Swastik Tv News Odisha

ନିଜ ବାପା ଙ୍କ ଦଶାହ କର୍ମ ରେ କୁଆଡେ ହଜିଗଲେ Amlan ? ପୁରା ଘଟଣା ଜାଣିଲେ ହୋସ ଉଡିଯିବ…

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ଜଣେ ସାଧାରଣ ମଣିଷ ହେଉ ବା ଯେତେ ବଡ଼ କଳାକାର ହେଉ ସମସ୍ତେ ଦିନେ ନା ଦିନେ ମୃତ୍ୟୁ ବରଣ କରି ଥାଆନ୍ତି। ତେବେ ବନ୍ଧୁଗଣ ଅଭିନେତା ମିହିର ଦାସଙ୍କ ଦଶକ୍ରିୟା ଦିନ ତାଙ୍କ ପୁଅ ଅମ୍ଳାନ କୁଆଡେ ହଜିଗଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଭର୍ସା ଟାଇଲ ଅଭିନେତା ମିହିର ଦାସଙ୍କୁ ଆପଣ ମାନେ ବେଶ ଭାବରେ ଜାଣିଥିବେ, ସେ ଓଡିଆ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଅଭିନେତା ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି। ସେ ସବୁ ଚରିତ୍ରକୁ ନିଖୁଣ ଭାବରେ ଅଭିନୟ କରି ଥାଆନ୍ତି। ତାଙ୍କ ଅଭିନୟ ପାଇଁ ସେ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ଏବଂ ତାଙ୍କ ଅଭିନୟ ଯାଦୁରେ ଓଡ଼ିଶାର ଲୋକ ମାନେ ତାଙ୍କୁ ଶ୍ରଦ୍ଧା କରିବା ବହୁତ ଭଲ ପାଇବା ମଧ୍ୟ ଦେଇ ଥାଆନ୍ତି। ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି।

ତେବେ ଆପଣ ମାନେ ଜାଣିଥିବେ ଯେ, ଅଭିନେତା ବହୁତ ଦିନ ଧରି କିଡ୍ନୀ ରୋଗରେ ଆକ୍ରାନ୍ତ ରହିଥିଲେ ଓ ସେଥିପାଇଁ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ହେଉଥିଲା। କିନ୍ତୁ ସେ ଭଲ ହେବା ପରିବର୍ତ୍ତେ ମୃତ୍ୟୁ ବରଣ କରିଦେଲେ। ତାଙ୍କ ମୃତ୍ୟୁରେ ସାରା ଓଡିଶା ବାସୀ ବହୁତ ଦୁଃଖ ଅନୁଭବ କରିଛନ୍ତି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଦୁଃଖର ଲହରୀ ଖେଳି ଯାଇଛି। ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି। ତେବେ ଅଭିନେତାଙ୍କ ଦଶକ୍ରିୟା ଦିନ ଓଡିଶା ସିନେ ଆର୍ଟିଟେଷ୍ଟ ଆସୋସିଏସନ ତରଫୁରୁ ଏକ ସଭା ଅନୁଷ୍ଠିତ କରାଯାଇଥିଲା।

ତେବେ ତାଙ୍କ ଦଶକ୍ରିୟା ଦିନ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକା ମାନେ ସେଠାରେ ଉପସ୍ଥିତ ରହିଥିଲେ। କିନ୍ତୁ ବର୍ତ୍ତମାନ ଗୋଟିଏ ଖବର ଶୁଣିବା ପାଇଁ ମିଳୁଛି ଯେ, ଅଭିନେତାଙ୍କ ଦଶକ୍ରିୟା ଦିନ ତାଙ୍କ ପୁଅ ଅମ୍ଳାନ ଦାସ ଯୋଗ ଦେଇ ନଥିଲେ। ଅମ୍ଳାନ ତାଙ୍କ ବାପାଙ୍କ ମୃତ୍ୟୁକୁ ବିଶ୍ୱାସ କରି ପାରୁ ନାହାଁନ୍ତି। ଦଶକ୍ରିୟା ଦିନ ଅଭିନେତାଙ୍କ ପୁଅ ଉପସ୍ଥିତ ରହି ନଥିବାରୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ମନ ଦୁଃଖ କରିଛନ୍ତି ଓ ଦୁଃଖରେ ଭାଙ୍ଗି ପଡିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.