ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେଇଛି | ଯାହା ପିଲାମାନଙ୍କ ପାଠ ପଢା କୁ ନେଇ ବିଦ୍ୟାଳୟ ର କିଛି ଛାତ୍ରୀ ନାଚ ଗୀତ ମାଧ୍ୟମ ରେ ପିଲାମାନଙ୍କୁ ବୁଝେଇବାକୁ ଚେଷ୍ଟା କରୁଛନ୍ତି | ତେବେ ସେମାନେ ସୁନ୍ଦର ନାଚ ସାଙ୍ଗକୁ ସୁନ୍ଦର ଗୀତ ଓ ସେ ଗୀତ ମଧ୍ୟରେ ରହିଛି ଅନେକ ମହତ୍ୱପୂର୍ଣ୍ଣ ଶବ୍ଦ,ଯାହା ମାଧ୍ୟମ ରେ ଆଜି କାଲି ର ପିଲାମାନେ ବିଶେଷ କରି ଯେଉଁମାନେ ବିଦ୍ୟାଳୟ କୁ ଆସୁନାହାନ୍ତି ଓ ପାଠ ପଢ଼ାରେ ମନ ଦେଉନାହାନ୍ତି, ସେମାନଙ୍କୁ ଏହି ଗୀତ ନାଚ ମାଧ୍ୟମ ରେ ସୁନ୍ଦର ଭାବରେ ବୁଝାଇବା ପାଇଁ ସରକାର ଙ୍କ ଏହା ଏକ ଅଭିନଵ ପ୍ରୟାସ ବୋଲି କୁହାଯାଏ |
ତେବେ ଏହି ସୁନ୍ଦର ଗୀତ ସାଙ୍ଗ କୁ ସୁନ୍ଦର ନାଚ ମାଧ୍ୟମ ଆଜି ଶିକ୍ଷା ସଚେତନ ର ଯେଉଁ ରଥ ପ୍ରତେକ ବିଦ୍ୟାଳୟ ରେ ଗଡିବ ଓ ପିଲା ମାନଙ୍କୁ ପାଠ ପଢାଇବା ପାଇଁ ବୁଝାଇବା ର ଏ ଯେଉଁ ପ୍ରୟାସ ସତରେ ଏବେ ବହୁତ ଚର୍ଚ୍ଚା ର ବିଷୟ ପାଲଟିଛି | କାରଣ ଆଜି କାଲି ର ପିଲାଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି ହେଲେ ସେମାନେ ଏହି ସମସ୍ତ ସୁବିଧା ପରେ ସେମାନେ ପାଠ ପଢୁ ନାହାନ୍ତି | ସେଥିପାଇଁ ଆମ ସରକାରଙ୍କ ଏହି ନୂଆ ଶକ୍ଷା ସଚେତନତା ରଥ ଯାହା ମାଧ୍ୟମ ରେ ପିଲାଙ୍କୁ ଅତି ସହଜରେ ବୁଝାଇ ହେବା ସହିତ ଅଭିଭାବକ ମାନଙ୍କ ମନ ରେ ଏଥି ପ୍ରତି ସଚେତନତା ଆଣିବ ବୋଲି କୁହା ଯାଉଛି | ତେବେ ଏହି ଭଳି ଭାବରେ ବାଜୁ ଥିବା ସୁନ୍ଦର ଗୀତ ରେ ଅଭିଭାବକ ମାନେ ଅନୁଭବ କରିବେ ଓ ପାଠ ପଢା ପାଇଁ ତାଙ୍କର ପିଲାଙ୍କୁ ବିଦ୍ୟାଳୟ କୁ ଛାଡିବା ସହିତ ତାଙ୍କର ପାଠ ପଢା ପ୍ରତି ଧ୍ୟାନ ମଧ୍ୟ ଦେବେ |
ତେବେ କୁହାଯାଉଛି ଏହି ରଥ ଏବେ ସମସ୍ତ ବିଦ୍ୟାଳୟ ରେ ଗରିବ ପିଲାଙ୍କ ପାଠ ପଢା କୁ ସଚେତନ କରିବ ବୋଲି ଆଶା କରାଯାଉଛି | କାରଣ ଏହି ଏହି ରଥରେ ବାଜୁ ଥିବା ଗୀତ ପାଠ ପଢିବା ର ମହତ୍ୱ କୁ ଭଲ ଭାବରେ ବୁଝାଉଛି ତା ସହିତ ବିଦ୍ୟାଳୟ ଛାତ୍ରୀ ମାନଙ୍କ ରେ ଏହି ଗୀତ ମାଧ୍ୟମ ରେ ସୁନ୍ଦର ଭାବରେ ନାଚ ସହିତ ପାଠ ପଢା ର ଅଭିନୟ | ସତରେ ପିଲାମାନଙ୍କୁ ଏହା ଦେଖିବା ବା ଏହି ଗୀତ ଦ୍ୱାରା ସେମାନଙ୍କୁ ପାଠ ପଢ଼ାରେ ମନ ଲାଗିବ ବୋଲି କୁହାଯାଉଛି | କାରଣ ଏହି ଗୀତ ଓ ନାଚ ମାଧ୍ୟମ ଗୋଟିଏ ପିଲା ପାଠ ପଢି ଭବିଷ୍ୟତ ରେ କେମିତି ସେ ଉଚ୍ଚ ପଦବୀ ହାସଲ କରିବ ତାହା ଏହି ଗୀତ ଓ ନାଚ ମାଧ୍ୟମ ରେ ବହୁତ ସୁନ୍ଦର ଭାବରେ ବୁଝାଇଦିଆଯାଇଛି |
ତାହାଲେ ଏହା ଥିଲା ସେହି ଭାଇରଲ ଭିଡ଼ିଓ ଯାହାକୁ ଦେଖି ଲୋକମାନେ ଦେଖିଲା ପରେ ବିଭିନ୍ନ ପ୍ରକାର ମତ ଦେବା ସହିତ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି, ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।