ନିଜ ପିଲାର ସୁରକ୍ଷା ପାଇଁ ମାଆ କିଛି ବି କରିପାରେ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ବେଳେ ବେଳେ ଏମିତି କିଛି ଦୃଶ୍ୟ ଯାହା ଆଖି କୁ ଚମକାଇ ଦେଇଥାଏ। ବିଭିନ୍ନ ସମୟରେ ମାଆ ଓ ଛୁଆ ନେଇ ଅନେକ ଘଟଣା ସାମ୍ନାକୁ ଆସିଥାଏ ହେଲେ କେଉଁଠି ମାଆ ତା ଛୁଆ କୁ କଷ୍ଟ ଦେଇଥାଏ ଆଉ କେଉଁଠି ଛୁଆ ମାଆ କୁ ଦେଇଥାଏ ହେଲେ ଏଠାରେ ଗୋଟିଏ ମାଆ ଯାହା କରିଛନ୍ତି ତାହା ଏକ ଛୋଟ କଥା ନୁହେଁ। ଆଉ ଯମ ରାଜା ପାଖରୁ ଛୁଆ ଜୀବନ ଛଡେଇ ଆଣିଲେ ଯାହା ଏଠାରେ ଦେଖିବାକୁ ମିଳିଛି। ଏଠାରେ ଯେଉଁଭଳି ଏକ ମାଆ ର ରକ୍ଷା କବଚ ଦେଖିବାକୁ ମିଳିଛି ଯାହା ଆପଣ ମାନେ କେବେ ଦେଖି ନଥିବେ ହେଲେ ଫିଲ୍ମ ରେ ଦେଖି ପାରିଥିବେ ଏବଂ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।

ଏହିଠାରେ ଜଣେ ମାଆ ର ଯେପରି ନିଜ ଛୁଆ ପ୍ରତି ସ୍ନେହ ଓ ମମତା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଜଣେ ମାଆ ଯାହା କରି ଦେଖାଇଲେ ତାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ମାଆ ଠାରୁ ଦୁନିଆ ରେ କେହି ବଡ଼ ନାହାଁନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ଏମିତି ଏକ ଘଟଣା ସବୁ ମାଆ ଙ୍କ ପାଇଁ ଗୋଟିଏ ପ୍ରେରଣା ସୃଷ୍ଟି କରିଛି। ଏହି ଭିଡ଼ିଓ ଟିରେ ଗୋଟିଏ ଅଭୂତ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।

ଆଉ ଏମିତି କିଛି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଜଣେ ମାଆର ଏଭଳି କାର୍ଯ୍ୟ ଯାହା ଯମ ଠାରୁ ମଧ୍ୟ ଜୀବନ ବଞ୍ଚେଇ ଦେବା ଭଳି ଦୃଶ୍ୟ। ହେଲେ ସତ ରେ ଜଣେ ମାଆ ଯମ ପାଖରୁ ନିଜ ଛୁଆ ର ଜୀବନ ଛଡେଇ ଆଣିପାରେ କିନ୍ତୁ ଆପଣ ମାନେ କେଉଁଠି ଶୁଣିଥିବେ ହେଲେ ତାହା ଏଠାରେ ସତ ରେ ଘଟିଛି। ଆଉ ଏହି ଭିଡ଼ିଓ ରେ ଦେଖୁବାକୁ ମିଳିଛି ଯେ ବାଇକ ରେ ବାପା ଓ ମାଆ ଏବଂ ନିଜ ଛୁଆ ସହିତ ରାସ୍ତାରେ ଯାଉଥିଲେ ହେଲେ ପରବର୍ତ୍ତୀ ସମୟରେ ଏମିତି କିଛି ଅଭାବନୀୟ ଘଟଣା ଘଟି ଗଲା।

ସେହି ବାଇକ ଆଗରେ ଗୋଟିଏ କାର ଯାଉଥିଲା ଶେଷରେ ଯାହା ହେଲା ଆପଣ ମାନେ ଏଠାରେ ଦେଖିବାକୁ ପାଇବେ। ଆଉ ସେହି ବାଇକ ଜଣଙ୍କ ଯିବା ସମୟରେ କାର ର କିଛି ଭୁଲ ପାଇଁ ବାଇକ ରୁ ମାଆ ଓ ଛୁଆ ଖସି ପଡ଼ିଥିଲେ ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ସେହି ସମୟରେ ଗୋଟିଏ ଟ୍ରକ ଦ୍ରୁତ ଗତିରେ ଆସିଥିଲା ହେଲେ ମାଆ ଓ ଛୁଆ ଜଣଙ୍କ ସେହି ଟ୍ରକ ଚକା ତଳ କୁ ପଳେଇଥିଲେ। ଆଉ ଶେଷରେ ମାଆ ନିଜେ ସଂଗେ ସଂଗେ ଛୁଆ କୁ ଟ୍ରକ ଚକା ତଳୁ ଟାଣି ଆଣିଲେ ଯାହା ଫଳରେ ଛୁଆ ଟିର ମଧ୍ୟ ଜୀବନ ବଂଚି ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment