Swastik Tv News Odisha

ପସନ୍ଦ କରନ୍ତୁ ଗୋଟିଏ ( Color ) ର ଫୁଲ ଏବଂ ଜାଣନ୍ତୁ ନିଜ ବିଷୟରେ ଗୋଟେ ଖାସ କଥା…

0

ଆଜ୍ଞା ହଁ କଥା ଟି ଶୁଣିଲେ ଆପଣ ମାନଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ତାହା ଜାଣିଲେ ମଧ୍ୟ ସେତିକି ଆନନ୍ଦ ଲାଗିବ,ତୋ ଆସନ୍ତୁ ଦର୍ଶକ ବନ୍ଧୁ କେଉଁ ରଙ୍ଗ ର ଫୁଲ ଓ କେଉଁ ରଙ୍ଗ ଆପଣଙ୍କ ଭବିଷ୍ୟତ ବଦଳାଇ ପାରିବ ତାହା ଜାଣିବା |ଆପଣ ମାନେ ଆପଣଙ୍କ ଆଖ ପାଖ ରେ ବିଭିନ୍ନ ପ୍ରକାର ର ଫୁଲ ଦେଖିଥିବେ, ହେଲେ ଆଜି ଯେଉଁ ଫୁଲ ବିଷୟ ରେ ଆପଣ ଜାଣିବେ ତାହା ମଧ୍ୟ ଆପଣଙ୍କ ଅଗଣା ରେ ଶୋଭା ପାଉଥିବ | ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି କେଉଁ ଫୁଲ, ତାହାଲେ ଶୁଣନ୍ତୁ ଦର୍ଶକ ବନ୍ଧୁ ଏ ଫୁଲ ଆଉ କେଉଁ ଫୁଲ ନୁହଁ ଗୋଲାପ ଫୁଲ, ଏହି ଫୁଲ ର ରଙ୍ଗ ରେ ଜାଣିହେଉଛି ଭୋବିଷ୍ୟତ, ଯାହା ଜ୍ୟୋତିର୍ବିଦ ମାନେ କହିଛନ୍ତି,|

ଆଜିର ଏହି ଦୁନିଆ ରେ ବହୁତ ଲୋକ ଅନ୍ଧ ବିଶ୍ୱାସ କୁ ବେଶ ଭଲ ଭାବରେ ଆପଣଣେଇନେଇଛନ୍ତି, ଯାହା ଏବେ ଲୋକଙ୍କ ମନରୁ ବାହାର କରିବା ବହୁତ କଷ୍ଠ ହେଇଗଲାଣି, ସେହିଥି ପାଇଁ ଜ୍ୟୋତିର୍ବିଦ ମାନେ କହିଯାଇଥିବା କଥା କୁ ଆଜିର ଏହି ଦୁନିଆ ମନେ ପକାଇବାକୁ ଭୁଲି ଗଲେଣି, ଜ୍ୟୋତିର୍ବିଦ ମାନେ ଆମ ଆଖ ପାଖରେ ଥିବା ଗୋଲାପ ଫୁଲ ର ତିନୋଟି ରଙ୍ଗ ରେ ଥିବା ଭବିଷ୍ୟତ ବିଷୟରେ କିଛି କହିଛନ୍ତି “ପ୍ରଥମ ରଙ୍ଗ ଟି ହେଉଛି (1)ହଳଦିଆ | (2)ନାଲି (3)ସବୁଜ

ପ୍ରଥମରେ ହଳଦୀ :-
ଯେଉଁ ବ୍ୟକ୍ତି ହଳଦିଆ ରଙ୍ଗ କୁ ଭଲ ପାନ୍ତି ସେହି ବ୍ୟକ୍ତି ର ଅର୍ଥ ସମସ୍ୟା ଦେଖାଦେଇଥାଏ, ଓ ରୋଜଗାର ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେଇଥାଏ, ଏହି ବ୍ୟକ୍ତି ର କିଛି ଭଲ ଗୁଣ ମଧ୍ୟ ଥାଏ, ସେ ଲଭ ପ୍ରକୃତି ହୋଇନଥାନ୍ତି, ଆକାଶ ଭଳି ବିଶାଳ ହୃଦୟ ର ହୋଇଥାନ୍ତି, ଓ ଆର୍ଥିକ ଅବସ୍ଥା ରେ ଚୁପ ରହିଥାନ୍ତି |

ଦ୍ୱତୀୟ ରଙ୍ଗ ଟି ହେଉଛି ନାଲି :-

ଆପଣ ମାନେ ଜଣିଥିବେ ନାଲି ରଙ୍ଗ ହେଉଛି ପ୍ରେମ ର ପ୍ରତୀକ ହେଲେ,ଏହି ରଙ୍ଗ ଟି କୁ ଭଲ ପାଉ ଥିବା ବ୍ୟକ୍ତି ନନା ପ୍ରକାର ର ସମସ୍ୟା ରେ ସମ୍ମୁଖୀନ ହେଇଥାନ୍ତି,ଭାଗ୍ୟ ଏମାନଙ୍କର ସବୁବେଳେ ସାଥ ଦିଏ ନାହିଁ, ଏହି ରଙ୍ଗ କୁ ଭଲ ପାଉଥିବା ବ୍ୟକ୍ତି ଦେଖିବାକୁ ଭାରି ସୁନ୍ଦର ହେଇଥାନ୍ତି ଓ ଏମାନଙ୍କର ମନ ବି ସୁନ୍ଦର ହେଇଥାଏ, ଏ ମାନେ ଅନ୍ୟର ଭାବନା କୁ ଗୁରୁତ୍ୱ ଦେଇଥାନ୍ତି, ଓ ସହଯୋରେ ସମସ୍ତ ଙ୍କ ସହିତ ମିଶି ଯାନ୍ତି |

ଶେଷ ରେ ଜାଣିବା ସବୁଜ ରଙ୍ଗ ବିଷୟରେ :-

ଏହି ରଙ୍ଗ କୁ ଭଲ ପାଉଥିବା ବ୍ୟକ୍ତି ରଚନାତ୍ମକ ଓ ନିର୍ମଳ ହୃଦୟ ର ହୋଇଥାନ୍ତି, ଏମାନେ ବଡ ବଡ ସମସ୍ୟା ସମାଧାନ ଅତି ସହଜରେ କରିପାରନ୍ତି, ସୁନ୍ଦର ଭବିଷ୍ୟତ ଚିନ୍ତା କରିବା ଓ ପରିବାର ଲୋକଙ୍କୁ ସନମାନ ଦବା ଏମାନେ ଭାବି ଥାନ୍ତି, ପ୍ରତିବଦଳରେ ଏମାନେ ସେତିକି ଭଲ ପାଇବା ପାଇନଥାନ୍ତି, ଯାହା ବଦଳରେ ଏମାନେ ଉଦାସ ରହିଥାନ୍ତି |

କ”ଣ ଦର୍ଶକ ବନ୍ଧୁ ଜାଣିଲେ ତ ଆପଣଙ୍କ ଭବିଷ୍ୟତ, ଓ ସ୍ଵଭାଵ ବିଷୟରେ ତାହାଲେ ଆଉ ଡେରି ନ କରି ଏବେ ବାଛନ୍ତୁ କଣ ଆପଣଙ୍କ ପସନ୍ଦ ର ଫୁଲ ର ରଙ୍ଗ ଆଉ ଯେଉଁଥିରେ ଆପଣଙ୍କ ଭୋବିଷ୍ୟତ ସ୍ଵଭାଵ ବିଷୟରେ ଜାଣିପାରିବେ, ଏମିତି ନୂଆ ନୂଆ କଥା ଜାଣିବା ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ |

Leave A Reply

Your email address will not be published.