Swastik Tv News Odisha

ନିଜ ଅଜବ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେଲେ ପ୍ରିୟଙ୍କା ଚୋପ୍ରା (Priyanka Chopra), Photo ଭାଇରାଲ…

0

ଜଣେ ସାଧାରଣ ମନୁଷ୍ୟ ଅପେକ୍ଷା ଜଣେ ସେଲିବ୍ରେଟଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ତେବେ ଫିଲ୍ମ ହେଉ କିମ୍ବା ସିରିଏଲ ହେଉ ସେଥିରେ ଯେଉଁ କଳାକାର ମାନେ ଅଭିନୟ କରନ୍ତି। ଯେଉଁ କଳାକାର ଅଭିନୟ ଲୋକଙ୍କୁ ପସନ୍ଦ ଆସିଲା ତାହାକୁ ହିଁ ଭଲ ପାଆନ୍ତି। ତେବେ ଅନେକ ଦର୍ଶକ ଅଛନ୍ତି ପସନ୍ଦିତା କଳାକାରଙ୍କୁ ସବୁବେଳେ ଅନୁସରଣ କରି ଥାଆନ୍ତି। ତାଙ୍କ ରିୟଲ ଲାଇଫ ବିଷୟରେ ଜାଣିବା ପାଇଁ ସବୁବେଳେ ରୁଚି ରଖିଥାନ୍ତି। କିନ୍ତୁ ବେଳେ ବେଳେ ସେଲିବ୍ରେଟି ମାନେ ଲୋକଙ୍କ ସାମ୍ନାରେ ଟ୍ରୋଲ ହୋଇଥିବାର ଦେଖିବା ପାଇଁ ମିଳିଥାଏ। ବିଶେଷ କରି ବଲିଉଡର କଳାକାର ଡ୍ରେସ ସେନ୍ସ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ବଲିଉଡର ଲୋକପ୍ରିୟ କଳାକାର ଡ୍ରେସକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି କଳାକାର ବିଷୟରେ;

ସୂଚନା ଅନୁସାରେ, ବଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଆପଣ ମାନେ ବେଶ ଭାବରେ ଜାଣିଥିବେ, ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଇଂରାଜୀ ଓ ଏଥି ସହିତ ହଲିଉଡ଼ ଫିଲ୍ମରେ ମଧ୍ୟ କରିଛନ୍ତି। ଏଥି ସହିତ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳେ ପାଇଁ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି।

ସେ ଇଂଲିଶ ଗାଇକ ନିକଙ୍କୁ ବିବାହ କରିଛନ୍ତି। ସେ ସବୁବେଳେ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହି ଥାଆନ୍ତି। ସେ ସୁନ୍ଦର ସୁନ୍ଦର କଷ୍ଟ୍ୟମ ଓ ଡ୍ରେସ ପିନ୍ଧି ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। ତାଙ୍କର ସବୁ ଷ୍ଟାଇଲକୁ ଦର୍ଶକ ମାନେ ପସନ୍ଦ କରି ଥାଆନ୍ତି, ବିଶେଷ କରି ତାଙ୍କର ଡ୍ରେସିଙ୍ଗ ଷ୍ଟାଇଲକୁ ବହୁ ମାତ୍ରାରେ ପସନ୍ଦ କରି ଥାଆନ୍ତି। ବର୍ତ୍ତମାନ ତାଙ୍କର ଡ୍ରେସ ଷ୍ଟାଇଲକୁ ନେଇ ବହୁତ କଥା ଉଠିଛି। ଅଭିନେତ୍ରୀ ତାଙ୍କ ସ୍ୱାମୀ ନିକଙ୍କ ସହିତ ଅଶ୍ରୀଳ ଟ୍ରାନ୍ସପାରେଣ୍ଟ ଡ୍ରେସ ପିନ୍ଧି ବାହାରକୁ ବୁଲିବା ପାଇଁ ଯାଇଛନ୍ତି। ସେ ଏହି ଡ୍ରେସରେ ବହୁତ ସୁନ୍ଦର ଦିଶୁଛନ୍ତି କିନ୍ତୁ ନିଜକୁ ଲଜ୍ୟା ଅନୁଭବ କରୁଛନ୍ତି। ତାଙ୍କର ସେହି ଡ୍ରେସରେ ଶରୀରର କିଛି ମୁଖ୍ୟ ଅଙ୍ଗ ଦେଖା ଯାଉଛି ଓ ସେ ତାଙ୍କ ହ୍ୟାଣ୍ଡ ବ୍ୟାଗ ସାହାଯ୍ୟରେ ତାକୁ ଲୁଚାଉଛନ୍ତି।

ତେବେ ସେ ପୂର୍ବରୁ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହିତ ବିକିନୀ ପିନ୍ଧି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତେବେ ବର୍ତ୍ତମାନ ତାଙ୍କର ଏହି ଫୋଟୋ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ତାଙ୍କର ସେହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ, ଏହି ଫୋଟୋକୁ ଦେଖି ଲୋକ ମାନେ ଟ୍ରୋଲ ଆରମ୍ଭ କରିଛନ୍ତି ଓ ଲୋକ ମାନେ ମଧ୍ୟ ଭିନ୍ନ ଭିନ୍ନ କଥା କହିଛନ୍ତି। ଏଥି ସହିତ ଅଭିନେତ୍ରୀ ନିଜକୁ ମଧ୍ୟ ଲଜ୍ଜିତ ଅନୁଭ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.