Swastik Tv News Odisha

ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ – ଆପଣଙ୍କର କେତୋଟି ” ଛୁଆ ” ହେବ ୧୦୦ % ଗ୍ୟାରେଣ୍ଟି

0

ମନୁଷ୍ୟ ଜୀବନରେ ଶାସ୍ତ୍ରରେ ବହୁତ ଗୁରୁତ୍ୱ ରହିଛି , ଯାହାର ଅନୁସାରେ ଆମ ଜୀବନରେ ଘଟୁଥିବା ଘଟଣାର ସଙ୍କେତ ବିଷୟରେ କୁହାଯାଇଛି । ଆମ ଜୀବନରେ ନାମର ପ୍ରଥମ ଅକ୍ଷର ବି ବହୁତ ମହତ୍ତ୍ୱ ଥାଏ , ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତି ବିଷୟରେ କେତେ କଣ ଜାଣି ହୋଇଥାଏ । ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତିର ସ୍ୱାଭାବ , ଚରିତ୍ର ବିଷୟରେ ଜାଣିହେବ । କିନ୍ତୁ ଆଜି ଆମେ ନାମର ପ୍ରଥମ ଅକ୍ଷରକୁ ଦେଖି ଜାଣିବା କାହାର କେତୋଟି ସନ୍ତାନ ହେବ । ପ୍ରାୟ ସମସ୍ତେ ବିବାହ ପରେ ଛୁଆ ପାଇଁ ଅଧିକ ଉଚ୍ଛୁକ ଥାନ୍ତି , ଆଉ ସେମାନେ ଏହା ବି ଜାଣିବାକୁ ଚାହିଁଥାନ୍ତି କି ସେମାନଙ୍କର କେତୋଟି ଛୁଆ ହେବ ।

1.A , S , M ,D ନାମଥିବା ବ୍ୟକ୍ତି :-

ଏହି ବ୍ୟକ୍ତିମାନେ ସ୍ୱଭାବରେ ବହୁତ ଭାବୁକ ହୋଇଥାନ୍ତି । କେତେ ଲୋକ ଏମାନଙ୍କୁ ବୁଝି ପାରନ୍ତି ନାହିଁ , ପରିବାରକୁ ବୁଝିବାରେ ଭଲ ଯୋଗ୍ୟତା ଏମାନଙ୍କ ଠାରେ ଥାଏ । ଏମାନେ ସବୁବେଳେ ନିଜର ସହନଶୀଳ କୁ ଭଲ ବନାଇବାରେ ଚେଷ୍ଟା କରିଥାନ୍ତି । ପରିବାରରେ ସମସ୍ତ ସଦସ୍ୟ ମାନଙ୍କର କେୟାର ମଧ୍ୟ ନେଇଥାନ୍ତି ଓ ଭଲ ମଧ୍ୟ ପାଇଥାନ୍ତି । ଏମାନଙ୍କ ଜାତକରେ 2 ଟି ଛୁଆ ହେବାର ଯୋଗ ଥାଏ ।

2. I , G ,J , K ନାମଥିବା ବ୍ୟକ୍ତି :-

ଏମାନଙ୍କର ବ୍ୟକ୍ତିତ୍ୱ ଏକଦମ ମଜାଳିଆ ହୋଇଥାଏ । ସାଙ୍ଗମାନଙ୍କ ସହିତ ରହିବା ବହୁତ ପସନ୍ଦ କରିଥାନ୍ତି , ଚାକିରୀ ବିଷୟରେ ଅଧିକ ଗମ୍ଭୀରତା ଭାବରେ ଏମାନେ ଭାବନ୍ତି ନାହିଁ । କିନ୍ତୁ ଏମାନଙ୍କର ଲକ୍ଷ ବହୁତ ବଡ ହୋଇଥାଏ । ଏହି ଅକ୍ଷରର ଲୋକମାନଙ୍କ ଜାତକରେ 3 ଟି ଛୁଆ ହେବାର ଯୋଗ ଥାଏ ।

3. P , B , N , C ନାମଥିବା ବ୍ୟକ୍ତି :-

ଏହି ନାମର ବ୍ୟକ୍ତିମାନେ ଦେଖିବାରେ ବହୁତ ଆକର୍ଷିତ ଓ ସୁନ୍ଦର ହୋଇଥାନ୍ତି । ଏମାନଙ୍କର ସ୍ୱଭାବ କୋମଳ ହୋଇଥାଏ , ଏମାନେ ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ସବୁବେଳେ ରେଡି ଥାନ୍ତି । ଲଭର ମାମଲାରେ ଏମାନେ ବହୁତ କ୍ୟାରିଙ୍ଗ ହୋଇଥାନ୍ତି , ଏମାନଙ୍କ ଜାତକରେ 2 ଟି ଛୁଆ ହେବାର ଯୋଗ ଥାଏ ।

ତେବେ ଏହି ଲେଟର ମାନଙ୍କ ମଧ୍ୟରୁ ଆପଣଙ୍କର କୌଣସି ବି ଗୋଟିଏ ଲେଟର ହୋଇଥାଏ , ତେବେ ଜାଣି ନିଅନ୍ତୁ ଆପଣ ମାନଙ୍କ ଜାତକରେ କେତୋଟି ସନ୍ତାନ ହେବାର ଅଛି । କାରଣ ପ୍ରତ୍ୟେକ ମହିଳା ଏ ନେଇ ବହୁତ ଚିନ୍ତିତ ରହିଥାନ୍ତି । ମନରେ ଅନେକ ପ୍ରଶ୍ନ ମଧ୍ୟ ଆସିଥାଏ କି ଆଗକୁ କଣ ହେବାକୁ ଯାଉଛି । ତେବେ ଆପଣ ମାନେ ନିଶ୍ଚିତ ରୂପେ ଏହି ଭିଡିଓ ମାଧ୍ୟମରେ ଜାଣିପାରିଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.