Swastik Tv News Odisha

ପତଳା ରୁ କେମିତି ମୋଟା ହେବେ ଘରୋଇ ଉପଚାର 100% ଗ୍ୟାରେଣ୍ଟି

0

ଅଧିକାଂଶ ଲୋକମାନେ ବହୁତ ପତଳା ରହିଥାନ୍ତା , ଯାହା ସେମାନଙ୍କ ପର୍ସନାଲିଟି ଉପରେ ବହୁତ ଇଫେକ୍ଟ ପକାଇଥାଏ । ବ୍ୟକ୍ତିର ହାଇଟ୍ ଅନୁସାରେ ୱେଟ ରହିବା ଅତ୍ୟନ୍ତ ଜରୁରୀ ଅଟେ , ଅଧିକ ମୋଟା ହେବା ମଧ୍ୟ ଶରୀର ପାଇଁ ହାନିକାରକ ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଘରୋଇ ଟିପ୍ସ ବିଷୟରେ ଜଣେଇବୁ , ଯାହାକୁ ଆପଣମାନେ ଆପଣାଇ ପତଳାରୁ ମୋଟା ହୋଇପାରିବେ ।

କଣ ଖାଇବେ :-

ଯେତେବେଳେ ଆପଣ ସକାଳୁ ଉଠୁଛନ୍ତି , ଉଠିବା ମାତ୍ରେ ଏକ ଲିଟର ପାଣି ପିଅନ୍ତୁ । ସକାଳୁ ଉଠିବା ପରେ ପାଟିରେ ଯେଉଁ ଲାଳ ରହିଥାଏ ତାହାକୁ ସେହି ଏକ ଲିଟର ପାଣିରେ କୁଳି କରି ପିଇ ଦିଅନ୍ତୁ । ପାଣି ଯେତେବେଳେ ପିଉଛନ୍ତି ଖାଦ୍ୟ ଖାଇବାର ଗୋଟିଏ ଘଣ୍ଟା ପୂର୍ବରୁ ବା ଖାଇବାର ଗୋଟିଏ ଘଣ୍ଟା ପରେ ସେବନ କରିବା ଉଚିତ୍ । ଯେତେବେଳେ ପାଣି ପିଉଛନ୍ତି ବସିକରି ପାଣି ପିଅନ୍ତୁ , ଛିଡା ହୋଇ ପାଣି ପିଅନ୍ତୁ ନାହିଁ । ଯେତେବେଳେ ପାଣି ପିଉଛନ୍ତି ଘୁଟ ଘୁଟ କରି ପାଣି ପିଅନ୍ତୁ , ଯାହାଫଳରେ ଆମ ପାଟିରେ ସିକ୍ରେସନ ହେଉଥିବା ଲାଳ ଆମ ଶରୀର ମଧ୍ୟକୁ ଯାଇପାରିବ ।

ବ୍ରେକଫାଷ୍ଟରେ ଆପଣ ମାନେ ମୁଗ , ବୁଟ , ବାଦାମ ଏବଂ କାଜୁ କୁ ରାତିରେ ପାଣିରେ ଭିଜାଇ ସକାଳେ ତାହାକୁ ଛାଣି ଦେଶୀ ଗୁଡ ସହିତ ଚୋବାଇ ଚୋବାଇ ଖାଆନ୍ତୁ । ଯଦି ଆପଣ ଓଜନ ଗ୍ରୋ କରିବା ପାଇଁ ଚାହୁଛନ୍ତି , ତେବେ ପ୍ରତ୍ୟେକ ଦିନ ସବୁଜ ପନିପରିବା ନିଅନ୍ତୁ ଏବଂ ଶାଗ ଖାଆନ୍ତୁ ସାଲାଡ୍ ଖାଆନ୍ତୁ । ଏସବୁ ରେ ପ୍ରଚୁର ମାତ୍ରାରେ ଫାଇବର ପ୍ରୋଟିନ ରହିଛି , ଯାହା ଆମ ଓଜନ ଗ୍ରୋ କରିବାରେ ସାହାର୍ଯ୍ୟ କରିଥାଏ ।

ରାତ୍ରୀ ଭୋଜନରେ ରୁଟି ଖାଆନ୍ତୁ , ରାତ୍ରୀର ଭୋଜନ ସବୁଠାରୁ କମ ହେବା ଦରକାର । ଏଥିସହିତ ପ୍ରତ୍ୟେକ ଦିନ ଦହି ସହିତ କଦଳୀ ଖାଆନ୍ତୁ , କାରଣ କଦଳୀରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି । ଯେଉଁ ସିଜିନ ରେ ଯେଉଁ ଫଳ ଏଭେଲେବୁଲ ଆପଣ ସେହି ଫଳକୁ ଡେଲି ଖାଆନ୍ତୁ ବା ଆପଣଙ୍କ ଡାଏଟ୍ ଚାର୍ଟରେ ଯେକୌଣି ଫ୍ରୁଟ ଏଡ୍ କରନ୍ତୁ ।

ଟିପ୍ସ ନମ୍ୱର -1

ଆପଣ ମାନେ ଡେଲି ଗୋଟିଏ ଗ୍ରାମ ଚୂନ ଖାଆନ୍ତୁ , ଏହି ଚୂନକୁ ଆପଣ ମାନେ ଡାଲିରେ ମିଶେଇ ବା ଦହିରେ ମିଶେଇ ଖାଇପାରିବେ । ଏହା ହେଲ୍ଥକୁ ଗ୍ରୋ କରିବାରେ ସାହାର୍ଯ୍ୟ କରିଥାଏ ।

ଟିପ୍ସ ନମ୍ୱର – 2

ଆପଣ ମାନେ ପ୍ରତ୍ୟେକ ଦିନ ଏକ୍ସାସାଇଜ୍ କରନ୍ତୁ , ଆପଣ ଏକ୍ସାସାଇଜ କରିପାରିବେ , ପ୍ରାଣାୟାମ କରି ପାରିବେ , ଜିମ ଯାଇପାରିବେ । ଆପଣ ମାନଙ୍କୁ ଏହି ପ୍ରସେସ୍ ରେଗୁରାଲ କରିବା ପାଇ ପଡିବ , ତେବେ ଯାଇ ଆପଣ ମାନେ ଗୋଟିଏ ସୁନ୍ଦର ସୁସ୍ଥ ଶରୀର ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.