Swastik Tv News Odisha

ନିଜ ସ୍ୱାମୀ ର କେଉଁ ଜିନିଷ କୁ ସ୍ତ୍ରୀ କେବେ ଧରେ ନାହିଁ ? ୯୯% ବୁଦ୍ଧିମାନ ବ୍ୟକ୍ତି ଉତ୍ତର ଦେବାରେ ଫେଲ

0

ବନ୍ଧୁଗଣ ଆସନ୍ତୁ ଆଜିର ଏହି ଲେଖାରେ ଜାଣିବା କିଛି ମଜାଦାର ଢଗ ଢମାଳି ର ପ୍ରଶ୍ନ ଏବଂ ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର। ଯାହା ମାନସିକ ଦକ୍ଷତା କୁ ପରୀକ୍ଷା କରିବା ପାଇଁ ଆପଣଙ୍କୁ ସରକାରୀ ସ୍ତରରେ ଭର୍ତ୍ତି ପାଇଁ ହେଉଥିବା ଆବେଦନ ରେ ମୌଖିକ ପରୀକ୍ଷା ରେ ମଧ୍ଯ ଅନେକ ସମୟରେ ବି ପଚରା ଯାଇଥାଏ।ଏହି ମୌଖିକ ପରୀକ୍ଷା ରୁ ଜଣେ ଛାତ୍ର ବା ଛାତ୍ରୀ ର ବୌଦ୍ଧିକ ପରୀକ୍ଷା ର ପରିମାପ କରା ଯାଇଥାଏ।ତେବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ।ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇ ହୋଇଥାଏ।

ସେହିଭଳି ଆଜିର ଏହି ଲେଖାରେ ଆମେ କିଛି ପ୍ରଶ୍ନ ପଚାରିବୁ ଯାହାର ଉତ୍ତର ଦେବାକୁ ଅନେକ ନିଜକୁ ବିଚଳିତ କରି ଦେଇଥାନ୍ତି। କିନ୍ତୁ ଏହାର ଉତ୍ତର ସହଜ। ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରୟୋଗ କରି ଏହିଭଳି କିଛି ପ୍ରଶ୍ନ ର ଉତ୍ତର ଦେବାକୁ ପଡ଼ିଥାଏ କାରଣ ଏହା କୌଣସି ବିଷୟ ଗତ ପ୍ରଶ୍ନ ନୁହଁ।ସକାରାତ୍ମକ ଉପାୟରେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଅଛି ଆମକୁ ସେହିଭଳି ଉତ୍ତର ଦେଖିବାକୁ ପଡ଼ିବ ଯାହାର ଅନ୍ୟ ଅର୍ଥ ମଧ୍ୟ ରହିଥାଏ। ଯେଉଁ ପ୍ରଶ୍ନ ଏହି ଭଳି ପରୀକ୍ଷା ରେ ପଚରା ଯାଇଥାଏ ଆମେ ଆଜି ସେହି ପ୍ରଶ୍ନ ବିଷୟରେ ପଚାରିବୁ ଯାହାର ଉତ୍ତର ଅନେକ ଲୋକ ଜାଣି ନଥିବେ।

ପ୍ରଶ୍ନ ୧- କେଉଁ ଜିନିଷ ଯେତେ ଉଚ୍ଚରୁ ପଡିଲେ ମଧ୍ଯ ଭାଙ୍ଗି ନଥାଏ?
ଉତ୍ତର- ବର୍ଷା ପାଣି।

ପ୍ରଶ୍ନ ୨- ଏମିତି କେଉଁ ଜିନିଷ ରହିଛି ଯାହା କେବଳ ବଢ଼ିଥାଏ କିନ୍ତୁ କେବେ କମେ ନାହିଁ?
ଉତ୍ତର – ଉଚ୍ଚତା ଏବଂ ବୟସ।

ପ୍ରଶ୍ନ ୩- କୁହନ୍ତୁ ଦେଖିବା ଏମିତି କଣ ଜିନିଷ ଯାହା ନିଜ ଜାଗାରୁ କେବେ ହଲେ ନାହିଁ କିନ୍ତୁ ଯୋଉଠି କି ଯିବା ପାଇିଁ ଚାହିଁବେ ସେ ପହଞ୍ଚେଇ ଦେବ?
ଉତ୍ତର – ରାସ୍ତା ବା ସଡ଼କ।

ପ୍ରଶ୍ନ ୪- ଝିଅ ଙ୍କର କେଉଁ ଅଙ୍ଗକୁ ଜଣେ ଖାଇ ପାରିବ ?
ଉତ୍ତର – ‘ଲେଡିଜ୍ ଫିଙ୍ଗର’ ,ଯାହାକୁ ଓଡିଆ ଶଦ୍ଧକୋଶରେ ଭେଣ୍ଡି ବୋଲି କୁହାଯାଏ ।ଏହା ଏକ ପରିବା ତେଣୁ ଏହାକୁ ଆମେ ଖାଇ ପାରିବା।

ପ୍ରଶ୍ନ ୫- ଏମିତି ଏକ ତିନି ଅକ୍ଷର ବିଶିଷ୍ଟ ଶବ୍ଦ କୁହନ୍ତୁ, ଯାହା ଖାଇବା ଉପଯୋଗୀ ଅଟେ। କିନ୍ତୁ ଏହା ଏକ ଫଳ,ଏକ ରଙ୍ଗ ଏବଂ ଏକ ଝିଅର ନାମ ଅଟେ।
ଉତ୍ତର- କମଳା।

ପ୍ରଶ୍ନ ୬- ନିଜ ସ୍ୱାମୀ ର କେଉଁ ଜିନିଷ କୁ ସ୍ତ୍ରୀ କେବେ ଧରେ ନାହିଁ ?
ଉତ୍ତର – ନାମ

ପ୍ରଶ୍ନ ୭- ତିନି ଅକ୍ଷର ମୋର ନାମ, ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳର ନାମ, ଏହାର ଉତ୍ତର କଣ?
ଉତ୍ତର- ଆରାମ। ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଆମ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.