Swastik Tv News Odisha

ନିଜ ମାଆକୁ ହତ୍ୟା କଲେ ଦୁଇ ନାବାଳକ ପୁଅ, ସମ୍ପୂର୍ଣ ଘଟଣା ଜାଣିଲେ ଗୋଡ ତଳୁ ମାଟି ଖସିଯିବ….

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ଚୋରି, ଡକାୟତ,ମାଡ଼ପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସେମାନେ ସବୁବେଳେ ପାଇଁ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ହିଂସ୍ର ପାଲଟିବା ସହିତ ଲୋକ ମାନଙ୍କୁ ଜୀବନରୁ ମାରିବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସେମାନଙ୍କ ମନରେ ଭୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ପ୍ରତିଦିନ ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ନିକଟରେ ବର୍ତ୍ତମାନ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଦୁଇ ନାବାଳକ ପୁଅ ନିଜ ମାଆଙ୍କୁ ହତ୍ୟା କରି ଦେଇଛନ୍ତି ବୋଲି ଶୁଣିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରର ଏୟାର ଫିଲଡ଼ ଥାନା ଅଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବିନୋଦିନୀ ମିଶ୍ର ନାମକ ଜଣେ ମହିଳା ଓ ତାଙ୍କର ଦୁଇ ନାବାଳକ ପୁଅ ଜଣଙ୍କର ବୟସ ୧୫ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୧୨ ବର୍ଷ ହୋଇଥାଏ, ସେମାନଙ୍କୁ ନେଇ ଭୁବନେଶ୍ୱରର ଅର୍ଚ୍ଚିତ ଆପାଟମେଣ୍ଟରେ ରହୁଥିଲେ ଓ ମହିଳାଙ୍କ ସ୍ୱାମୀ ରାଉଲକେଲାରେ ଚାକିରୀ କରି ଥାଆନ୍ତି। ମହିଳା ଜଣଙ୍କ ପ୍ରତିଦିନ ମଦ ପିଇ ଘରକୁ ଆସନ୍ତି ଓ ତାଙ୍କ ଦୁଇ ନାବାଳକ ପୁଅକୁ ପ୍ରତିଦିନ ମାଡ଼ ପିଟ କରୁ ଥାଆନ୍ତି।

ତେବେ ଦୁଇ ନାବାଳକ ପୁଅ ଏହି ସବୁକୁ ସହି ସହି ଆଉ ସହି ପାରିଲେ ନାହିଁ। ପିଲା ଦୁଇ ଜଣଙ୍କର ତାଙ୍କ ମାଆଙ୍କ ପ୍ରତି ଘୃଣା ଭାବନା ଚାଲି ଆସିଲା। ଯେତେବେଳେ ଆପାଟମେଣ୍ଟ ଭିତରେ ସବୁ ଲୋକ ମାନେ ଶୋଇଯିବା ପରେ, ପିଲା ମାନେ ଧାରୁଆ ଅସ୍ତ୍ର ଦ୍ୱାରା ତାଙ୍କ ବେକ କାଟି ହତ୍ୟା କରି ଦେଇଥିଲେ। ଏହି ଘଟଣାର ଖବର ପାଇ ପୋଲିସ ଆସି ଘଟଣା ସ୍ଥଳରେ ପହଞ୍ଚି ସେହି ଦୁଇ ଜଣ ପିଲାଙ୍କୁ ଅଟକ ର ପଚରା ଉଚରା କରିଥିଲେ। ସାଇନଟିଫିକ ଟିମ ମଧ୍ୟ ଆସି ଘଟଣା ସ୍ଥଳରେ ପହଞ୍ଚି ଯାଇ ଥିଲେ। ଏହି ଘଟଣାର ଆହୁରି କିଛି ତଥ୍ୟ ଜାଣିବା ପାଇଁ ପୋଲିସ ଟିମ ଲାଗି ପଡିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.