ବନ୍ଧୁମାନେ ଆମ ଶରୀରରେ କେତେବେଳେ କଣ ରୋଗ ହେଇଥାଏ ତାହା ଜାଣିହୁଏ ନାହିଁ ।କିନ୍ତୁ ଧୀରେ ଧୀରେ ଆମକୁ କିଛି ବଡ଼ ରୋଗ ହେବା ଆଗରୁ ସେହି ରୋଗର ଲକ୍ଷଣ ଦେଖାଯାଇଥାଏ ।ତେବେ ଯେତେବେଳେ ପରିସ୍ରାରେ ଜଳାପୋଡା ଅନୁଭବ ହେଇଥାଏ ତାହା କିଡ଼ିନି ରୋଗର ଲକ୍ଷଣ ହେଇଥାଏ ।ତେବେ କେମିତି ପରିସ୍ରା ଜଳାପୋଡା ରୁ ମୁକ୍ତି ପାଇବେ ଜାଣିରଖନ୍ତୁ ଆମର ଏହି ସୂଚନାରୁ ।
କାରଣ:-
-ଯଦି କେହି ବ୍ୟକ୍ତି ପ୍ରଚୁର ପରିମାଣରେ ନିଶାଦ୍ରବ୍ୟ ଯେପରି ପାନ,ଗୁଟୁକା,ତମାଖୁ ସେବନ କଲେ ପରିସ୍ରା ଜଳାପୋଡା ହେଇଥାଏ ।
-ପ୍ରତ୍ୟେକ ବ୍ୟକ୍ତି ଦିନକୁ 5 ରୁ 6 ଲିଟଲ ପାଣି ପିଇବା ଦରକାର ।କିନ୍ତୁ ଯଦି ତାଠାରୁ କମ ପାଣି ପିଇଲେ ତାହା ପାଣି କମ ଯୋଗୁଁ ବି ପରିସ୍ରା ଜଳାପୋଡା ହେଇଥାଏ ।
-ତେବେ ଆମେ ପାଣି ପିଉ କିନ୍ତୁ ପାଣି ପିଇବା ଠିକ ପ୍ରକ୍ରିୟାରେ ପିଇବା ଦରକାର ।ଆଉ ଆମେ ଭୁଲ ପ୍ରକ୍ରିୟାରେ ପାଣି ପିଇଲେ ବି ପରିସ୍ରାରେ ଜଳାପୋଡା ହେଇଥାଏ ।
-କିଡିନୀରେ ଷ୍ଟନ ହେଲେ ବି ପରିସ୍ରା ଜଳାପୋଡା ହେଇଥାଏ ,ଯେତେବେଳେ କଡ଼ିନୀରେ ଥିବା ଷ୍ଟନ ଘର୍ଷଣ ଯୋଗୁଁ କିଡ଼ିନି ଭିତର ଅଂଶ ରଂଜି ହେଇଯାଏ ଓ ପରିସ୍ରା ବେଳେ ଜଳାପୋଡା ହେଇଥାଏ ।
ଲକ୍ଷଣ:-
-ପରିସ୍ରା ବେଳେ ବହୁତ ଜଳାପୋଡା ଅନୁଭବ ହେବା ।
-ପରିସ୍ରା କ୍ଲିଅର ନହେବା ରହି ରହି ହେବା ।
-ଅସହଜ ମନେ ହେବା, କାରଣ ପରିସ୍ରା ଠିକରେ ନହେଲେ ଆପଣଙ୍କୁ ସବୁବେଳେ ଲାଗିବ କି ପରିସ୍ରା ଆହୁରି ଆଉ ରହିଛି ।
-ପରିସ୍ରା ବେଳେ ବହୁତ ଯନ୍ତ୍ରଣା ହେଇଥାଏ ।
ଚିକିତ୍ସା:-
-ପରିସ୍ରା ଜଳାପୋଡା ରୁ ମୁକ୍ତି ପାଇବା ପାଇଁ ହେଲେ ପ୍ରତିଦିନ ଅଧିକରୁ ଅଧିକ ପାଣି ପିଇବା ଦରକାର ଯେପରି ଦିନକୁ 5ରୁ 6 ଲିଟର ପାଣି ସକାଳୁ ରାତି ଭିତରେ ପିଇବା ଦରକାର ।
-ଆଉ ମନେ ରଖିବେ ପାଣି ପିଇଲା ବେଳେ ଠିକରେ ବଶିକି ଧୀରେ ଧୀରେ ପିଇବା ଦରକାର ।ଆଉ ସବୁବେଳେ ସିପ ସିପ କରି ପାଣି ପିଇବା ଦରକାର ଓ ନୋଟା ବା ଗ୍ଲାସରେ ପାଣି ପିଇବା ଉଚିତ ।
-ତେବେ ଆମେ ଯେତେ ଗୁଡ଼ିଏ କାରଣ ଆପଣଙ୍କୁ ଜଣାଇଛୁ ସେସବୁକୁ ଏଡାନ୍ତୁ ।
ତେବେ ସବୁପରେ ଆମେ ଆପଣଙ୍କୁ ଏମିତି ଗୋଟାଏ ଟିପିସ ବିଷୟରେ କହିବୁ ଯାହାକୁ ମାନିଲେ ଆପଣ ଙ୍କ ପରିସ୍ରା ଜଳାପୋଡା ସମସ୍ୟା ସମ୍ପୂର୍ଣ୍ଣ ଦୁର ହେଇଯିବ ।
ଟିପିସ:-
-ତେବେ ଏହି ଟିପିସ ପାଇଁ ଆପଣ ଦେଶୀ ଗାଈର ମୂତ୍ର ଆଣନ୍ତୁ କିନ୍ତୁ ସେହି ଗାଈ ଜମା ପିଲା ଜନ୍ମ କରି ନଥିବ କି ସେ ପ୍ରେଗନେଣ୍ଟ ନୀଥିବ ।ଆଉ ସେହି ମୂତ୍ରକୁ ଛାଣି କରି ଗୋଟିଏ କାଚ ଜାରରେ ରଖନ୍ତୁ ମୁଁ ଏହାକୁ ପ୍ରତିଦିନ ସକାଳେ ଖାଲି ପେଟରେ ଅଧା କପ ପିଅନ୍ତୁ ତେବେ ଏହି ମୂତ୍ରକୁ ଆପଣ 10 ରୁ 12 ବର୍ଷ ଯାଏ ରଖି ପାରିବେ ଏହାର କିଛି ଏକ୍ସପାୟର ଡେଟ ନାହିଁ ।ଆଉ ଏହାକୁ ଲଗାତାର 3 ମାସ ଖାଇଲା ପରେ ଦେଖିବେ ଆପଣଙ୍କ ପରିଶ୍ରା ଜଳାପୋଡା କମିବା ସହ କିଡ୍ନୀ ଜନିତ ସମସ୍ତ ସମସ୍ୟା ଦୂର ହେଇ ଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।