Swastik Tv News Odisha

ନବମ ଶ୍ରେଣୀ ଝିଅଙ୍କୁ କମେଣ୍ଟ ମାରି ନାମନେଲେ 3 ରୋଡ ରୋମିଓ ..ଛାତ୍ରୀଙ୍କ ବାପା ଦେଲେ ଉଚିତ ଶିକ୍ଷା… ଦେଖନ୍ତୁ Video

0

ବର୍ତ୍ତମାନ ସମୟରେ ଏମିତି ଘଟଣା ଯାହା ସମସ୍ତଙ୍କୁ ଚମକାଇ ଦେଇଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ଏବେ ଯେଉଁ ଘଟଣା ନଜରକୁ ଆସିଛି କମେଣ୍ଟ ପାଇଁ ଯାହା କରା ଯାଇଛି ତାହା ଆପଣ ମାନେ ଶେଷ ପର୍ଯ୍ୟନ୍ତ ଦେଖିଲେ ଜାଣି ପାରିବେ। ଏହି ଘଟଣା ଟି ନିମାପଡ଼ା ଅଂଚଳରେ ଦେଖିବାକୁ ମିଳିଛି। ଆସନ୍ତୁ ସେହି ଘଟଣା ସମ୍ପର୍କରେ ଜାଣିବା। ଏବେ ଏକ ଅଭୂତ ଜନକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ମାନେ ଏହିଠାରେ ଦେଖିବାକୁ ପାଇଥିବେ। ଆଉ ଘଟଣା ଟି ଏବେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି ଯେଉଁଠି ଏତେ ବଡ଼ ବଡ଼ ଯୁବକ ହୋଇଥିଲେ ମଧ୍ୟ ଏମିତି ଦଣ୍ଡ ବିଧାନ କରା ଯାଉଛି ଯାହା ଆପଣ ମାନେ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଆଉ ଏମିତି କିଛି ଭୁଲ ଯେଉଁମାନେ କରୁଛନ୍ତି ସେହି ମାନଙ୍କ ପାଇଁ ଏମିତି ଦଣ୍ଡ ଦିଆ ଯାଉଛି। ଏହି ଘଟଣା ଟିରେ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଯାହା ଏଠାରେ ଘଟିଛି। ବର୍ତ୍ତମାନ ସମୟରେ ଏହି ଘଟଣା ଦେଖିବା ପରେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରଲ ହେବାରେ ଲାଗିଛି। ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ନଜରକୁ ଆସିଛି। ଆଉ ଏହି ଘଟଣା ଟିରେ ତିନି ଜଣ ଯୁବକ ଯାହା କରିଛନ୍ତି ତାହା ଏକ ନିନ୍ଦନୀୟ ସମାଜ ପାଇଁ। ଆଉ ଏବେ ତିନି ଜଣ ଯୁବକ ଯାହା କରିଛନ୍ତି ତାହା ବର୍ତ୍ତମାନ ସମୟରେ ଚାରିଆଡେ ଦେଖା ଯାଇଥାଏ।

ବେଳେ ବେଳେ ଏମିତି କିଛି ଘଟଣା କୁ ଦୁଷ୍ଟ ସମ୍ପର୍କୀୟ ଯୁବକ ମାନେ ଝିଅ ପିଲା ମାନଙ୍କୁ ଏମିତି କିଛି କମେଣ୍ଟ କରି ଥାଆନ୍ତି। ଏବେ ଏଠାରେ ଦେଖିବାକୁ ମିଳିଛି ଯେ କିଛି ଯୁବକ ରାସ୍ତାରେ ଛୁଆଟି ପଢିବାକୁ ଯିବା ସମୟରେ ସବୁ ଦିନ ତାକୁ କମେଣ୍ଟ କରି ଥାଆନ୍ତି ଯାହା ପାଇଁ ସେହି ଦିନ ଆସି ତାଙ୍କ ଘରେ ଜଣେଇ ଥିଲା। ସବୁ ଦିନ ସେହି ମାନେ ଏମିତି କହି ଥାଆନ୍ତି ଆଉ ଏହି ଘଟଣା ଦିନ ସେ ସହି ନ ପାରି ବାପା ଙ୍କୁ ଜଣେଇ ଥିଲା।

ଏହି ଘଟଣା ସମ୍ପର୍କରେ ତାଙ୍କ ଘର ଲୋକ ଜାଣିବା ପରେ ତାଙ୍କ ବାପା ଯାହା କରିଲେ ତାହା ସମସ୍ତ ଏହିଭଳି ଯୁବକଙ୍କ ପାଇଁ ଏକ ଉଚିତ ପଦକ୍ଷେପ ଏବଂ ସେମାନେ ଏମିତି କିଛି କେବେ କରିବେ ନାହିଁ ଯାହା ଏଠାରେ ଦଣ୍ଡ ବିଧାନ କରିଛନ୍ତି ସେହି ଛୁଆ ଟିର ବାପା। ଏଠାରେ ଝିଅ ଟିର ବାପା ତାଙ୍କ ସାଙ୍ଗ କୁ ଡାକି ଏବଂ ଯୁବକ ଆଣି ଏମିତି ବସ ଉଠ କରିଥିଲେ କହିଥିଲେ ସେହି ୩ ଜଣ ଯୁବକ ଙ୍କୁ ଏମିତି ଆଉ କରିବ ନାହିଁ ଏବଂ ଏହା ପାଇଁ ଆଇନ ଅନୁଯାୟୀ ଦଣ୍ଡ ଦିଆ ଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.