ଧନୀ ହେବାର ଇଛା ଅଛି କି ? ଗୁଜୁରାତି ରେ ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ…

ତେବେ ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଜାଣିଥିବେ କି ମନୁଷ୍ୟ ମାନଙ୍କ ଠାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ | ଆଉ ସେହି ସବୁ ସମସ୍ୟାକୁ ସମାଧାନ କରିବା ପାଇଁ ଆମ ପୂରଣ ଶାସ୍ତ୍ର ରେ ଅନେକ ଗ୍ରନ୍ଥ ମାନ ମଧ୍ୟ ରହିଛି | ଆଉ ଯାହାକୁ ବିଶ୍ୱାସ କରିକି ଆମେ ଅନେକେ କାର୍ଯ୍ୟ କରିଥାଉ ଆଉ ସେହି ଅନୁସାରେ ସୁଫଳ ମଧ୍ୟ ପାଇଥାଉ | ତେବେ ପ୍ରତେକ ମଣିଷ ଚାହାଁନ୍ତି ସେ କେମିତି ଧନୀ ହେବେ ଓ ତାହା ସହିତ ତାଙ୍କର ସବୁ ପ୍ରକାରର ଅସୁବିଧା ଦୂରେଇ ଯିବ ଓ ସଫଳତା ମଧ୍ୟ ପାଇବେ ସବୁ କାର୍ଯ୍ୟରେ | ଯଦି ସେମିତି କିଛି କରିବାର ଅଛି ତାହେଲେ ଗୁଜୁରାତି କୁ ବ୍ୟବହାର କରନ୍ତୁ, ଆଉ ଯାହା ଦ୍ଵାରା ଗରିବ ପଣିଆ ସବୁଦିନ ପାଇଁ ଦୂରେଇଯିବ | ଆସନ୍ତୁ ତାହେଲେ ବନ୍ଧୁଗଣ ସେ ସମସ୍ତ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ମାନେ ବହୁତ ଭଲ ଭାବରେ ଜାଣିଛୁ କି ଗୁଜୁରାତି ହେଉ ବା ଲବଙ୍ଗ ବା ଅଳେଇଚ ଯାହାକୁ ଆମେ ରୁଷେଇ କାର୍ଯ୍ୟରେ ବ୍ୟବହାର କରିଥାଉ | କିନ୍ତୁ ସେହି ଗୁଜୁରାତି ର ଅନ୍ୟ ବହୁତ ଗୁଣ ରହିଛି ଯାହା ଜଣେ ଗରିବ କୁ ଧନୀରେ ପରିବର୍ତ୍ତନ କରେଇ ଦେଇ ପାରିବ, ଆଉ ତାହା ସହିତ ଆମ ସହିତ ଘଟୁଥିବା କେତୋଟି ସମସ୍ୟାକୁ ମଧ୍ୟ ସହଜରେ ସମାଧାନ କରେଇ ଦେଇ ପାରିବ |

ତେବେ ସେଥିପାଇଁ ଆମକୁ ପ୍ରଥମେ ସବୁଜ ରଙ୍ଗର ଗୁଜୁରାତି ଆଣିବା ପାଇଁ ପଡିବ | ତେବେ ଗୁଜୁରାତି ରେ ଏତେ ଭଲ ଗୁଣ ରହିଛି କି, ଯାହା ଆପଣଙ୍କର ସମସ୍ତ ସମସ୍ୟା ର ସମାଧାନ ମଧ୍ୟ କରେଇ ଥାଏ | ଯଦି ଆପଣ ମାନେ କୌଣସି କାର୍ଯ୍ୟକୁ ନେଇକି ଚିନ୍ତା ରେ ଅଛନ୍ତି ବା କାହା ସହିତ ଝଗଡା ଆଉ ମନ ଖରାପ ହୋଇଛି ତାହେକେ ଏହି ଗୁଜୁରାତିର ବ୍ୟବହାର କରିକି ସେ ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ପାଇପାରିବେ |

ତାହେଲେ ଆମେ ପ୍ରଥମେ ସବୁଜ ଗୁଜିରାତି କୁ ନରିକି ଠାକୁର ଘର ସାମ୍ନାକୁ ଯିବ | ଆଉ ତାହା ପରେ ଗୁଜୁରାତିକୁ ଧରିକି ହାତ ଯୋଡିବା | ଆଉ 108 ଥର ଓଃ ଶ୍ରୀ ଶ୍ରୀୟୋ ନମଃ ମନ୍ତ୍ର ଟିକୁ ଜପ କରିବା | କିନ୍ତୁ ମନେ ରଖିବେ ଏମିତି କରିବା ସମୟରେ କାହା ସହିତ କଥା କହିବେ ନାହିଁ | ଆଉ ଏହାକୁ ଜପ କରିବା ପରେ ଗୁଜୁରାତି କୁ ଡାହାଣ ହାତ ମୁଠି ରେ ରଖିବେ ଆଉ ଘରେ 7 ଥର ବୁଲିବେ | ଆଉ ତାହା ପରେ ଆପଣ ମାନେ ସେହି ଗୁଜୁରାତିକୁ ଗୋଟିଏ ଲାଲି କପଡ଼ା ରେ ବାନ୍ଧିଦେବେ, ତେବେ ସେହି କପଡ଼ା ଟି ପୁରୁଣା ହେଲେ ବି ଚଳିବ | ଆଉ ତାହାକୁ ଭଲ ଭାବରେ ଗୋଡେଇ ଦେଇକି ନାଲି ସୂତାରେ ଭଲ ଭାବରେ ବାନ୍ଧିଦେଲେ | ଆଉ ତାହା ପରେ ସେହି କପଡ଼ା କୁ ଏପରି ଯାହାରେ ରହିବେ ଯେମିତି କେହି ନ ଦେଖିବେ |

ଆଉ ପରେ ତାହାକୁ ଜଳରେ ଭସେଇ ଦେବାକୁ ପଡୁଥାଏ ବା ଏହାକୁ ପୋତି ଦେବେ | ଯଦି ଏହି କପଡ଼ା କୁ ଆଶ୍ୱସ୍ତ ଗଛ ମୂଳରେ ପୋତିବା ତାହେଲେ ତାହା ଅଧିକ କାମ ଦେଇଥାଏ |ତେବେ ଏହିଭଳି କରିବା ର 15 ଦିନ ପରେ ଆପଣ ମାନେ ଏହାର ଉପକାରିତା ଜାଣି ପାରିବେ ଓଃ ଧନୀ ମଧ୍ୟ ହୋଇପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment