Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ଛିଃ ଛିଃ ! ପ୍ରେମିଯୁଗଳ ଙ୍କ ବୀଚ ରାସ୍ତାରେ ଏଭଳି ହରକତ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

0

ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ପ୍ରତି ମୂହୁର୍ତ୍ତରେ କିଛି ନା କିଛି ନୂତନ ଘଟଣା ବା ମଜାଳିଆ ଦୃଶ୍ୟ ବା ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ । କେହି କେହି ବ୍ୟକ୍ତିମାନେ ପସନ୍ଦ ଆସିଥିବା ଭିଡିଓକୁ ଅଧିକ ମାତ୍ରାରେ ସେୟାର କରିଥାନ୍ତି । କିନ୍ତୁ ଏମିତି କିଛି ବ୍ୟକ୍ତି ମାନେ ରହିଛନ୍ତି , ଯେଉଁମାନେ ବହୁତ ଶୀଘ୍ର ଲୋକଲୋଚନକୁ ଆସିବା ପାଇଁ ପସନ୍ଦ କରିଥାନ୍ତି । ସେଥିପାଇଁ ସେମାନଙ୍କୁ କୌଣସି ଭୟଙ୍କର କାର୍ଯ୍ୟ କରିବାକୁ ପଡୁନା କାହିଁକି ସେମାନେ ଟିକିଏ ହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ । ପ୍ରତିଦିନ ଭିଡିଓ ରେ ଆପଣ ମାନେ ମଜା , ଖୁସୀ , ଦୁଃଖ , ବେଦନା ଏମିତି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖିବାକୁ ପାଉଥିବେ ।

ଏସବୁ ଭିଡିଓ ମଧ୍ୟରୁ ଏମିତି କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକିଏ ଅଲଗା ଏବଂ ଅଧିକ ମାତ୍ରାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଲୋକମାନେ ଅଧିକ ମାତ୍ରାରେ ମଜାଳିଆ ଭିଡିଓ ଦେଖିବାକୁ ପସନ୍ଦ କରିଥାନ୍ତି କାରଣ ସେହି ଭିଡିଓ ସେମାନଙ୍କୁ ଅଧିକ ଖୁସୀ ପ୍ରଦାନ କରିଥାଏ । ଏମିତି କିଛି ଭିଡିଓକୁ ଦେଖି ଆମେ ମାନେ ତାହାକୁ ସତ୍ୟ ବୋଲି ମଧ୍ୟ ମାନି ନେଇଥାଉ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭାଇରାଲ ଭିଡିଓ ବିଷୟରେ କହିବୁ , ଯାହା ଆପଣ ଦେଖିବା ମାତ୍ରେ ଆପଣଙ୍କୁ ଚକିତ କରିବା ସହ ଖୁସୀ ମଧ୍ୟ କରାଇବ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ଖବର ବିଷୟରେ ।

ସୂଚନା ଅନୁସାରେ ଏହି ଭିଡିଓରେ ଟିକିଏ ଭିନ୍ନ ଢଙ୍ଗର ଚିତ୍ର ଦେଖିବାକୁ ମିଳିଛି , କିନ୍ତୁ ଘଟଣାଟି କେଉଁ ସ୍ଥାନରେ ଘଟିଛି ଏ ପର୍ଯ୍ୟନ୍ତ କିଛି ଜଣା ପଡିନାହିଁ । ଏହି ଘଟଣାରେ ଏକ ପ୍ରେମୀଯୁଗଳଙ୍କ ହରକତ ଦେଖିବକୁ ମିଳିଛି । ପ୍ରେମୀଯୁଗଳମାନେ ଯେଉଁଭଳି ଭଳି କାର୍ଯ୍ୟ କରୁଛନ୍ତି ତାହା ଦେଖିବା ମାତ୍ରେ ହିଁ ଆପଣ ଆପଣଙ୍କ ହସକୁ ଆଟକାଇ ପାରିବେ ନାହିଁ । ତେବେ ଭିଡିଓରେ ଦେଖିବାକୁ ମିଳିଛି ଏକ ପ୍ରେମୀ ଯୁଗଳ ଗାଁ ରାସ୍ତାରେ ବାଇକ ରେ ବସି ଯେଉଁଭଳି ହରକତ୍ କରୁଛନ୍ତି , ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଥମେ ଏହି ଭିଡିଓକୁ ଦେଖି ଲୋକମାନେ ଏକ ଫିଲ୍ମୀ ସୁଟିଙ୍ଗ ଚାଲିଛି ବୋଲି ଭାବିଛନ୍ତି ।

କିନ୍ତୁ ପରେ ଜଣାଯାଇଛି ଯେ ସେମାନେ ଦୁହେଁ ପ୍ରେମୀଯୁଗଳ ବୋଲି । ତେବେ ପୁଅଟି ବାଇକ ଚଲାଉଥିବା ବେଳେ ଝିଅଟି ତାଙ୍କ ଆଡକୁ ମୁହଁ କରି ଧରି ବସିଛି । ରାସ୍ତାରେ ଯାଉଥିବା ଲୋକମାନେ ଏଭଳି ଦୃଶ୍ୟ ଦେଖି ଉଭୟ ପ୍ରେମୀଯୁଗଳଙ୍କୁ ଅଟକାଇଥିଲେ । ପରେ ସେମାନଙ୍କୁ ତାଙ୍କର ଠିକଣା ପଚାରା ଯାଇଥିଲା କିନ୍ତୁ ସେମାନେ ଲୋକମାନଙ୍କ ସହ ଝଗଡା କରି ସେହି ସ୍ଥାନରୁ ପଳାଇ ଯାଇଥିଲେ । ତେବେ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.