ହଁ ଦର୍ଶକ ବନ୍ଧୁ ସାଧାରଣତଃ ଆମେ ଦେଖିଥାଉ କି ଶୋଇକି ଉଥିଲେ ଆମ ଦେହରେ ଦରଜ ହୋଇଥାଏ ଆଉ ଯାହା ଆମକୁ ଆଶ୍ୱାସ୍ତ ମଧ୍ୟ କରେଇ ଦେଇଥାଏ |ଏପରି କିଛି ହେବା ଯୋଗୁଁ ଆମେ ଏନେକ ସମୟରେ ନିଜକୁ ମାନ୍ଦା କରିଦେଇଥାଏ | ଆପଣ ମାନେ ଯଦି ଏଭଳି କିଛି ସମସ୍ୟା ରେ ପଡିଛନ୍ତି ତାହେଲେ ଆଦୁ ବି ଚିନ୍ତା କରନ୍ତୁ ନାହିଁ ମୁଁ ଆଜି ଆପଣ ମାନଙ୍କୁ କିଛି ଏପରି ଘରେଇ ଉପଚାର ବିଷୟରେ ଜଣାଇବି ଯାହା ଯୋଗୁଁ ଆପଣଙ୍କ ଏହି ଭଳି ସମସ୍ୟା ମୂଳରୁ ଲୁପ୍ତ ହୋଇଯିବ ତାହେଲେ ଆସନ୍ତୁ ଜାଣିବା ସେହି ଘରେଇ ଉପଚାର ଗୁଡ଼ିକ କଣ କଣ |
ଆପଣଙ୍କ ନିଦରୁ ଉଥିଲେ ଯଦି ଜୋଏଣ୍ଟ ଯାହା ଗୁଡିକରେ ପେନ ହେଉଛି ତାହେଲେ ମୁଁ ଆପଣ ମାନଙ୍କୁ ଆଜି 3 ଟି ସ୍ଟେପ୍ସ ବତାଇବି ଯାହାକୁ ମାନି ଚଳିଲେ ଏହି ପ୍ରକାରର ସମସ୍ୟା ଆଉ ଦେଖା ଯିବ ନାହିଁ ଓ ମୂଳରୁ ଦୂର ହୋଇଯିବ, ସେଗୁଡିକ ହେଉଛି |
ଟିପ୍ସ -1
ସାଧାରଣତଃ ଆପଣ ମାନେ ପାଣି ପିଇଲା ବେଳେ ବୋତଲ ର ବହୁତ ଭାବରେ ବ୍ୟବହାର କରିଥାନ୍ତି ଓ ଛିଡା ହେଇକି ମଧ୍ୟ ପାଣି ପିଇଥାନ୍ତି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହାନି କାରକ ହୋଇଥାଏ , ତେଣୁ ଆମେ ଯେତେବେଳେ ବି ପାଣି ପିଉଛେ ବ୍ୟସ୍ତ ହେଇକି ପାଣି ନ ପିଇକି ଧୀରେ ସୁସ୍ତେ ବସିକି ଗ୍ଲାସ ରେ ପାଣି ପିଇଲେ ଆମେ ଏହି ସବୁ ଶୋଇ ଉଥିଲେ ଦେହରେ ହେଉଥିବା ବିନ୍ଧା ଚେଞ୍ଚା ଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇଁ ପରିବା, ଆହୁରି ମଧ୍ୟ ଆପଣ ମାନେ ମନେ ରଖିଥିବେ ଯଦି ଆପଣ ଛିଡା ହେଇକି ପାଣି ପିଇଉ ଛନ୍ତି ତାହେଲେ ଏହା ଆପଣଙ୍କର ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ |
ଟିପ୍ସ -2
ଆମେ ପ୍ରତେକ ଦିନ ଗୋଟିଏ ଗ୍ରାମର ଚୂନ ଖାଇବା ନିହାତି ଆବଶ୍ୟକ ହୋଇଥାଏ, ଚୂନ ଖାଇବା ଯୋଗୁଁ ମଧ୍ୟ ଆପଣଙ୍କର ଏହି ପରି ଦେହ ଓ ହାତରେ ହେଉଥିବା ଘୋଳା ବିନ୍ଧା bholi ସମସ୍ୟାରୁ ମଧ୍ୟ ମୁକ୍ତି ପାଇଁ ପାରିବେ, ତାହେଲେ ଚୂନକୁ ତ ଆପଣ ଖାଲି ପାଟିରେ ଖାଇପାରିବେ ନାହିଁ, ସେଥିପାଇଁ ଆପଣ ପାନରେ ଵା କୋୖଣସି ତରକାରୀ ରେ ଵା ଫଳ ରସ ସହିତ ମିଶାଇ ଖାଇପାରିବେ |
ଟିପ୍ସ -3
ଆପଣ ମାନେ ପ୍ରତେକ ଦିନ ରାତିରେ 250 ଗ୍ରାମ ପାଣିରେ ଗୋଟିଏ ଚାମଚ ମେଥି ପକାଇ ରଖିଦେବେ ଓ ସକାଳେ ଉଠିଲେ ସେହି ମେଥୀକୁ ଚୋବାଇ ଖାଇଦେବେ ଓ ସେହି ପାଣିକୁ ପିଇ ଦେବେ |
ଏହି ଭଳି 3 ଟି ଘରେଇ ଉପଚାର ଯଦି ମାନିବେ ତାହେଲେ ଗୋଡ଼ , ହାତ , ଗଣ୍ଠିରେ ଶୋଇକି ଉଥିଲେ ଯୋଉ ବିନ୍ଧା hue ତାହା ମୂଳରୁ ଦୂରେଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।