ଧିରେ ଧିରେ ସମାଜରେ କିପରି ନିନ୍ଦନୀୟ କାର୍ଯ୍ୟ କଳାପ, କ୍ରାଇମ୍, ଏବଂ ଦେହ ବ୍ୟବସାୟ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ତ ଆପଣ ଜାଣି ପାରୁଥିବେ। ରାଜଧାନୀ ଭୁବନେଶ୍ବର ରେ ଏପରି ଘଟଣା ଅନେକ ସଂଖ୍ୟାରେ ଦେଖିବାକୁ ମିଳୁଛି। ବିଶେଷ କରି ସେକ୍ସ୍ ଏବଂ ବ୍ଲାକ ମେଲିଂ ପରି ଘଟଣା ଏବେ ଅନେକ ସଂଖ୍ୟାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।ଦୁନିଆରେ ଦିନକୁ ଦିନ ସଂଖ୍ୟାଧିକ ଅପରାଧ ବଢ଼ି ଚାଲିଛି। ଏହାରି ଭିତରେ ରେପ୍, ହତ୍ୟା ,ଚୋରି, ନୃସଂଶତା ଭଳି ଅନେକ ଘଟଣା ଘଟୁଛି ଏବଂ ପୋଲିସ ପାଖକୁ ଏହାର ଅଭିଯୋଗ ବି ଯାଉଛି। ଆଜି ଆମେ ସେହିପରି ଏକ ନିନ୍ଦନୀୟ କାର୍ଯ୍ୟକଳାପ ଉପରେ ଆଲୋଚନା କରିବା।
ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି। ପ୍ରତିଦିନ ଦୁନିଆରେ ଆପଣ ଦେଖିବାକୁ ପାଉଥିବେ କିପରି ଭାବରେ ଭୟାନକ ଘଟଣା ସବୁ ଘଟି ଯାଉଛି। ମାରପିଟ୍ ରେ କେତେବେଳେ କାହାର ଜୀବନ ଚାଲି ଯାଉଛି ତ ପୁଣି କିଏ ହତ୍ୟା, ଷଡ଼ଯନ୍ତ୍ର ର ଶିକାର ହେଉଛି। ଆଉ ଏକ ପ୍ରକାର ଭୟ, ଅସ୍ଥିରତା ଦେଇ ମଣିଷକୁ ଏବେ ଦିନ କାଟିବାକୁ ପଡ଼ୁଛି।କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି।ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
ଏହିଭଳି ସମାଜରେ କଣ କାହା ସହ କେତେବେଳେ ଘଟିବ ତାହା କହିବା ଏକ ପ୍ରକାର ମୁସ୍କିଲ ଅଟେ। ସେହିପରି ଆମେ କହିବାକୁ ଯାଉଥିବା ଘଟଣାରେ ଖୋର୍ଦ୍ଧା ରେ ଏକ ସେକ୍ସ୍ କାରବାର ର ଷ୍ଟିଙ୍ଗ ଅପରେସନ ର ଭିଡିଓ ସାମ୍ନାକୁ ଆସିଛି। ଯେଉଁଠି ସରକାରୀ ଜମି ଉପରେ ଚାଲିଥିଲା ଏହି ଦେହ ବ୍ୟବସାୟ। ଆଗରେ ହାଟ ଏବଂ ପଛରେ ସରକାରୀ ଅଫିସ୍ ଆଉ ମଝିରେ ଚାଲିଥିଲା ଏହି ଦେହ ବ୍ୟବସାୟ। ଏ ବିଷୟରେ ସୂଚନା ପାଇ ବାଲୁଙ୍ଗା ଏସ ଡି ପି ଓ ଙ୍କ ନିର୍ଦ୍ଦେଶରେ ଟାଙ୍ଗି ଥାନା ଅଧିକାରୀ ସେଠାରେ ପହଞ୍ଚି ମହିଳା ଜଣଙ୍କୁ ସେଠାରୁ ଗିରଫ କରିଥିଲେ। ଆପଣ ଏହି ଭିଡିଓ ରେ ଦେଖି ପାରିବେ ଯେ କିପରି ଭାବରେ ଏଠାରେ ସେକ୍ସ କାରବାର ଚାଲିଛି।
ଟାଙ୍ଗି ଥାନା ଅଧିକାରୀ ସେଠାରେ ପହଞ୍ଚି ଉକ୍ତ ମହିଳା ଜଣଙ୍କୁ ଗିରଫ କରିବା ପରେ ମହିଳା ଜଣଙ୍କ ପୋଲିସ୍ ଗାଡ଼ିରେ ବସି ଯେଉଁଭଳି ପ୍ରତିକ୍ରିୟା ଦେଉଛନ୍ତି ତାହା ଦେଖି ଲାଗୁଛି ଯେମିତି ତାଙ୍କର କିଛି ଫରକ୍ ପଡୁନାହିଁ। ଜଣା ପଡୁଛି ଫେରିଲା ପରେ ସେ ପୁଣି ଏହି ବ୍ୟବସାୟ କୁ ଫେରିବେ। ତେବେ କେତେଦିନ ହେଲା ଏଠାରେ ସେକ୍ସ କାରବାର ଚାଲୁଥିଲା ଏବଂ କାହିଁକି ପୋଲିସ୍ ଜାଣି ପାରିଲାନି ତାହା ହେଉଛି ବଡ଼ ପ୍ରଶ୍ନ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।