Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ‘କଚ୍ଚା ବାଦାମ’ ଗୀତ ପରେ “ଶ୍ରୀଭଲୀ” ଗୀତରେ ଡ୍ୟାନ୍ସ କରି ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ… 86 Million ଲୋକ ଦେଖି ସାରିଲେଣି …

1

ଆଜିର ଦିନରେ ଷ୍ଟାର ହେବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ପ୍ଲାଟଫର୍ମ ରହିଛି । ଷ୍ଟାର ମାନେ ମଧ୍ୟ ନିଜକୁ ଫେମସ୍ କରିବା ପାଇଁ ଅନେକ ପ୍ରକାର ପ୍ରଚେଷ୍ଟା କରିଥାନ୍ତି । ରାତା ରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ , ଏବେ ପୁଣି ଫେମସ୍ ହେବା ପାଇଁ ଦିନ ରାତି ନୂଆ ନୂଆ ବାଟ ବାଛୁଛନ୍ତି । ପୁଣି ନିଜକୁ ଫେମସ୍ କରିବା ପାଇଁ ସୋସିଆଲ ମିଡିଆରେ କରୁଛନ୍ତି ଟ୍ରେଣ୍ଡି ରିଲସ୍ । ଏବେ ରାନୁଙ୍କୁ ଦେଖିବାକୁ ମିଳିଛି ଭିନ୍ନ ଏକ ଅନ୍ଦାଜ୍ ରେ , କିଛି ତଳେ ରାନୁ ଭିନ୍ନ ଏକ ଟ୍ରେଣ୍ଡ ଥିବା କଚା ବାଦାମ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ତେବେ ରାନୁ ପଶ୍ଚିମବଙ୍ଗର ଚିନାବାଦାମ ଭୂବନ ବିଦ୍ୟାକରଙ୍କ ର ଗୀତକୁ ଗାଇ ଭିଡିଓ ସେୟାର କରିଛନ୍ତି । ଯାହା ଉପରେ ଇନଷ୍ଟାଗ୍ରାମ ରେ ବର୍ତ୍ତମାନ ଅନେକ ୟୁଜର୍ସ ସିଲ୍ କରୁଛନ୍ତି ।

ସୋସିଆଲ ମିଡିଆରେ .ରାନୁଙ୍କର ଏହି ଗୀତ ଗାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ରାନୁ ମଣ୍ଡଳ ଏବେ ପୁଣି ଏକ ଭିନ୍ନ ଅନ୍ଦାଜ୍ ରେ ଲୋକଙ୍କ ସାମ୍ନାକୁ ଆସିଛନ୍ତି , ଯାହାକି କେହି କେବେ ଦେଖି ନଥିବେ । ତେବେ ରାନୁ ପୁଷ୍ପା ଦ ରାଇଜର ଶ୍ରୀ ଭୂମି ଗୀତରେ ହୁପ ଷ୍ଟେପରେ ରିଲ କରିଥିବା ଦେଖିବାକୁ ମିଳିଛି । ଅଲୁ ଅର୍ଜୁନଙ୍କ ଫିଲ୍ମୀ ପୁଷ୍ପା ଦା ରାଇଜ୍ ରିଲିଜ୍ ହେବା .ପରେ ପୁରା ବିଶ୍ୱରେ ଧମାଲ କରିଥିଲା । ଏହି ଫିଲ୍ମୀର ଯାଦୁ ଲୋକଙ୍କୁ ବାୟା କରିଦେଇଥିଲା , ଫିଲ୍ନୀର ଗୋଟିଏ ଗୋଟିଏ ଆକ୍ସନ ସିନ ଭାଇରାଲ ହେବାରେ ଲାଗିଥିଲା ।

ଫିଲ୍ମୀର କିଛି ଡାଇଲକ ଏବଂ ଶ୍ରୀଭଲୀ ଗୀତ ର ହୁକ ଷ୍ଟେପ ଲୋକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ଛୋଟ ଠୁ ବଡ ପୁଣି ସେଲିବ୍ରେଟି କ୍ରିକେଟର ସମସ୍ତେ ଏହାକୁ କପି କରି ଇନଷ୍ଟାଗ୍ରାମରେ ରିଲ ବନାଇ ସେୟାର କରିଥିଲେ । ତେବେ ଏହି ଫିଲ୍ମୀର ଶ୍ରୀଭଲୀ ଗୀତର କ୍ରେଜ୍ ଏତେ ଥିଲା ଯେ ସୋସିଆଲ ମିଡିଆ ଖୋଲିଲେ ଯାହାକୁ ଦେଖିବେ ସମସ୍ତେ ଏହି ଫିଲ୍ମୀର ଗୀତ ଏବଂ ଡାଇଲକ ରେ ରିଲ୍ କରୁଥିଲେ । ଆଉ ଏମିତିରେ ରାନୁ ମଣ୍ଡଳ ମଧ୍ୟ ପଛରେ ନାହାନ୍ତି , ସୋସିଆଲ ମିଡିଆରେ ଏବେ ରାନୁ ପୁଣି ଫେମସ୍ ହେବା ପାଇଁ ରିଲ୍ ବନାଇବାରେ ପୂରା ବ୍ୟସ୍ତ ଅଛନ୍ତି ।

ଖାଲି ସେତିକି ନୁହେଁ ରାନୁଙ୍କୁ ଇନଷ୍ଟାଗ୍ରାମ ରେ ଏବେ ଆହୁରି ଅନେକ ଗୀତର ରିଲ୍ ରେ ଠୁମକା ଲଗାଉଥିବାର ଦେଖିବାକୁ ମିଳିଛି । ରାନୁ ବି ଫେମସ୍ ହେବା ପାଇଁ ଯୁବପିଢୀଙ୍କ ସହ ତାଳ ଦେବାରେ ବ୍ୟସ୍ତ ଅଛନ୍ତି । ରାନୁଙ୍କ ଶ୍ରୀଭଲୀ ଗୀତର ଷ୍ଟେପ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓ ରେ ଆପଣ ମାନେ ଦେଖିପାରୁଥିବେ ସେ କିପରି ଜବରଦସ୍ତ ଠୁମକା ଦେଉଛନ୍ତି । ବର୍ତ୍ତମାନର ଯୁବପିଢୀ ମାନଙ୍କ ସହ ତାଳ ଦେଇ ସେ ମଧ୍ୟ ସୋସିଆଲ ମିଡିଆରେ ଫେମସ୍ ହେବା ପାଇଁ ରିଲ୍ କରିବା ଷ୍ଟାଟ କରି ଦେଇଛନ୍ତି । ଯାହା ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.