Swastik Tv News Odisha

ଦେଖନ୍ତ ଭିଡିଓ – ନୂଆ ବୋହୂ ରୋଷେଇ କରୁଥିବା ସମୟରେ ହଠାତ୍ ବାହାରିଲା ନାଗସାପ ଆଉ ତା’ପରେ

0

ଏହି ଦୁନିଆଁ ରେ ସମସ୍ତ ଙ୍କୁ ବଞ୍ଚିବାକୁ ଭଲ ଲାଗିଥାଏ। ତେବେ କିନ୍ତୁ କେବଳ ମଣିଷ ନୁହେଁ ବରଂ ସବୁ ପଶୁ ପକ୍ଷୀ ଙ୍କର ମଧ୍ୟ ନିଜ ଜୀବନ ପ୍ରତି ଭୟ ରହିଥାଏ। ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପ କୁ ସୃଷ୍ଟି କରିଛନ୍ତି ଯାହାକି ଅତ୍ୟନ୍ତ ଭୟଙ୍କର ଏବଂ ବିଷଧର ମଧ୍ୟ ।ଏମିତି କି ଏମାନେ ଯାହାକୁ ଦଂଶନ କରନ୍ତି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।ମଣିଷ ଜାତି ଏହି ସାପ ଙ୍କୁ ବହୁତ ଭୟ ମଧ୍ୟ କରେ ।

ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ ।ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ।

କିନ୍ତୁ ସେ ଯେକୌଣସି କାରଣ ରେ ଜଣଙ୍କୁ କାମୁଡି ଲା ତାହା କେବେବି ବଡ଼ କଥା ନୁହେଁ କିନ୍ତୁ ସବୁଠାରୁ ବଡ଼ କଥା ଏହା କି କାହାକୁ କାମୁଡ଼ି ଲେ ତାହାର ମୃତ୍ୟୁ ହେବାର ସମ୍ଭାବନା ବହୁତ ଅଧିକ ଥାଏ। ତେବେ ବହୁତ କମ ଭାଗ୍ୟବାନ ଲୋକ ରହିଥାନ୍ତି ଯେଉଁ ମାନଙ୍କୁ ସାପ କାମୁଡ଼ିବା ପରେ ମଧ୍ୟ ସେମାନେ ବଂଚିଯାଇଥାନ୍ତି। ତେବେ ଏହି ଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ର ଗୋଟିଏ ୧୧ ବର୍ଷ ର ପିଲା ସହ।

ତେବେ ଘଟଣା ଟି କିଛି ଏପରି ଥିଲା କି, ୧୧ ବର୍ଷ ର ବାଳକ ଟିକୁ ଏକ ବିଷଧର ସାପ କାମୁଡି ଦେଇଥିଲା। ତେବେ କାମୁଡିଲା ପରେ ପିଲା ଟିକୁ ହସ୍ପିଟାଲରେ ଭର୍ତ୍ତି କରିଯିବା ସହ ସାପ ଧରାଳି କୁ ପରିବାର ଲୋକେ ସୂଚନା ଦେଇଥିଲେ। ତେବେ କିନ୍ତୁ ଆପଣ ମାନେ ନିଶ୍ଚିତ ଜାଣିଥିବେ କି କାମୁଡି ଥିବା ସାପ ଟିକୁ ଚିନ୍ହଟ କରିବା ପରେ ତାର ଚିକିତ୍ସା କରିବା ସୁବିଧା ହୋଇଥାଏ।

ତେବେ ଏହି ଘଟଣା ରେ କିଛି ଏପରି ହୋଇଥିଲା। ତେବେ ଠିକ ସମୟରେ ସାପ ଧରାଳି ଜଣଙ୍କ ସାପ ଟିକୁ ଚିନ୍ହଟ କରି କହିଥିଲେ କି ସାପ ଟି ହେଉଛି କମେନ କ୍ରେଟ ଯାହାକି ବହୁତ ବିଷଧର ଅଟେ। ତେବେ ସାପ ଧରାଳି ଜଣଙ୍କ ଡାକ୍ତର ଙ୍କ ପାଖକୁ ସାପ ର ଫୋଟ ଉଠାଇ ପଠାଇ ଥିଲେ।

ଡାକ୍ତର ସାପ ଟିକୁ ଜାଣିପାରି ପିଲା ଟିର ଉଚିତ ଚିକିତ୍ସା କରିଥିଲେ। ପରେ ପିଲାଟି ମଧ୍ୟ ସାପ ଆଘାତ ପରେ ମଧ୍ୟ ବଂଚିଯାଇଥିଲା।ତେବେ ପରେ ସାପ ଧରାଳି ଜଣ ଙ୍କ ନିଜର ବିଦ୍ୟା ଏବଂ କୌଶଳ ବଳରେ ନିଜ ଅକ୍ତିଆର କୁ ଆଣିଥିଲେ ଏବଂ ତାକୁ ଧରି ନିଜ ସହ ଜଙ୍ଗଲ କୁ ନେଇଯାଉଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.