Swastik Tv News Odisha

ନୂଆ ତରିକାରେ ଏହି କଲେଜ ଝିଅ ମାନେ ଡ୍ୟାନ୍ସ… ଦେଖିଲେ ଆପଣ ବି ପ୍ରଶଂସା କରିବେ….

0

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ ଏହି କ୍ରମରେ ଆପଣ ଅନେକ ଗୁଡ଼ିଏ ମଜାଳିଆ ଭିଡିଓ ସବୁ ମଧ୍ୟ ଦେଖିବାକୁ ପାଉଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ। ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।ସେଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ।

ତେବେ ସେହିପରି ଏକ ଏମିତି ମଜାଳିଆ ବା କୌତୁକିଆ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି।ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର।ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ହଠାତ୍ ଟିକେ ଚକିତ ହୋଇପଡୁ। କାରଣ ସେହି ଭିଡିଓ କିଛି ଭିନ୍ନ ପ୍ରକାରର ହୋଇଥାଏ।ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ।

ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି।ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନଦେଖି ଏହାକୁ ଏଡାଇ ପାରନ୍ତି ନାହିଁ। କାରଣ ଏହି ଭିଡିଓ ଏମିତି ହୋଇଥାଏ ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ବା ମଜାଦାର ହୋଇଥାଏ। ସେହିପରି ଏଠାରେ ଏହି ଭିଡିଓ ରେ ଛାତ୍ରୀ ମାନଙ୍କର ଏକ ଭିନ୍ନ ଧରଣର ଡାନ୍ସ ଦେଖିବାକୁ ମିଳିଛି।

ଏଠାରେ ସେମାନେ ପଛକୁ ପଛ ହୋଇ ଛିଡା ହୋଇ ଜଣଙ୍କ ପରେ ଜଣେ ଡେଇଁ ଡେଇଁ ଆଗକୁ ଆଗ ଆସୁଛନ୍ତି। ସେମାନଙ୍କ ଡେଇଁବା ପାଇଁ ଗୋଲ ଗୋଲ କରି ଘର ଗୁଡିକ ଟଣା ଯାଇଛି।ସେହି ଚକ୍ରାକାର ଘର ଭିତରକୁ ସେମାନେ ଡେଇଁ ବେଶ୍ ସୁନ୍ଦର୍ ଭାବରେ ଏପଟ ସେପଟ ହୋଇ ନାଚୁ ଅଛନ୍ତି। ଯାହାକୁ ଦେଖିଲେ ବହୁତ୍ ଖୁସି ଲାଗୁଛି। ଗୋଟିଏ ତାଳରେ ସେମାନେ ଏଭଳି ଭାବରେ ଡେଉଁଛନ୍ତି ଯେ ଯାହା ଦେଖିବାକୁ ବହୁତ୍ ଭଲ ଲାଗୁଛି। ସେମନଙ୍କର ଏହିଭଳି ନାଚକୁ ସେଠାରେ କ୍ଲାସ୍ ରୁମ୍ ରେ ବସିଥିବା ଅନ୍ୟ ପିଲାମାନେ ମଧ୍ୟ ଦେଖି ବହୁତ୍ ଖୁସି ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.