ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଆପଣ ମାନେ ରାନୁ ମଣ୍ଡଳ କୁ ତ ବହୁତ ଭଲ ଭାବରେ ଜାଣିଥିବେ | ଆଉ ତାଙ୍କର ଗୀତ ମଧ୍ୟ ଆପଣ ମାନେ ଶୁଣିଥିବେ |କିନ୍ତୁ ବର୍ତ୍ତମାନ ତାଙ୍କର ଗୋଟିଏ ଏଭଳି ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ମନକୁ ଛୁଇଁବାକୁ ଲାଗିଛି, ତାହା ହେଉଛି ରାନୁ ମଣ୍ଡଳ ଙ୍କ ଡାନ୍ସ ଭିଡିଓ | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ମାନେ ସେହି ଭାଇରାଲ ଭିଡିଓ ଉପରେ ନଜର ପକାଇବା ଯେଉଁଥିରେ ରାନୁ ମଣ୍ଡଳ ଙ୍କ ଡାନ୍ସ ର ଭିଡିଓ ଦେଖିବାକୁ ପାଇଥିଲେ ଲୋକ ମାନେ |
ତେବେ ଆପଣ ମାନେ ସମସ୍ତେ ତ ଜାଣିଥିବେ କି ରାନୁ ମଣ୍ଡଳ ଭଲ ଗୀତ ଗାଆନ୍ତି | କେତେବେଳେ କାଚା ବାଦାମ ତ ଆଉ କେତେବେଳେ ଆଉ କେଉଁ ଗୀତ ଏହିଭଳି ତାଙ୍କର ଗୀତ ର ଯାଦୁରେ ସମସ୍ତ ଙ୍କୁ ତାଙ୍କର ଦିୱାନୀ ମଧ୍ୟ ବନେଇ ଦେଇଥାନ୍ତି | ଆଉ ତାଙ୍କର ସଂଗୀତର ଯାଦୁ ଏମିତି ଥିଲା କି ଯାହା ଫଳରେ ସେ ଟ୍ରେନ ଷ୍ଟେସନ ରେ ବସୁଥିବା ଜଣେ ଲୋକରୁ ବନେଇ ଦେଇଥିଲା ତାଙ୍କୁ ବଲିଉଡ ର ସଂଗୀତକାର |ତେବେ ତାଙ୍କର ଅନେକ ଗୀତ ଶୁଣିଥିବେ କିନ୍ତୁ ଏବେ ଯେଉଁ କଥା ଟି ତାଙ୍କୁ ନେଇକି ଭାଇରାଲ ହେଇଛି ତାହା ହେଉଛି ରାନୁ ମଣ୍ଡଳ ଙ୍କ ଡାନ୍ସ ର ଭିଡିଓ |
ତେବେ ଯାହା ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି କି ରାଣୀ ମଣ୍ଡଳ ଡାନ୍ସ କରୁଛନ୍ତି, ତାହା ପୁଣି ଏମିତି ସେମିତି ସଙ୍ଗ ରେ ନୁହ ଟ୍ୱିଙ୍କିଲ ଖାନ୍ନା ଙ୍କ ଲୋକ ପ୍ରିୟ ଗୋଟିଏ ଗୀତ ରେ | ଆଉ ସେହି ଭିଡିଓ ରେ ଦେଖିବାକୁ ମିଳିଥିଲା କି ରାନୁ ମଣ୍ଡଳ ନାଚିବା ବେଳେ ତାଙ୍କ ସହିତ ତାଙ୍କର ଘରର ଆଉ ଜଣେ ସଦସ୍ୟ ମଧ୍ୟ ଆସିକି ନାଚିବାକୁ ଲାଗିଛନ୍ତି | ତେବେ ଯାହା ଦେଖା ଯାଇଥିଲା କି ରାନୁ ଅଣ୍ଟାରେ ନାଲି ରଙ୍ଗର ଚୁନେରୀ କୁ ବାନ୍ଧି ଦେଇଥିଲେ | ଆଉ ନୀଳ ରଙ୍ଗର ଗୋଟିଏ ଡ୍ରେସ ପିନ୍ଧିକି କରିବାକୁ ଲାଗିଛନ୍ତି ଡାନ୍ସ |
ତେବେ ଏହିଭଳି ରାନୁ ମଣ୍ଡଳ ଙ୍କ ନାଚ କୁ ଶେଖର ଭାରତୀ ନାମକ ଜଣେ ଲୋକ ତାଙ୍କର ଇନ୍ଷ୍ଟଗ୍ରାମ ଏକାଉଣ୍ଟ ରେ ସେୟାର କରିଛନ୍ତି | ତେବେ କାପସନ ରେ ଲେଖା ଯାଇଛି ଅବ ଡାନ୍ସ ଭି | ତେବେ ଏହିଭଳି ରାନୁ ମଣ୍ଡଳ ଙ୍କ ଡାନ୍ସ ଭିଡିଓ ସେସିଆଲ ମିଡ଼ିଆରେ ଭାଇରାଲ ହେବାପରେ ବହୁତ ସାରା ଲାଇକ ଓ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି | ଆଉ ଯୋଉଁ ଭିଡିଓ କୁ ଅନେକ ଲୋକ ପସନ୍ଦ କରିବା ସହିତ ଅନେକ ସମାଲୋଚନା ମଧ୍ୟ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।