Swastik Tv News Odisha

ନିଜ ଘରେ ଲଗାନ୍ତୁ ଏହି ୩ଟି ଫଟୋ ତା’ପରେ ଦେଖନ୍ତୁ ଚମତ୍କାର, ଘରକୁ ଆସିବ ପୁଳା ପୁଳା ଟଙ୍କା , ଥରୁଟିଏ ନିଶ୍ଚୟ କରନ୍ତୁ

0

ମଣିଷ ଜୀବନରେ ସର୍ବଦା ସୁଖ ଦୁଃଖ ଲାଗି ରହିଥାଏ ତା ସହିତ ଘରେ କେତେକ ବାସ୍ତୁଦୋଷ ମଧ୍ୟ ରହିଥାଏ । ସର୍ବଦା ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ , ଯାହାଫଳରେ କିଛିବି କାର୍ଯ୍ୟ କରିବା ପାଇଁ ଚାହୁଥିଲେ ମଧ୍ୟ କରି ପାରନ୍ତି ନାହିଁ । ଏମିତି କି ଘରେ କିଛି ନା କିଛି ଅଶୁଭ ଘଟିଥାଏ , ଏମିତି ବାସ୍ତୁଦୋଷ ଘରେ ରହିଯାଇଥାଏ । ଏହି ବାସ୍ତୁଦୋଷ ଅନୁସାରେ ତାହାର କିଛି କର୍ମ ରହିଛି , ସେହି କର୍ମ ଯଦି ଆମେ ସୁଚାରୁ ରୂପେ କରିବା ତାହେଲେ ବାସ୍ତୁଦୋଷ ଦୂର ହେବା ସହିତ ଆମ ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହେବ । ଯାହାଫଳରେ ସବୁକିଛି ମଙ୍ଗଳ ହେବ ଓ ଧନ ସମ୍ପଦରେ ପରିପୂର୍ଣ୍ଣ ମଧ୍ୟ ହେବ ।

1. ଗଣେଷ ପ୍ରଭୁଙ୍କ ଫୋଟ :-

ଆପଣଙ୍କ ଘରର ମୁଖ୍ୟଦ୍ୱାର ର ଯେଉଁ କବାଟ ରହିଛି ତାର ଉପରେ ଗଣେଷ ଭଗବାନଙ୍କ ଫୋଟ ଲଗାନ୍ତୁ । ଆଉ ଯେତେବେଳେ ବି ଆପଣ ବାହରକୁ ଯାଉଛନ୍ତି ଆପଣ ସେହି ଗଣେଷ ଭଗବାନଙ୍କୁ ଦର୍ଶନ କରନ୍ତୁ । ଆପଣଙ୍କର ଶୁଭ ହେବା ସହିତ ଯେକୌଣସି ବ୍ୟକ୍ତିବି ଆସିବ ସେହି ଗଣେଷ ଭଗବାନଙ୍କ ଫୋଟ ଉପରେ ନଜର ପଡିବ । ଯାହାଫଳରେ କୌଣସି ମଧ୍ୟ ନକରାତ୍ମକ ଉର୍ଜା ଆସିବ ନାହିଁ ଓ ଆପଣଙ୍କ ଘର ଉପରେ ବି କୋପଦୃଷ୍ଟି ପଡିବ ନାହିଁ ।

2. ପଞ୍ଚମୁଖୀ ହନୁମାନଙ୍କ ଫୋଟ :-

ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଭିତର ପଟରୁ ପଞ୍ଚମୁଖୀ ହନୁମାନଙ୍କ ଫୋଟ ଲଗାନ୍ତୁ , ଘରର ମୁଖ୍ୟଦ୍ୱାର ର ସାମ୍ନାରେ ଗଣେଶ ପ୍ରଭୁ ଓ ଭିତରପଟୁ ପଞ୍ଚମୁଖୀ ହନୁମାନଙ୍କ ଫୋଟ ଲଗାନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ଶୁଭ ହେବ , ଯାହାଫଳରେ ଆପଣଙ୍କ ଘରେ ନକରାତ୍ମକ ଉର୍ଜା ରଖିବାକୁ ଦେବ ନାହିଁ । ବାସ୍ତୁ ଦୋଷ ଠିକ ହେବା ସହିତ ଆପଣଙ୍କର ସବୁକିଛି ମଙ୍ଗଳ ହେବ ।

3. ଖେଳୁଥିବା ମାଛ ର ଫୋଟ :-

ଆପଣଙ୍କ ଘରର ଭିତରେ ବା ହଲରେ ମାଛର ଫୋଟ ଲଗାନ୍ତୁ , ମାଛ ଖେଳୁଥିବାର ଫୋଟ ଲଗାନ୍ତୁ । ଦେଖିବେ ଆପଣଙ୍କ ଘରେ ଆହରୁ ଉନ୍ନତି ଘଟିବ , ଘରେ ବାସ୍ତୁଦୋଷ ଦୂର ହେବା ସହିତ ସକରାତ୍ମ ଉର୍ଜା ସୃଷ୍ଟି ହେବ । ଏମିତିକି ଆପଣଙ୍କ ଘର ଉପରେ କାହାରି କୋପଦୃଷ୍ଟି ମଧ୍ୟ ପଡିବ ନାହିଁ ଏବଂ ସବୁକିଛି ମଧ୍ୟ ମଙ୍ଗଳ ହେବ ।

ଏହି 3ଟି ଉପାୟ ପାଳନ କରିବା ଦ୍ୱରା ଆପଣଙ୍କ ଘରେ ରହିଥିବା ସମସ୍ତ ପ୍ରକାର ବାସ୍ତୁଦୋଷ ଦୂର ହେବା ସହିତ ସକରାତ୍ମକ ଉର୍ଜା ମଧ୍ୟ ସୃଷ୍ଟି ହେବ । ତେଣୁ ଆପଣ ମାନେ ଏହି 3 ଟି ଉପାୟକୁ ନିଶ୍ଚୟ କରନ୍ତୁ ଦେଖିବେ ଆପଣ ଯାହାକିଛି ଚିନ୍ତା କରିଛନ୍ତି ତାହା ଖୁବ୍ ଶୀଘ୍ର ପୂର୍ଣ୍ଣ ହେବ । ଏଥିପାଇଁ ଆପଣଙ୍କୁ ଅଧିକ କିଛି ପରିଶ୍ରମ କରିବା ପାଇଁ ପଡିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.