ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଭାଇରାଲ ହେଉଛି ଏପରି ଗୋଟିଏ ଭିଡିଓ ଯାହାକୁ ଦେଖିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ | ତେବେ ଏବେ ଯୁଗର ପ୍ରଗତି ହେବା ସଙ୍ଗେ ସଙ୍ଗେ ଇଣ୍ଟେର୍ନେଟ ର ଯୁଗ ଚାଲିଛି, ଯାହାକୁ ନେଇକି ଲୋକ ମାନେ ବହୁତ ଆଗ୍ରହୀ ରହୁଛନ୍ତି | ତେବେ ଆଜିର ଜମାନାରେ ବହୁତ ଗୁଡିଏ ଏପରି ଚେନାଲ ବାହାରିଛି , ଯାହା ଦ୍ୱାରା ଲୋକ ମାନେ ବିଭିନ୍ନ ପ୍ରକାରର ଘଟଣା ଯାହା ଆମ ସମାଜରେ ଘଟୁଛି ଜାଣିପାରୁଛନ୍ତି |
ତାହା ବ୍ୟତୀତ ଆମ ଦେଶରେ ଵା ଅଲଗା ଦେଶରେ ରହୁଥିବା ଜୀବଜନ୍ତୁ ଙ୍କ ବିଷୟରେ ମଧ୍ୟ ଜାଣିବା ପାଇଁ ବିଭିନ୍ନ ପ୍ରକାରର ଚେନାଲ ବାହାରିଲାଣି | ଯୋଉ ଚେନାଲ ମାଧ୍ୟମରେ ଆମେ ଘରେ ବସି ମଧ୍ୟ ବିଭିନ୍ନ କଥା ଜାଣିପାରୁଛୁ | ତାହାଲେ ଚାଲନ୍ତୁ ସେହି ସେହି ଜୀବଜନ୍ତୁ ଙ୍କୁ ନେଇ ଘଟିଥିବା କେତୋଟି ଘଟଣା ବିଷୟରେ ଆଜି ଆମେ ମାନେ ଆଲୋଚନା କରିବା |
ତେବେ ଆଗରୁ ଯୁଗ ସେତେ ଉନ୍ନତି ଆଡକୁ ଗତି କରି ନଥିଲା , ଯାହା ଫଳରେ ଆମେ ମାନେ ଦେଶ ଦୁନିଆରେ ଘଟୁ ଥିବା ଏମିତି ଅନେକ କଥା ବିଷୟରେ ଜାଣିପାରୁନଥିଲୁ | କିନ୍ତୁ ଏବେ ଡିସ୍କୋଭାରୀ, ଏନିମଲ ଚେନାଲ ଭଳି ଅନେକ ଚେନାଲ ଟିଭି ରେ ଦେଖୋଉଛି ଯାହା ଫଳରେ ଲୋକେ ଘରେ ବସି ନିଜର ଦେଶ ସମେତ, ବାହାର ଦେଶର କଥା ଜାଣିପାରୁଛନ୍ତି | କେଉଁ ଦେଶରେ କେଉଁ ପ୍ରକାରର ଜୀବଜନ୍ତୁ ବଞ୍ଚି ପାରିବେ, ବଢ଼ି ପାରିବେ ଓ ବଂଶ ବିସ୍ଥାର କରିପାରିବେ ତାହାଲେ ଆମେ ଜାଣିପାରିବା |
ତେବେ ଏବେ ଯୋଉ ଭିଡିଓ ଟି ଭାଇରାଲ ହେଇଛି ତାହା ହେଉଛି ଏନିମାଲ ଚେନାଲ ରେ ପ୍ରସାରିତ ହେଉଥିବା ଗୋଟିଏ ପଶୁ ଓ ପକ୍ଷୀ ସମ୍ବଧୀୟ ଭାଇରାଲ ଭିଡିଓ | ଆଉ ଯୋଉଥିରେ ଦେଖା ଯାଇଛି କି ପ୍ରଥମେ ନେଉଳ ଓ ନାଗ ସାପ ମଧ୍ୟରେ ଯୁଦ୍ଧ ଚାଲିଛି | ଆଉ ଯୋଉ ଯୁଦ୍ଧରେ ସାପ ନେଉଳ ଉପରେ ଓ ନେଉଳ ସାପ ଉପରେ ଚଢି ଯାଉଛି ଓ ଶେଷରେ ସାପଟି ହାରି ଯାଇଛି ଓ ନେଉଳ ଜିତି ଯାଇଛି |ଠିକ ସେହିପରି ଗୋଟିଏ ଛଞ୍ଚାନ ପକ୍ଷୀ ଆଉ ସାପ ମଧ୍ୟରେ ଯୁଦ୍ଧ ଲାଗିଛି |
ତେବେ ଆମେ ଜାଣିଛୁ କି ସଂସାରରେ ଥିବା ସମସ୍ତ ଜୀବଜନ୍ତୁ ମାନେ ଖାଦ୍ୟଭାସ କୁ ନେଇକି ବଞ୍ଚିଥାନ୍ତି , ଆଉ ଯାହା ଫଳରେ ପ୍ରତେକ ଜୀବ ଆଉ ଗୋଟିଏ ଜୀବ ଉପରେ ଆତ୍ମ ନିର୍ଭରଶୀଳ |ତେଣୁ ସେହି ଖାଦ୍ୟଭାସ କୁ ନେଇକି ଉତ୍ପାଦକ ଓ ଭକ୍ଷକ ଭାବରେ ଶ୍ରେଣୀ ବିଭାଗ କରାଯାଇଛି | ଯେପରି ଝୀଂଟିକା ଘାସ ଖାଇଥାଏ , ଝୀଂଟିକା କୁ ବେଙ୍ଗ ଖାଏ, ବେଙ୍ଗ କୁ ସାପ ଆଉ ସାପ କୁ ନେଉଳ ଓ ନେଉଳକୁ ପୁଣି ଆଉ କିଏ | ଏହି ଭଳି ଭାବରେ ଚେନ ହେଇକି ଚାଲିଥାଏ |
ତେବେ ଏବେ ସେହି ସାପ ଆଉ ନେଉଳକୁ ନେଇକି ଭିଡିଓଟି ଭାଇରାଲ ହେଇଛି ଓ ଲୋକ ମାନେ ତାକୁ ଦେଖିକି ଅନେକ କଥା ଜାଣୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।