Swastik Tv News Odisha

‘ନାଚ ମେରୀ ରାନୀ’ ଗୀତରେ ମାଆ – ପୁଅଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡ଼ିଓ ଦେଖି ଲୋକମାନେ ବନିଗଲେ ଦିୱାନା… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

0

ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ଆଉ ଅନେକ ଡ଼୍ୟାନ୍ସ ଭିଡ଼ିଓ ଏଠାରେ ଦେଖିବାକୁ ମିଳିଥାଏ। ତେବେ ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ। ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଜାଣିଲେ ତଥା ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ।

ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏକ ମା ପୁଅ ଙ୍କର ଡ଼୍ୟାନ୍ସ ବବାଲ ମଚାଉଛି ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ତେବେ ଏହି ମା ଓ ପୁଅ ର ଯୋଡ଼ି ବଲିଉଡ ର ଡ଼୍ୟାନ୍ସ କୁଇନ “ନାଚ ମେରି ରାନୀ” ଗୀତ ରେ ଡ଼୍ୟାନ୍ସ କରି ଖୁବ ଚର୍ଚ୍ଚା ରେ ରହିଛନ୍ତି। ତେବେ ଏହି ଗୀତରେ ଉଭୟ ମା ଓ ପୁଅ ଷ୍ଟେପ ବାୟ ଷ୍ଟେପ ଡ଼୍ୟାନ୍ସ କରିଛନ୍ତି ଏବଂ ଏତେ ସୁନ୍ଦର ଭାବରେ ସବୁ ଷ୍ଟେପ ଗୁଡ଼ିକ କରିଛନ୍ତି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

 

View this post on Instagram

 

A post shared by Lohitha Ravikiran (@lohi_ravi)

ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଜଣେ ମହିଳା ତାଙ୍କର ପୁଅ ସହ ମିଶି ଡୁଏଟ ଡ଼୍ୟାନ୍ସ କରିଛନ୍ତି ନାଚ ମେରି ରାନୀ ଗୀତ ରେ। ତେବେ ଏହି ଡ଼୍ୟାନ୍ସ ରେ ସେମାନେ ବଲିଉଡ ର ହୁକ ଷ୍ଟେପ କରିବା ସହ ନିଜର କିଛି ଭିନ୍ନ ଭିନ୍ନ ଷ୍ଟେପ ଓ ଏକ୍ସପ୍ରେସନ ମଧ୍ୟ ରଖିଛନ୍ତି।ତେବେ ଯୁବକ ଜଣଙ୍କ ବ୍ଲାକ ରଙ୍ଗ ର ସାର୍ଟ ପିନ୍ଧିଥିବା ବେଳେ ତାଙ୍କର ମା ଗ୍ରିନ କଲର ର ଶାଢ଼ୀ ପିନ୍ଧି ଖୁବ ସୁନ୍ଦର ଭାବରେ ଡ଼୍ୟାନ୍ସ କରିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ମା ପୁଅ ଙ୍କର ଜବରଦସ୍ତ ଡ଼୍ୟାନ୍ସ ଭିଡ଼ିଓ ଟି ନିଆଁ ପରି ଭାଇରାଲ ହେଉଛି ,ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

 

View this post on Instagram

 

A post shared by Lohitha Ravikiran (@lohi_ravi)

ତେବେ ଆମେ ଜଣେଇ ଦେଉଛୁ କି ଏହି ନାଚ ମେରି ରାନୀ ଗୀତ ରେ ଆମ ଡ଼୍ୟାନ୍ସ କୁଇନ ନରା ଫଟେଇ ଏବଂ ସିଙ୍ଗର ଗୁରୁ ଡ଼୍ୟାନ୍ସ କରିଛନ୍ତି। ତେବେ ନରା ଫଟେଇ ଙ୍କର ଡ଼୍ୟାନ୍ସ ବା କାହାକୁ ନଜାଣା, ଯେଉଁ ଭଳି ଭାବରେ ସେ ବେଲି ଡ୍ୟାନ୍ସ କରନ୍ତି ଆଉ ହଟ ଏକ୍ସପ୍ରେସନ ସହ ଠୁମକା ଦିଅନ୍ତି ତାହାକୁ ଦେଖିଲେ ସବୁ ଆବାକ ରହିଯାଇ ଥାନ୍ତି ।କିନ୍ତୁ ତାଙ୍କର ଏହି ନାଚ ମେରି ଟାଣି ଗୀତରେ ଏହି ମା ପୁଅ ର ଡ଼୍ୟାନ୍ସ ଦେଖିଲେ ଆପଣ ଶକ ରେ ରହିଯିବେ।ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.