Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ଏହି Cute ଝିଅର super mass ଡ଼୍ୟାନ୍ସ ଦେଖି Nora Fatehi ମଧ୍ୟ ଫେଲ ମାରିବ…86 Million ଲୋକ ଦେଖି ସାରିଲେଣି…

0

ଆପଣ ଅନେକ ସମୟରେ ଅନେକ କିଛି ଡାନ୍ସ ଭିଡିଓ ଦେଖିବାକୁ ପାଉଥିବେ। ନୃତ୍ୟ ଏକ ଏମିତି କଳା ଯାହା ନିରସ ଜୀବନରେ ରସ ଭରି ଦେଇଥାଏ। ନାଚ ଦେଖିଲେ ମନ ଭିତରେ ଏକ ଭିନ୍ନ ପୁଲକ ଭରି ଯାଇଥାଏ। ଅନେକ ସମୟରେ ଆମେ ଅନେକ କିଛି ଡାନ୍ସ ର ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥାଉ। ସେହିପରି ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ଭରି ରହିଥାଏ।

ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ସେମାନଙ୍କ ଭିଡିଓ ଯେତେବେଳେ ବି ସାମ୍ନାକୁ ଆସିଥାଏ ତାହା ବେଶ୍ ଆନନ୍ଦ ଦାୟକ ହୋଇଥାଏ ଏବଂ ମନୋରଞ୍ଜନ ପୂର୍ଣ୍ଣ ହୋଇଥାଏ ଦେଖିବାକୁ। ସେଥିପାଇଁ ସେମାନଙ୍କର ଭିଡିଓ ଦେଖିବାକୁ ଭଲ ଲାଗିଥାଏ। ସେହିପରି ଏକ ଛୋଟ ଝିଅର ଭିଡିଓ ଏବେ ଦେଖିବାକୁ ମିଳିଛି।ଏହା ଏକ ଏମିତି ଡାନ୍ସ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।

ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଯୁବପିଢି ଏବଂ ପିଲା ମାନଙ୍କର ଅନେକ ଭିଡିଓ ଦେଖି ପାରୁଥିବେ। ଯାହା ଦେଖି ଆପଣ ଖୁସି ବି ହେଉଥିବେ। ଅନେକ ପିଲା ମୋବାଇଲ୍ ରେ ସେମନଙ୍କର ଡାନ୍ସ ଭିଡିଓ କୁ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରୁ ଥିବାର ମଧ୍ଯ ଆପଣ ଦେଖିବାକୁ ପାଇଥିବେ।ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର ଅଟେ।

କାରଣ ପିଲାଟି ପୁରା ଯୋସ୍ ରେ ତାର ନାଚକୁ ଦେଖାଇ ଚାଲିଛି।ସେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ବାସ୍ତବରେ ଆକର୍ଷଣୀୟ। ତାଙ୍କ ମୁହଁରେ ଗୀତର ଭାବ ଏବଂ ଅନୁଭବ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି। ତେବେ ଏହି ଭିଡିଓ କୁ ଆପଣ ଥରେ ଦେଖିଲେ ଜାଣି ପାରିବେ ଯେ ଏହି ଡାନ୍ସ ଟି କେତେ ଜବରଦସ୍ତ ହୋଇଛି। ଅନ୍ଯ ମାନଙ୍କ ସହିତ ଝିଅଟି ତେଲୁଗୁ ର ଡିଯେ ଗୀତରେ ତାର ଅଣ୍ଟା କୁ ଭାଙ୍ଗି ଯେମିତି ନାଚ ଦେଖାଉଛି ତାହା ବହୁତ୍ ସୁନ୍ଦର ଲାଗୁଛି।ଏହି ଭିଡିଓ କୁ ଥରେ ଦେଖନ୍ତୁ, ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.