Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ପଚାଶ ଟଙ୍କା ଦିଅ କୁଣ୍ଢା କୁଣ୍ଢି କର….

0

ସମାଜରେ ଲୋକ ମାନେ ବହୁତ ମାତ୍ରାରେ ଅନ୍ୟାୟ କାର୍ଯ୍ୟ କରି ଚାଲିଛନ୍ତି। ସମାଜରେ ଏଭଳି କିଛି ନୃଶଂସ ବ୍ୟକ୍ତି ଅଛନ୍ତି, ଯେଉଁ ମାନେ ଖରାପ ବ୍ୟବହାର କରିବା ସହିତ ଅସଦାଚରଣ ମଧ୍ୟ କରୁଛନ୍ତି। ଯାହାକି ସମାଜ ପାଇଁ ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଯେଉଁ ମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନେ ମନରେ ଭୟ ରଖୁ ନାହାନ୍ତି ବା ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଭୟ କରୁ ନାହାନ୍ତି। ସେମାନେ ଏଭଳି ନୀଚ୍ଚ କାମ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ଯାହା ଫଳରେ କି ସେମାନଙ୍କ ପାଇଁ ସମାଜ ଆଜି ଖରାପ ହେବାରେ ଲାଗିଛି। ଏଭଳି ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ନିନ୍ଦା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ବୃଦ୍ଧ ବ୍ୟକ୍ତି ଦୁଇ ଜଣ ନାବାଳିକାଙ୍କ ସହ ଅସଦାଚରଣ କରିଛନ୍ତି ବୋଲି ସୂଚନା ମିଳୁଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଏଭଳି ଖବର ସୋସିଆଲ ମିଡିଆରେ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ବଜାରରୁ ଏକ ଲଜ୍ୟା ଜନକ ଘଟଣା ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଜଳେଶ୍ବର ବଜାର ଉପରେ ଏକ ଦୋକାନ ରହିଛି। ସେହି ଦୋକାନକୁ ଦୁଇ ଜଣ ନାବାଳିକା ପେପ୍ସି ଓ ଚକୋଲେଟ କିଣିବା ପାଇଁ ଯାଇ ଥିଲେ। ସେହି ବୃଦ୍ଧ ବ୍ୟକ୍ତି ଜଣଙ୍କ ତାଙ୍କ ଦୁହିଁଙ୍କୁ ଦେଖି ଦୋକାନ ଭିତରକୁ ଡାକି ତାଙ୍କ ପ୍ୟାଣ୍ଟ ସାର୍ଟ ଖୋଲି ସେମାନଙ୍କ ସହ ଖରାପ ବ୍ୟବହାର କରିବା ସହିତ ଅସଦାଚରଣ ମଧ୍ୟ କରିଥିଲା।

ସେମାନେ ଦୁଇ ଜଣ କୌଣସି ଉପାୟରେ ସେହି ବୃଦ୍ଧ ବ୍ୟକ୍ତିଙ୍କ ଠାରୁ ଖସି ଆସି, ତାଙ୍କ ନାଁ ରେ ଥାନାରେ ଅଭିଯୋଗ କରି ଥିଲେ ଓ କହି ଥିଲେ ଯଥା ଶୀଘ୍ର ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ, ତାଙ୍କୁ ଉଚିତ ଦଣ୍ଡ ଦିଆ ଯାଉ। କିନ୍ତୁ ଏହି ଘଟଣାଟିକୁ ବୃଦ୍ଧ ଜଣଙ୍କ ଆଡେଇ ଦେଇ କହିଥିଲେ ଯେ, ଦୁଇ ଜଣ ନାବାଳିକା ଦୋକାନକୁ ଆସି ୫୦ ଟଙ୍କା ଦେଇ ତାଙ୍କୁ କୁଣ୍ଡା କୁଣ୍ଡି କରିବା ପାଇଁ କହିଥିଲେ। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚହଳ ସୃଷ୍ଟି କରିଛି। ତେବେ ବନ୍ଧୁଗଣ ଯେଉଁ ମାନେ ସମାଜରେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଉଚିତ ଶାସ୍ତି ଦିଆଯାଉ ଓ ଯାହା ଫଳରେ କି ଏଭଳି କାର୍ଯ୍ୟ କରିବାକୁ ସେମାନେ ଆଉ କେବେ ହେଲେ ବି ସାହସ କରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.