ନିଜ ସ୍ତ୍ରୀକୁ ଛାଡି ପରକୀୟା ପ୍ରୀତି କରୁଥିଲେ ସ୍ୱାମୀ, ଆଉ ତା ପରେ… ଦେଖନ୍ତୁ Video

ବନ୍ଧୁଗଣ ପୁଣି ସାମ୍ନାକୁ ଆସିଲା ଏକ ନିନ୍ଦନୀୟ ଘଟଣାର ଆଉ ଏକ ଚିତ୍ର। ଯେଉଁଠି ନିଜ ସ୍ତ୍ରୀ କୁ ଛାଡି ପର ଘରର ମହିଳା ଙ୍କ ସହିତ ପରକୀୟା ପ୍ରୀତି କରୁଥିବା ଜଣେ ପୁରୁଷ ଧରା ପଡିଛନ୍ତି। ଆଉ ତାପରେ ସେଠାରେ ସୃଷ୍ଟି ହୋଇଛି ଏକ ଅପ୍ରୀତିକର ସ୍ଥିତି। ତେବେ ବେଳେବେଳେ ସମାଜର କିଛି ଏମିତି ଭିନ୍ନ ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ। ସହଜରେ ଏଭଳି ଘଟଣା କୁ ଗ୍ରହଣ କରି ହୁଏ ନାହିଁ। କାରଣ ସଭ୍ୟ ଶିକ୍ଷିତ ସମାଜରେ ଏପରି ଘଟଣା ବାସ୍ତବରେ ନିନ୍ଦନୀୟ ଏବଂ ଲଜ୍ୟା ଜନକ ଅଟେ। ଏଭଳି ଘଟଣା ବୟାନ କରେ ମଣିଷ କେତେ ତଳକୁ ଖସି ଯାଇପାରେ।

ସତେ ଯେମିତି ତା ପାଖରେ ସଂପର୍କର ମୂଲ୍ୟ ଏବଂ ନୈତିକତା ବୋଲି କିଛି ନାହିଁ। ତାର ହୀନ ମନ୍ୟତା କାରଣରୁ କିପରି ତାକୁ ସମାଜରେ ଅପଦସ୍ତ ହେବାକୁ ପଡ଼ିଥାଏ ତାହା ବି ଆପଣ ଦେଖୁଥିବେ। ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। ଏହା ଏକ ଏଭଳି ଲଜ୍ୟାଜନକ ଘଟଣା ଯାହା ଦୃଢ଼ ଭାଷାରେ ନିନ୍ଦନୀୟ। ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ। ଯେଉଁଭଳି ଘଟଣା ସଂପର୍କରେ ଆପଣ ହୁଏତ ଆଗରୁ ଆସିଥିବେ। ତେବେ ଆସନ୍ତୁ ଜାଣିବା ଏହି ଘଟଣାରେ କଣ ଘଟିଛି।

ଏଠାରେ ଜଣେ ସ୍ବାମୀ ଅନ୍ଯ ଜଣେ ମହିଳାଙ୍କ ସହିତ ରାସଲୀଳା କରୁଥିବା ସମୟରେ ଧରା ପଡ଼ିଛନ୍ତି। ଏହାପରେ ଏହି ବ୍ୟକ୍ତିଙ୍କର ସ୍ତ୍ରୀ ସେଠାରେ ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ତାହା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଉଥିବେ। କେବଳ ତାଙ୍କର ସ୍ତ୍ରୀ କାହିଁକି ଅନ୍ୟମାନେ ମଧ୍ୟ ସେଠାରେ ତାଙ୍କ ସହିତ ଏକଜୁଟ ହୋଇଛନ୍ତି ଏବଂ ଏମାନଙ୍କ ଭିତରେ ଏକ ପାଟି ତୁଣ୍ଡ ହେଉଥିବା ଦେଖିବାକୁ ମିଳୁଛି। ତେବେ ସ୍ତ୍ରୀ ଜଣଙ୍କ ଉତ୍ତ୍ୟକ୍ତ ହୋଇ ଉକ୍ତ ମହିଳା ଜଣଙ୍କୁ ବାଡ଼େଇ ବାକୁ ମଧ୍ୟ ଆଗେଇ ଯାଉଛନ୍ତି ଏବଂ ଏକ ବାଉଁଶ ଫାଳ ଆଣି ତାଙ୍କୁ ବାଡାଉ ଅଛନ୍ତି।ଏହି ସମୟରେ ଅନ୍ଯ ମହିଳା ଜଣଙ୍କ ତାଙ୍କୁ ପ୍ରତିରୋଧ କରୁଛନ୍ତି।

ତେବେ ଦୁଇଜଣଙ୍କ ଭିତରେ ଏକ ପ୍ରକାର ଖଣ୍ଡ ଲଢେଇ ଆରମ୍ଭ ହୋଇ ଯାଉଛି। କେବଳ ମାରପିଟ ନୁହେଁ ବରଂ ଯିଏ ଯାହାକୁ ଯାହା ପାରୁଛି କହୁଛି। ଅନ୍ୟମାନେ ମଧ୍ୟ ଏହି ଘଟଣା କୁ ସେଠାରେ ରହି ଦେଖୁଥିବା ଜଣା ପଡୁଛି। କିଛି ସମୟ ପରେ ସେମାନେ ସେଠାରୁ ଚାଲି ଯାଉଛନ୍ତି। ତେବେ ସେଠାରେ ଉପସ୍ଥିତ କେହିଜଣେ ଏହି ଘଟଣାକୁ ରେକର୍ଡ଼ କରିବା ପରେ ଏହା ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି।ତେବେ ଏହି ଘଟଣା ଭଦ୍ରକ ଜିଲ୍ଲାର ଏକ ଗ୍ରାମର ବୋଲି ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment