Swastik Tv News Odisha

ନଡ଼ିଆ ତେଲରେ ଏହି ଜିନିଷ ମିଶେଇ ଲଗାନ୍ତୁ ୧୫ ଦିନରେ ମୋଟା ପେଟ ( Loose Belly Fat ) ଗାଏବ ହୋଇଯିବ –

0

ହଁ ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ କି ଶରୀରରେ ମୋଟାପଣ ହେଉ କି, ପେଟରେ ଚର୍ବି ହେଉ ଏହା ଆମ ଶରୀରରେ ରହିଲେ ବା ଆମ ଶରୀରରେ ଚର୍ବି ରା ମାତ୍ର ବଢିଗଲେ ଆମକୁ ଆଶ୍ବସ୍ତି ଲାଗିବା ସହିତ କାମ କରିବା ପାଇଁ ମଧ୍ୟ ଅସୁବିଧା ହୋଇଥାଏ | ଯାହାବି ଆମେ କରୁ ଟିକେ ସମୟରେ ଏତେ ପରିମାଣରେ ଆଶ୍ବସ୍ତି ହୋଉ କି ଆମର ଜୀବନ ଜାପାନ ବି କଷ୍ଟ କର ହୋଇଯାଏ | ତେବେ ଆସନ୍ତି ଆଜି ଜାଣିବା କଣ ସବୁ ଘରେଇ ଉପକରଣ କୁ ବ୍ୟବହାର କରି ଆମେ ମାନେ ଚର୍ବି ଓ ମେଡବୋହୁଳତାରୁ ମୁକ୍ତି ପାଇପାରିବା |

ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତଙ୍କ ପାଖରେ ସମୟର ଅଭାବ, ତେଣୁ ନିଜର ଦେହ ପ୍ରତି ଯତ୍ନ ନେବାର ଟାଇମ ନଥାଏ | ବ୍ୟସ୍ତତା ଯୋଗୁ ଘରେ ଆମ ପାଇଁ ଯାହା ଦରକାର ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ନମ୍ବର ଖାଇ ଆମେ ଫାଷ୍ଟ ଫୁଡ ପରି ତେଲିଆ ଜିନିଷ ଅଧିକ କରିମାଣରେ ଖାଇବା ଯୋଗୁ ମେଦ ବହୁଳତା ଓ ପେଟରେ ଚର୍ବି ଜମାହେଲା ଭଳି ସମସ୍ୟା ଦେଖାଯାଇଥାଏ |ଡାଏଟିଂ କରିବା ଓ ନିୟମିତ ବ୍ୟାୟାମ କରିବା ଯୋଗୁ ଆମେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବା, କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ ବତାଇବି କିଛି ଏପରି ଟିପ୍ସ ଯାହା ଯୋଗୁ ଆପଣମାନେ ବି ବିନା ପରିଶ୍ରମରେ କମ ଟାଇମ ରେ ନିଜର ବେଳିଫେଟକୁ କମେଇ ପାରିବେ ଓ ବିନା ମୂଲ୍ୟରେ |ତେବେ ଆସନ୍ତୁ ଜାଣିବା କଣ ସେଇ ଜିନିଷ ଆଉ କିପରି ଉପାୟରେ ଆମେ ବ୍ୟବହାର କରିବା ଯାହା ଯୋଗୁ ମେଦକୁ ଶରୀରରୁ ଦୁରେଇ ପରିବା |

ଆବଶ୍ୟକୀୟ ଉପକରଣ :-

ନଡ଼ିଆ ତେଲ, ଭିକ୍ସ ଭେପୋରେପ , କର୍ପୁର

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆମେ ଗୋଟିଏ ରୁ ଦୁଇ ଚାମଚ ନଡ଼ିଆ ତେଲ ନେବା, ତାପରେ ସେଥିରେ ଗୋଟିଏ ଚାମଚ ଭିକ୍ସ ନେବା ଯାହା ଆମକୁ ମେଡିସିନ ଷ୍ଟୋର ରୁ ମିଳିଯିବ | ତାପରେ ଆମେ ସେଥିରେ ମିଶାଇବା ବଜାରରୁ ମିଳୁଥିବା ଗନ୍ଧକର୍ପୁର ର 3-4 ଖଣ୍ଡ , ଯାହାକୁ ଭଲ ଭାବରେ ହାତରେ ଚୁରି ଦେବା | ତାପରେ ଏହି ସବୁ ଉପାଦାନକୁ ଭଲ ଭାବରେ ମିକ୍ସ କରିଦେବା ଭଲ ଭାବରେ ଗୋଲେଇକି ଗୋଟିଏ ମିଶ୍ରଣ ପ୍ରସ୍ତୁତ କରିବା |

ବ୍ୟବହାର :-

ଏହି ମିଶ୍ରଣ କୁ ଆମେ ମାନେ ଆମ ପେଟରେ ହେଉ ଵା ଯୋଉଁ ଜାଗାରେ ଚର୍ବି ଜମିଛି ତାହାକୁ ଲଗେଇକି ରଖି ପାରିବା | ଲଗାଇ ସରିଲା ପରେ ମଧ୍ୟ ଆମେ ଜିମ ଯାଇ ପାରିବା , ବ୍ୟାୟାମ କରି ପାରିବା ଓ ସ୍ତ୍ରୀ ଲୋକ ମାନେ ମଧ୍ୟ ଘରର କାମ କରି ପାରିବେ ଏହି ମିଶ୍ରଣ କୁ ଲଗେଇବା ପରେ |

ତେବେ ଏହି ମିଶ୍ରଣ କୁ ଲଗେଇବା ଯୋଗୁଁ ଆମର ଫେଟ ବଢିଯାଇଥିବା ଜାଗାରେ ଝାଳ ବହିଥାଏ ଓ ଫେଟ କମିଯାଇଥାଏ | ତେବେ ଏହି ପରି ଭାବରେ ଆମେ ଘରେଇ ଉପକରଣ କୁ ବ୍ୟବହାର କରିକି ମିଶ୍ରଣ ପ୍ରସ୍ତୁତ କରି ପାରିବା ଓ ଚର୍ବି ଜନିତ ସମସ୍ୟାରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.