାନେ ତାଙ୍କ କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଅନେକ ପ୍ରୟାସ କରି ଥାଆନ୍ତି। ଯାହା ଫଳରେ କି ସେମାନଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳି ପାରୁଛି।

ଏଥି ସହିତ ରାତା ରାତି ଷ୍ଟାର ହେବା ପାଇଁ ମଧ୍ୟ ସେମାନେ ଚେଷ୍ଟା କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ଜଣେ ବାଳକର ନାଚ ଦେଖି ଡ଼ିସିପି ଫ୍ୟାନ ହୋଇ ଯାଇଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଭିଡ଼ିଓ ଵିଷୟରେ ଜାଣିବା। ଏଭଳି ଏକ ଦୃଶ୍ୟ ବରପଦା ସହରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ୧୦ ବର୍ଷର ଜଣେ ବାଳକ ଯିଏ କି ବାରିପଦା ସହରର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ନ୍ତି। ସେ ତାଙ୍କ ପାଠ ପଢା ପ୍ରତି ବହୁତ ଆଗ୍ରହ ହୋଇ ଥାଆନ୍ତି। ଏଥି ସହିତ ସେହି ବାଳକଙ୍କ ନିକଟରେ ସୁନ୍ଦର ସୁନ୍ଦର ପ୍ରତିଭା ମାନ ମଧ୍ୟ ଭରି ହୋଇ ରହିଛି। ସେ ସବୁ ଠାରୁ ନାଚକୁ ବହୁତ ଗୁରୁତ୍ୱ ଦେଇ ଥାଆନ୍ତି ଓ ନାଚ ମଧ୍ୟ ତାଙ୍କୁ ବହୁତ ପସନ୍ଦ ଆସିଥାଏ।

ତେବେ ବାଳକ ଜଣଙ୍କ ବହୁତ ଭଲ ନାଚୁ ଥିବାର ଦେଖିବା ପାଇଁ ମିଳିଛି। ତାଙ୍କ ନାଚକୁ ଜଣେ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ତାଙ୍କର ସେହି ନାଚଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ବାଳକଟିର ଏହି ନାଚ ଭାଇରଲ ହେବା ପରେ ଭୁବନେଶ୍ୱର ଡ଼ିସିପି ବାଳକଟି ବହୁତ ସୁନ୍ଦର ନାଚୁଅଛି ବୋଲି ପ୍ରଶଂସା କରିଛନ୍ତି। ତାଙ୍କ ପରିବାର ଲୋକ ମାନେ ପିଲାଟିର ଏଭଳି କାର୍ଯ୍ୟ କଳାପକୁ ଦେଖି ବହୁତ ଖୁସି ହୋଇ ଯିବା ସହିତ ଗର୍ବତ ହୋଇଛନ୍ତି। ତେବେ ପିଲାଟିର ଏଭଳି ନାଚ ଅନେକ ପ୍ରଶଂସା ମିଳିବା ସହିତ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି।

ତେବେ ଲୋକ ମାନେ ଏହି ଭିଡ଼ିଓଟିକୁ ଦେଖିବା ପରେ ବାଳକଟିକୁ ପସନ୍ଦ କରିବା ସହିତ ତା’ର ନାଚକୁ ମଧ୍ୟ ଖୁବ ପସନ୍ଦ କରିଛନ୍ତି। ବାଳକଟିର ଏଭଳି ନାଚ ଦେଖି ଲୋକ ମାନେ ମଧ୍ୟ ବହୁତ ତାରିଫ କରିଛନ୍ତି। ଯଦି କୌଣସି ବ୍ୟକ୍ତିର ମନ ଦୁଃଖ ଥାଏ, ତା’ହେଲେ ନିଶ୍ଚିତ ଭାବରେ ଏହି ଭିଡ଼ିଓଟିକୁ ଦେଖିଲେ ଉତଫୁଲିତ ହୋଇଯିବେ। ପିଲାଟି ବଡ଼ ହୋଇ ଆଗକୁ ବହୁତ ସୁନ୍ଦର ନାଚିବ ବୋଲି ଆଶା କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.