ନମାରି ଛାଡି ଦେବାକୁ ଦାଦାର ଗୋଡ ଧରି ନେହୁରା ହେଇଥିଲେ ପୁତୁରା, ହେଲେ ଶୁଣିନଥିଲା ନୃଶଂସ ରାକ୍ଷସ… ଦେଖନ୍ତୁ ସେହି ସମୟର ଦୃଶ୍ୟ…

ପ୍ରତିଦିନ ସମାଜରେ କିଛି ନା କିଛି ଅପରାଧିକ ଘଟଣା ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି। ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଏସବୁ ବ୍ୟତିରେକ ବତ୍ତମାନ ପାରିବାରିକ କଳହ ବିରାଟ ଏକ ବିରାଟ ବଡ଼ ସମସ୍ୟା ସୃଷ୍ଟି କରିଛି। ତେବେ ଏସବୁ ରୋକିବା ପାଇଁ ପୋଲିସ ଥିଲେ ମଧ୍ୟ ଯେଉଁ ମାନେ ଆପରାଧି ସେମାନଙ୍କ ମନ ମଧ୍ୟରେ ଟିକିଏ ହେଲେବି ଡର କିମ୍ବା ଭୟ ନାହିଁ।

ପ୍ରତିଦିନ ଏଭଳି ଘଟଣା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ପାଇଥିବେ ନିଶ୍ଚିତ ଭାବରେ। ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଘଟିଛି। ସାନ ଭାଇ ନିଜ ମାଆ ପେଟର ବଡ଼ ଭାଇ ପରିବାର ରେ ୫ ଜଣକୁ ମାରି ବଂଶ ନିପାତ କରିଥିବା ଭଳି ଚାଞ୍ଚଲ୍ୟ କର ଘଟଣା ଦେଖିବା ପାଇଁ ମିଳିଛି। ବନ୍ଧୁଗଣ ଜଣେ ମଣିଷ ଯେତେବେଳେ ମଣିଷରୁ ପଶୁ ପାଲଟିଯାଇଥାଏ। ତା’ପରେ ସେ କିଛି ଜାଣେ ନାହିଁ, ସେ କ୍ରୋଧ ପ୍ରକାଶ କରିଥାଏ। ଆପଣ ମାନେ ମାନେ ବର୍ତ୍ତମାନ ସମୟରେ କଟକ ଠାରେ ଏକ ସମାନ ଘଟଣା ଦେଖିବାକୁ ମିଳିଛି ଗୋଟିଏ ପରିବାରରୁ ୫ ଜଣଙ୍କୁ ହତ୍ୟା ହୋଇଥିବା ଜାଣିଥିବେ। ଏବଂ ହତ୍ୟାକାରୀ ହେଉଛି ତାଙ୍କର ନିଜର ସାନ ଭାଇ।

ସାନଭାଇ ବଡ ଭାଇକୁ ହତ୍ୟା କରିଛି। କ୍ରୋଧରେ ସାନ ଭାଇ କଟୁରି ନେଇ ପ୍ରଥମେ ବଡ଼ ଭାଇକୁ ଏବଂ ତା’ପରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ। ଶୋଇଥିବା ପିଲା ମାନଙ୍କର ହଠାତ ନିଦ ଭାଙ୍ଗିଗଲା ପିଲାମାନେ ତାଙ୍କୁ ବହୁତ ଅନୁରୋଧ ଛାଡିଦେବା ନାହିଁ। ହେଲେ ନିଜ ଦାଦା ପୁଅ ଝିଅକୁ ଜଣକୁ ପରେ ହତ୍ୟା କରାଯାଇଥିଲା। ତେବେ ଏହାପରେ ସେ ଆସି ସୋସିଆଲ ମିଡିଆରେ ଏକ ଭିଡ଼ିଓ ଅପଲୋଡ଼ କରିଥିଲେ। ସେଥିରେ କହୁଥିଲେ, ତାଙ୍କ ବଡ଼ ଭାଇ ପରିବାର ଲୋକେ ତାଙ୍କୁ ବହୁତ ହଇରାଣ କରୁଥିଲେ। ସେଥିପାଇଁ ସେ ସମସ୍ତଙ୍କୁ ଜୀବନରୁ ହତ୍ୟା କରିଦେଇଥିଲେ। ଏହା ପରେ ସେ ନିଜେ ପୋଲିସ ପାଖରେ ଯାଇ ଆତ୍ମସମରର୍ପଣ କରିଥିଲେ।

ତେବେ ବର୍ତ୍ତମାନ ସମୟରେ ପୋଲିସ ତାଙ୍କୁ ଗିରଫ କରିଛନ୍ତି। ବନ୍ଧୁଗଣ ଆପଣ ମାନେ ଥରୁଟିଏ ଚିନ୍ତା କରନ୍ତୁ କିଭଳି ଭାବରେ ସେ ପିଲା ମାନେ ଢ଼ହଳ ବିକଳ ହୋଇଥିଲେ। ଏଠାରେ ସ୍ବାଭା ବିକ ଭାବରେ ପ୍ରଶ୍ନ ଉଠୁଛି ଯେ ଜଣେ ମଣିଷ ଏକୁଟଟିଆ କଣ ଏତେ ଜଣକୁ ହତ୍ୟା କରିପାରିବ। ଯାହାବି ହେଉ ପୋଲିସ ଉପଯୁକ୍ତ ତଦନ୍ତ ଜାରି କରିଛନ୍ତି। ଜଣାପଡିବ ଏହି ହତ୍ୟାରେ ଆଉ କାହାର ସମ୍ପୃକ୍ତି ରହିଛି। ତେଣୁ ଆପଣ ହିଁ କମେଣ୍ଟ କରନ୍ତୁ ଏଭଳି ଲୋକଙ୍କୁ କଣ ଦଣ୍ଡ ଦିଆଯିବା ଉଛିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment