Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ଭଗବାନ ଙ୍କ ଅଷ୍ଟପ୍ରହରୀ ରେ ରାସଲୀଳା, ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି….

0

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାର ଭାଇରାଲ ଭିଡିଓ ଦେଖୁଥିବେ। ଯେଉଁ ଘଟଣା କିଛି ଭିନ୍ନ ଧରଣର ହୋଇଥାଏ ତାକୁ ଲୋକେ ପସନ୍ଦ କରନ୍ତି ଏବଂ ଏହି ଭିଡ଼ିଓ କୁ ସୋସିଆଲ ମିଡିଆରେ ସେୟାର କରନ୍ତି ଏବଂ ପରେ ଏହା ଭାଇରାଲ ମଧ୍ଯ ହୋଇଥାଏ।ପରେ ଏହା ଲୋକ ଲୋଚନକୁ ଆସିଥାଏ ଏବଂ ଚର୍ଚ୍ଚା ହୋଇଥାଏ। ତେବେ ଆମେ ଦେଖିବାକୁ ପାଉଥିବା ଭିଡିଓ ମାନଙ୍କରେ ସେଥିରେ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ।ଆଉ ଏ ବିଷୟରେ ଧାରଣା ବି ପାଉଥିବେ।

ତେବେ ଆପଣ ଦେଖିବାକୁ ପାଉଥିବା ଭିଡିଓ ମାନଙ୍କ ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।ସେହିଭଳି କିଛି ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ। ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ।

ଆମେ କହୁଥିବା ଏହି ଘଟଣା ଠିକ୍ ସେହିପରି। ଯେଉଁ ଘଟଣା ରେ ଏକ ଭିନ୍ନ ଢ଼ଙ୍ଗର ଚିତ୍ର ଦେଖିବାକୁ ମିଳିଛି। ତେବେ ଏହି ଘଟଣାଟି ହେଉଛି ଏକ ଅଷ୍ଟପ୍ରହରୀ ରେ ହେଉଥିବା ସଙ୍କୀର୍ତ୍ତନ ର ଦୃଶ୍ୟ। ଏହି ଘଟଣାରେ ଯେଉଁଭଳି ଦୃଶ୍ୟ ଦେଖିବାକୁ ମିଳିଛି ତାହା ଦେଖିଲେ ଆପଣ ବି ଚକିତ ହୋଇଯିବେ। ତେବେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଗୋଟିଏ ଜାଗାରେ ହେଉଥିବା ସଙ୍କୀର୍ତ୍ତନ ରେ ପୁଅ ଝିଅ ମାନେ ହରି ନାମ ର ତାଳେ ତାଳେ ନାଚୁଛନ୍ତି। ସେମାନେ ବିଭିନ୍ନ ପ୍ରକାର ଢଙ୍ଗରେ ନୃତ୍ୟ ପରିବେଷଣ କରୁଛନ୍ତି। ଯାହାକୁ ଦେଖିଲେ ଲାଗୁଛି ମଡର୍ଣ୍ଣ ସଙ୍କୀର୍ତ୍ତନ ଏଠାରେ ଏମାନେ ଦେଖାଉଛନ୍ତି। ପୁଣି ଏହା ହିନ୍ଦୀ ଫିଲ୍ମର ଗୀତର ସ୍ବରରେ।

ଏହା ଦେଖିଲେ ଆପଣ ବି ଭାବୁଥିବେ କଣ ସଙ୍କୀର୍ତ୍ତନ ରେ ଏମିତି ବି ଚାଲେ, ଲୋକେ ଏଭଳି ବାତାବରଣ କୁ କଣ ପସନ୍ଦ କରୁଛନ୍ତି। ତେବେ ଏହାର ଉତ୍ତର ହଁ ହିଁ ହେବ। କାରଣ ଏହାର ଆୟୋଜକ ଏହିଭଳି ଗ୍ରୁପ୍ କୁ ଆଣିଛନ୍ତି। ତେବେ ଆପଣ ଭଲ ଭାବରେ ଶୁଣିଲେ ଜାଣି ପାରିବେ ଯେ ଏଠାରେ ଟିପି ଟିପି ବର୍ଷା ପାଣି ଗୀତର ସ୍ୱର ରେ ହରି ନାମ ଗାଉ ଛନ୍ତି ହରିନାମ ଗାଉଥିବା ଲୋକେ। ଆଉ ଏହି ମଡର୍ଣ୍ଣ ଗୀତର ସ୍ବରରେ ହରିନାମ ଗାନକୁ ବି ଲୋକେ କୁଆଡେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହାର ଚାହିଦା ବେଶ୍ ଅଧିକ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.