Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ସ୍ୱାମୀ ଆଗରେ ସ୍ତ୍ରୀ କୁ କଲେ ରେଫ୍‌ ଭିଡ଼ିଓ ହେଉଛି ଭାଇରାଲ…

0

ଦିନକୁ ଦିନ ସମାଜରେ ବୃଦ୍ଧି ପାଉଛି ଅମାନୁଷିକ କାର୍ଯ୍ଯକଲାପ। ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି ଭଳି ଖବରରେ ପୂର୍ଣ୍ଣ ହେଉଛି ଦୈନନ୍ଦିନ ଖବରକାଗଜ ର ପୃଷ୍ଠା। ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି। କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେଣୁ ଏସବୁକୁ ନେଇ ଏକ ପ୍ରକାର ଭୟ, ଅସ୍ଥିରତା ଦେଇ ମଣିଷକୁ ଏବେ ଦିନ କାଟିବାକୁ ପଡ଼ୁଛି।

କାରଣ ଏହିଭଳି ସମାଜରେ କଣ କାହା ସହ କେତେବେଳେ ଘଟିବ ତାହା କହିବା ଏକ ପ୍ରକାର ମୁସ୍କିଲ ଅଟେ। ଯାହା ଦେଖିବାକୁ ମିଳୁଛି ଧିରେ ଧିରେ ଅଧିକ ନୃଶଂସ ହୋଇ ପଡୁଛି ଆଜିର ମଣିଷ।ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି। ସେହିପରି କିଛି ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। କାରଣ ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ।

ଏହି ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ବାମଣି ଗ୍ରାମରେ।ତେବେ ସୂଚନା ଅନୁସାରେ ଏଠାରେ ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳା ଜଣଙ୍କୁ ଗଣ ବଳାତ୍କାର କରା ଯାଇଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ଯାହା ଜଣା ପଡ଼ିଛି ଏହି ଗ୍ରାମରେ ଏକ ଘରେ ସ୍ବାମୀ, ସ୍ତ୍ରୀ ଓ ପୁଅ ଶୋଇଥିବା ସମୟରେ ରାତ୍ରୀ ସମୟରେ ୨ ଜଣ ଯୁବକ ଘର ପଛପଟେ ପଶି ସ୍ବାମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ଜଣେ ଯୁବକ ପୁଅକୁ ବନ୍ଧୁକ ଦେଖାଇ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଯୁବକ ମହିଳାଙ୍କୁ ବଳାତ୍କାର କରିଥିଲେ।

ଆଉ ତାପରେ ଅନ୍ୟ ଯୁବକ ଜଣଙ୍କ ମଧ୍ଯ ମହିଳାଙ୍କୁ ବଳାତ୍କାର କରିଥିଲେ। ମହିଳା ଜଣକ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମଧ୍ଯ ମାରିଥିଲେ ବୋଲି ମହିଳାଙ୍କ ସ୍ବାମୀ ଗଣମାଧ୍ୟମ ଆଗରେ କହିଛନ୍ତି। ପୁଅ ଉପରେ କାଳେ କଣ ବିପଦ ଆସିବ କିମ୍ୱା ସେମାନେ କିଛି କରିଦେବେ ସେଥିପାଇଁ ତାଙ୍କ ବାପା ଡରିଯାଇ ଥିଲେ ବୋଲି ମଧ୍ୟ ସେ କହିଛନ୍ତି।ତେବେ ଏନେଇ ଦମ୍ପତି ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ମଧ୍ୟ ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ମମତା ପାଣିଗ୍ରାହୀ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.