Swastik Tv News Odisha

ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କ କେତୋଟି ଛୁଆ ହେବ….୧୦୦% ଗ୍ୟାରେଣ୍ଟି

0

ଆମ ଜୀବନରେ ଶାସ୍ତ୍ରର ବହୁତ ମହତ୍ତ୍ୱ ରହିଥାଏ , ଯାହା ମାଧ୍ୟମରେ ଆମ ଜୀବନ ରେ ଘଟୁଥିବା ସମସ୍ତ ଘଟଣା ବିଷୟରେ ଜାଣି ହୋଇଥାଏ । ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରରୁ ଜଣାପଡିଥାଏ ତାର କୋତଟି ଛୁଆ ହେବ । ଲୋକମାନେ ସେମାନଙ୍କ ଜୀବନ ବିଷୟରେ ଜ୍ୟୋତିଷ ଶାସ୍ତ୍ରରୁ ବହୁତ କିଛି ଜାଣିପାରିଥାନ୍ତି । ସାଧାରଣତଃ ଦେଖାଯାଏ ମ୍ୟାରେଜ ପରେ ଅଧିକାଂଶ ଲୋକଙ୍କୁ ବେବି ରିଲେଟେଡ୍ କଥା ଜାଣିବା ପାଇଁ ବହୁତ ଇଚ୍ଛା ରହିଥାଏ । ସେ ସମ୍ପର୍କରେ ଜାଣିବା ପାଇଁ ବବୁତ ଆଗ୍ରହ ପ୍ରକାଶ କରିଥାନ୍ତି , ମା ହେବା ଦୁନିଆଁର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ।

ସନ୍ତାନଟିଏ ଜନ୍ମ ଦେବା ପାଇଁ ଜଣେ ମା 9 ମାସ ପର୍ଯ୍ୟନ୍ତ ଗର୍ଭରେ ଧାରଣ କରି ଅନେକ କଷ୍ଟ ଯନ୍ତ୍ରଣା ସହ୍ୟ କରି ସନ୍ତାନ ଟିକୁ ଜନ୍ମ ଦେଇଥାଏ । ତେଣୁ ନବବିବାହିତ ମାନେ ବେବି ରିଲେଟେଡ୍ ସମସ୍ତ କଥା ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ଆପଣ ମାନେ ଜାଣିପାରିବେ ଯେ ଆପଣ ମାନଙ୍କର କେତୋଟି ସନ୍ତାନ ହେବାର ଅଛି । ବ୍ୟକ୍ତିର ନାମରୁ ହିଁ ସେମାନଙ୍କ ଭବିଷ୍ୟତ ବିଷୟରେ ଅନେକ କିଛି ତଥ୍ୟ ଜାଣିପାରନ୍ତି । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ନାମ ଥିବା A S M IVY ନାମ ଥିବା ବ୍ୟକ୍ତି ମାନଙ୍କ ବିଷୟରେ ଜାଣିବା ସେମାନଙ୍କର କେତୋଟି ଛୁଆ ହେବ ।

1. A S M ନାମ ଥିବା ବ୍ୟକ୍ତି :-

ଯଦି ନାମର ପ୍ରଥମ ଅକ୍ଷର ଏ ଏସ୍ ଏମ ରେ ଷ୍ଟାଟ ହୋଇଥାଏ , ଏମାନେ ଖର୍ଚ୍ଚ କରିବା କ୍ଷେତ୍ରରେ ବହୁତ ଭାବି ଚିନ୍ତି ଖର୍ଚ୍ଚ କରିଥାନ୍ତି । କେତେକ ଲୋକ ଏମାନଙ୍କୁ ବୁଝି ପାରନ୍ତି ନାହିଁ ଏବଂ ନିଜ ଫ୍ୟାମିଲିକୁ ବୁଝିବା ସବୁଠାରୁ ଭଲ ଯୋଗ୍ୟତା ଏମାନଙ୍କ ପାଖରେ ରହିଥାଏ । ପ୍ରେମ କ୍ଷେତ୍ରରେ ବିବାହ ପୂର୍ବରୁ ରହିବାକୁ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ । ସବୁବେଳେ ଏମାନଙ୍କର ଚେଷ୍ଟା ଥାଏ ଯେ କିପରି ନିଜ ଲାଇଫ୍ ଷ୍ଟାଇଲକୁ ଭଲ କରିପାରିବେ । ଏମାନଙ୍କ ଜାତକରେ ସାଧାରଣତଃ 2 ଟି ସନ୍ତାନ ହେବାର ଯୋଗ ରହିଥାଏ ।

2. I V Y ନାମ ଥିବା ବ୍ୟକ୍ତି :-

ଏମାନଙ୍କ ବ୍ୟକ୍ତିତ୍ୱ ମଜାମସ୍ତିରେ ହୋଇଥାଏ , ଏମାନେ ନିଜ ଫ୍ରେଣ୍ଡସ୍ ମାନଙ୍କ ଗହଳରେ ରହିବାକୁ ଅଧିକ ପସନ୍ଦ କରନ୍ତି । ଚାକିରୀ କ୍ଷେତ୍ରରେ ଗଭୀର ଭାବରେ କେବେହେଲେ ଭାବନ୍ତି ନାହିଁ । ଏମାନଙ୍କୁ କେବଳ ଏହା ଜଣାଥାଏ ଯେ, ଏମାନେ ନିଜ ଲାଇଫ୍ ରେ କିଛି ନା କିଛି ନିଶ୍ଚୟ କରିବେ । ଏମାନଙ୍କ ଲକ୍ଷ୍ୟ ବହୁତ ବଡ ହୋଇଥାଏ , ଜ୍ୟୋତିଷ ଶାସ୍ତ୍ର ଅନୁସାରେ 3 ଟି ସନ୍ତାନର ଭାଗ୍ୟ ଆପଣଙ୍କ ଲାଇଫ୍ ରେ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.